କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକଙ୍କ ଆମୋଦ ପ୍ରମୋଦ ଗୃହ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ନବନିର୍ମିତ ଗୃହକୁ ଉଦଘାଟନ କରିଥିଲେ । ତାଙ୍କ ସହ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, କାଉନସିଲର ପ୍ରଶାନ୍ତ ବାରିକ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଭରତ ପାତ୍ର, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ରାଜେନ୍ଦ୍ର ପ୍ରସାଦ ସିଂହ,ବିଜୟ ସାହୁ,ଚତୃର୍ଭୁଜ ରାଉଳ, ପ୍ରଦ୍ୟୁମ୍ନ ପଣ୍ଡା, ବଂଶୀଧର ନାୟକ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।
kanikanews.in
Next Post
ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ
Thu Mar 7 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୌରାଂଚଳର ଅଳଭା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଯୌତୁକ ପାଇଁ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବଡମହନପୁର ପଂଚାୟତ ସାନମହନପୁର ଗ୍ରାମର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ପାତ୍ର (୩୩) ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏହି ମାମଲା ରୁଜୁ ହେବା […]

KANIKA
- 12 months ago
ମେଧାବୀ ଦିବ୍ୟାଙ୍ଗ ଛାତ୍ରୀ ବୃତ୍ତି ପାଇଁ ପୁନର୍ବାସକୁ ଦାନ
- 2 years ago
ବଜ୍ରପାତରେ ମୃତ ପରିବାରକୁ ସରକାରୀ ସହାୟତା
- 9 months ago
ଓଏଏସ୍ ଶୈଳେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା
- 1 year ago
ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ଓ ଲଳିତଙ୍କ ରୋଡ଼ ଶୋ
- 9 months ago
କେନ୍ଦ୍ରାପଡାର ସ୍ୱାର୍ଥ ପାଇଁ ବିଜେଡିର ଲଢେଇ ଜାରି ରହିବ
- 2 years ago
ଭାଜପା ତରଫରୁ ଜନ ଆକ୍ରୋଶ ବ୍ଲକ ଘେରାଉ