kanika odisha

୫ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା, ୫ା୩: ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ କୁମାର ପ୍ରଧାନ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।...

ଅଣ୍ଢରାରେ ଅଭିରାମ ପରମହଂସଙ୍କ ଗୋଷ୍ଠୀପୂଜା ଓ ଭକ୍ତମିଳନ ଉତ୍ସବ

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଠାରେ ପରମକାରୁଣିକ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ସତସଙ୍ଗ ଓ ଭକ୍ତମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସନ୍ୟାସୀ ଭୀମସେନ...

କେଉଁଝର ନୁହେଁ କେନ୍ଦ୍ରାପଡାରୁ ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ କରୁ-ସି.ପି.ଆଇ.(ଏମ)

  କେନ୍ଦ୍ରାପଡ଼ା, ୪ା୩: ମାର୍ଚ୍ଚ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମ ବେଳେ ପାରାଦୀପ- କେନ୍ଦ୍ରାପଡା- କେଉଁଝର ଯାତ୍ରିବାହୀ ଟ୍ରେନ ଚଳାଚଳର ଶୁଭାରମ୍ବ କରିବାକୁ...

 ପାଟକୁରା ବିଧାନସଭା ପାଇଁ ବିଜୟ ପରିଡାଙ୍କ ନାମ ଦାବିକଲା ଯାଦବ ମହାସଭା

କେନ୍ଦ୍ରାପଡ଼ା, ୪ା୩: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ଗରାପୁରସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟରେ ଜିଲ୍ଲା କାର୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ...

ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଟେକନିସିଆନଙ୍କ ପ୍ରତିବାଦ

କେନ୍ଦ୍ରାପଡ଼ା, ୪ା୩: ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଅଧିନରେ ନିଯୁକ୍ତିପ୍ରାକ୍ତ ଟେକନିସିଆନମାନେ ଆଜି କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ପ୍ରତିବାଦ କରିଥିବା ଦେଖାଯାଇଛି । ପ୍ରତାପ...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷାଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷା ଭାବେ ସୁଲୋଚନା ଦେହୁରୀ ଯୋଗଦେଇଛନ୍ତି । ଏଥିପୂର୍ବରୁ ଶ୍ରୀମତୀ...

କଂଗ୍ରେସର ବଡ ବିଜୟ , କେନ୍ଦ୍ରାପଡାକୁ ରେଳ ଗଡିବ

କେନ୍ଦ୍ରାପଡ଼ା ୪/୩: ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ...

ରାଜଶ୍ରୀର ପ୍ରମୂଖ କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା -୪/ ୩ - ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରମୂଖ କର୍ମକର୍ତ୍ତା ଗଣ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହେବା ଅନୁଷ୍ଠାନ...

କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଅର୍ଥବାଧକ, ଅର୍ଥ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ

କେନ୍ଦ୍ରାପଡା, ୪/୨୪ : କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ କମାରଖଣ୍ଡି ଗ୍ରାମର ସୁଦର୍ଶନ ବେହେରାଙ୍କ ପୁତ୍ର ପ୍ରଦୀପ ବେହେରା ଦୀର୍ଘ ୧ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ...

ଗାଧୋଇବାବେଳେ ଭାସି ଯାଇ ନିଖୋଜ ଥିବା ୨ ଅଣଓଡିଆ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଗ୍ରାମର ବ୍ରାହ୍ମଣୀ ନଦୀ ତୁଠରେ ଗତ ୨ ତାରିଖ ଦିନ ୧୨ ଟା ବେଳେ ରଙ୍ଗ...

କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକରେ ବନ୍ଧୁମିଳନ

କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।...

ଭଙ୍ଗା ଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ ; ଆବାସ ଯୋଜନା ସାତ ସପନ

କେନ୍ଦ୍ରାପଡା ୩/୩ -ଗରୀବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ...

ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୩ା୩ : ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ...

ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା । ଯବାନ ଜଣଙ୍କ ନିଜକୁ ଗୁଳିକରି ହତ୍ୟା କରିଛନ୍ତି ବୋଲି...

ଘରୁ ଉଦ୍ଧାର ହେଲା ବାପା, ମାଆ ଓ ପୁଅଙ୍କ ମୃତଦେହ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଂଚାୟତ ରାଜେନ୍ଦ୍ରନଗର ଗାଁରେ ଚାଂଚଲ୍ୟକର ଘଟଣା ଘଟିଛି । ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ...

