ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା ଗୁରୁତ୍ତର


କେନ୍ଦ୍ରାପଡ଼ା, ୧୫ା୪: ପୂର୍ବତନ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା ହଠାତ ଗୁରୁତ୍ତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ପରିଡାଙ୍କୁ ଆଇ.ସି.ୟୁ.ରେ ରଖାଯାଇ ଚିକିତ୍ସା କରାଯାଉଥିବା ତାଙ୍କ ପରିବାର ସୁତ୍ରରୁ ଜଣାପଡିଛି । ତେବେ ତାଙ୍କ ଅବସ୍ଥା ଗୁରୁତ୍ତର ରହିଥିବା ସୂଚନା ମିଳିଛି ।


Next Post

ପ୍ରବଳ ଖରାରେ ଶ୍ରମିକଙ୍କୁ କାମନକରାଇବାକୁ ନିର୍ଦେଶ

Mon Apr 15 , 2024
କେନ୍ଦ୍ରାପଡ଼ା, ୧୫ା୪:ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଶ୍ରମିକମାମଙ୍କୁ କାମ ନକରାଇବାକୁ କଡାକଡି ଭାବେ ବାରଣ କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କଡା ନିର୍ଦେଶ ମିଳିଛି । ଏହି ସମୟ ମଧ୍ୟରେ ବାହାରେ ଶ୍ରମିକମାନଙ୍କୁ କାମକରାଇଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ […]

KANIKA