ଏନ ସି ସି କମାଣ୍ଡିଙ୍ଗ ଅଫିସରଙ୍କ ପଟ୍ଟାମୁଣ୍ଡାଇ କଲେଜ ପରିଦର୍ଶନ

ଏନସିସି ୱାନ ଓଡିଶା ଗାର୍ଲସ ବାଟାଲିୟନର ଲେଫ୍ଟନାଂଟ କର୍ଣ୍ଣଲ ବିକାଶ ମଣ୍ଡଳ ପଟ୍ଟାମୁଣ୍ଡାଇ କଲେଜକୁ ସ୍ୱତନ୍ତ୍ର ପରିଦର୍ଶନରେ ଆସି କଲେଜ ଏନସିସି ବାଳିକା ଶାଖାର ବିଭିନ୍ନ କାର୍ଯ୍ୟକ୍ରମ...

କେନ୍ଦ୍ରାପଡ଼ାର କୋଟି କୋଟି ଟଙ୍କା ଲୁଟିନେଲେ ବାପ ଓ ପୁଅ ସମେତ ମୁନ୍ନା

କେନ୍ଦ୍ରାପଡ଼ା,୨ା୩: କେନ୍ଦ୍ରାପଡ଼ାର କୋଟି କୋଟି ଟଙ୍କା ଲୁଟିନେଲେ ବାପ ଓ ପୁଅ ସମେତ ମୁନ୍ନା । ବିଗତ ୫ ବର୍ଷ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା...

ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

କେନ୍ଦ୍ରାପଡ଼ା, ୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ବିଲ୍ଡିଂରେ ଆଜି ଅପରାହ୍ନ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ବିଲ୍ଡିଂଟି ଜଳି ପୋଡି ପାଉଁଶ...

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା,୨ା୩ : କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତ କାର୍ଯ୍ୟରୁ ଅବସରଗ୍ରହଣ କରିଥିବାଙ୍କୁ ତାଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ...

ମାର୍ଚ୍ଚ ୫ରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ୱର

କେନ୍ଦ୍ରାପଡ଼ା,୨ା୩: ଆସନ୍ତା ମାର୍ଚ୍ଚ ୫ ତାରିଖ ଦୈତାରୀ-ପାରାଦ୍ୱୀପ ଜାତୀୟ ରାଜପଥର ୮ ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ...

ଗାଧୋଉଥିବାବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଆଗ୍ରାରୁ ଆସି ରଙ୍ଗ କାମ କରୁଥିଲେ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ମଧ୍ୟାହ୍ନରେ ଦୁଇ ଯୁବକ ଗାଧୋଇବା ବେଳେ ଅସାବଧାନତା ବଶତଃ  ଗଭିର ପାଣି ବୁଡି...

କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ଅବସର କାଳୀନ...

ଗ୍ରାମାଞ୍ଚଳ ପାରିବାରିକ ଘଟଣାକୁ ନେଇ ପରବେଷଣ ହେବ ମଞ୍ଚସ୍ଥ ନାଟକ

କେନ୍ଦ୍ରାପଡ଼ା,୧ା୩: ଦୀର୍ଘ ୪୦ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଦ୍ମପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଗୋପାଳଜିୟୁ ଡ୍ରାମାଟିକ୍ କ୍ଳବ୍ ଦ୍ୱାରା ପରିବେଷଣ ହେବାକୁ ଯାଉଛି ଦୁଇଟି ମଞ୍ଚସ୍ଥ ନାଟକ...

ବଦଳିଲେ କେନ୍ଦ୍ରାପଡା ଏସପି : ସିଦ୍ଧାର୍ଥ କଟାରିଆ ହେଲେ ନୂଆ ଏସପି

କେନ୍ଦ୍ରାପଡ଼ା, ୨୮ା୨: କେନ୍ଦ୍ରାପଡାରେ ବିନୋଥ ଯୁଗଳ କିଶୋର ଏସପି ଭାବରେ ଗତ ଜାନୁଆରୀମାସ ୨୮ତାରିଖରେ ଯୋଗଦେଇଥିଲେ । କେନ୍ଦ୍ରାପଡାରେ ମାତ୍ର ଏକମାସ ୨ଦିନ କାର୍ଯ୍ୟ କରିବା ପରେ...