କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ରବିବାର ୩୧ଟି ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ସଦସ୍ୟାମାନେ ପଂଚାୟତ ଫେଡେରେସନ, ଓ ବ୍ୟାଙ୍କମାନଙ୍କରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରିବା ସହ ଏକ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଛନ୍ତି ସେମାନଙ୍କୁ ଲକ୍ଷପତି ଦିଦି ଭାବରେ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଓଡିଶା ଜୀବିକା ମିଶନର ପଟ୍ଟାମୁଣ୍ଡାଇ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜେର […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡା,୨୫ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଅବସ୍ଥିତ ମା’ ଦକ୍ଷୀଣକାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ମା’ଙ୍କ ମନ୍ଦିର ସନ୍ନିକଟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୫୧ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି ଶିବିରକୁ ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମଲିକ, ଶକ୍ତି ପ୍ରସାଦ ମହାନ୍ତି, ଟ୍ରଷ୍ଟର ସଭାପତି ଯୁଗୋଳ […]
କେନ୍ଦ୍ରାପଡା,୨୫ା୮ : ବରିଷ୍ଠ କଂଗ୍ରେସ ନେତା ନଳିନୀବିହାରୀ ମହାନ୍ତି, ପ୍ରଫୁଲ୍ଲ ଦାସ, ରମାକାନ୍ତ ଦାସ ଓ ଭାଗିରଥୀ ଜେନା ପ୍ରମୁଖଙ୍କ ଆହ୍ୱାନ କ୍ରମେ କଂଗ୍ରେସ କର୍ମୀମାନଙ୍କର ଏକ ବନ୍ଧୁମିଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ ପୂର୍ବକ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ସେହି ଅନୁଯାୟି କେନ୍ଦ୍ରାପଡା ପୈାରସଂସ୍ଥା ଟାଉମହଲ ପରିସରରେ କଂଗ୍ରେସର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦେବେନ୍ଦ୍ର ଶର୍ମାଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି […]
କେନ୍ଦ୍ରାପଡ଼ା, ୨୫ା୮, କଟକ – ଚାନ୍ଦବାଲି ରାସ୍ତାର ତିନିମୂହାଣୀଛକରୁ ମାରୁତି ଛକ ଯିବା ବେଳେ ଜନୈକ ଯୁବକଙ୍କୁ ୪ ଜଣ ଦୁର୍ବୁତ୍ତବାଇକରେ ଆସି ପ୍ରଥମେ ସାଇଡ୍ମାରି ଥିଲେ। ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାକୁ ଆକ୍ରମଣ କରିଥିଲେ। ଯୁବବକର ପାଟି ଶୁଣି ସେଠାରେ ଅନ୍ୟମାନେ ପହଞ୍ଚି ଯାଇଥିଲେ। ଫଳରେ ଏହି ଘଟଣାକୁ ନେଇ ମାରୁତି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ […]
କେନ୍ଦ୍ରାପଡା,୨୫/୮: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ନୂତନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଜିଲ୍ଲାପାଳ ସେମାନଙ୍କର ସୁସ୍ଥ ଏବଂ ନିରୋଗ ଜୀବନ କାମନା କରିଥିଲେ ଏବଂ ଆଗାମୀ ଦିନରେ ସଂଘର କିଛି ସମସ୍ୟା ହେଲେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ ହେମନ୍ତ […]
କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ ମାସାନ୍ତ ରବିବାରସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନରହରି ସୂତାର, ଦୈନିକ ସମାଜର କାଟୁନିଷ୍ଟ ଜ୍ଞାନେନ୍ଦ୍ର ରଥ ଓ ମୂର୍ତ୍ତି କାରିଗର ବିକଳାନନ୍ଦ ମହାରଣାଙ୍କ ଅକାଳ ବିୟୋଗରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବର୍ଷା […]
କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ସହର ଡେଷ୍ଟିନେସନ ମଣ୍ଡପରେ ଭାରତର ଏକ ଅଗ୍ରଣୀ ତଥା ପ୍ରମୁଖ ଡିଜେଲ ଜେନେରେଟର ନିର୍ମାଣ ମହିନ୍ଦ୍ର ଓ ମହିନ୍ଦ୍ରା ଓ ସହଯୋଗୀ ୩ଏସ୍ ଡିଲର ଟିଆର୍ଏସ୍ ଇଞ୍ଜିନିୟରଙ୍କ ତରଫରୁ ରେଣ୍ଟାଲ ଗ୍ରାହକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମହିନ୍ଦ୍ର ଏବଂ ମହିନ୍ଦ୍ରା ନୂତନ ଜ୍ଞାନ କୌଶଳରେ ନିର୍ମିତ ସିପି.ସିବି.ଆଇଭି.ଟି(ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ) ଜେନେରେଟର ଦ୍ୱାରା ଜଳବାୟୁ ପ୍ରଦୂଷଣ କମ୍ କରିବା, […]
କେନ୍ଦ୍ରାପଡ଼ା,୨୪।୮: କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୩ଦିନ ଧରି ଚଳିତ ମାସ ୨୧ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୫୬ଜଣ ପ୍ରଶିକ୍ଷାର୍ଥୀ ଓ ୪ଜଣ ପ୍ରଶିକ୍ଷକଙ୍କୁ ନେଇ ତ୍ରିଦିନାତ୍ମକ ମଣ୍ଡଳସ୍ତରୀୟ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଅବସରରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ, ମଣ୍ଡଳ ସାଧନକେନ୍ଦ୍ର […]
କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନ କରି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ସମସ୍ତ ଯୋଜନା ଠିକଣା ଭାବେ କାର୍ଯକାରୀ କରି ନିର୍ଧାରିତ ସମୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ସମୀକ୍ଷା କରି କେତେ […]
କେନ୍ଦ୍ରାପଡ଼ା, ୨୪ା୮: କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଇଦୁଆସ୍ଥିତ ଶିବାନନ୍ଦ ଚିକିତ୍ସାଳୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବଗଂତ ବ୍ୟାସଦେବ ଯୋଶୀଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଏହି ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିରକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଯୋଶୀଙ୍କ ତତ୍ୱାବଧାନରେ ଆପୋଲୋ ହସପିଟାଲ ଓ ବ୍ଲୁ ହୁଇଲ […]
କେନ୍ଦ୍ରାପଡା,୨୪/୮: କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ୧୨୭୬ ସନ୍ରେ ତିଆରି କରାଯାଇଥିବା ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିରକୁ ଆଜି ସାଂସଦ ବୈଜୟନ୍ତ ପଣ୍ଡା ପରିଦର୍ଶନରେ ଆସି ସବିଶେଷ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଥିଲା । ବର୍ତ୍ତମାନ ଦଧିନଉତିର ପଥର ଗୁଡିକ ବିପଦ ଶକୁଳ ଅବସ୍ଥାରେ ଅଛି । […]
କେନ୍ଦ୍ରାପଡ଼ା,୨୩ା୮: ଦାନପୁର ଲୁଣା ନଦୀ ପୋଲରୁ ନଦୀକୁ ଡେଇଁଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକ ଚିକୁନା ମଳିକ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ପ୍ରେମିକା ମୃତଦେହ ଗୁରୁବାର ବସପୁର ପଞ୍ଚାୟତର ଆରିପଦା ସ୍ଥିତ ଲୁଣା ନଦୀରୁ ଉଦ୍ଧାର କରାଯାଇଛି। ଅପରପକ୍ଷରେ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଚିକୁନା ନଦୀକୁ ଠେଲି ଦେବାରୁ ତା’ର ମୃତ୍ୟୁ ଘଟିଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରେମିକ ଚିକୁନାକୁ […]
କେନ୍ଦ୍ରାପଡ଼ା,୨୩ା୮: କେନ୍ଦ୍ରାପଡ଼ା ଆଡହକ ଅତିରିକ୍ତ ଦୌରାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ଏକ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ଆସାମୀ ଅଶୋକ ମଳିକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏଥିସହ ପିଡିତା ମହିଳାଙ୍କୁ ୩୦ ହଜାର ଟଙ୍କା […]
କେନ୍ଦ୍ରାପଡ଼ା, ୨୩ା୮: ପରିବେଶର ସୁରକ୍ଷା ଓ ମାଟି ମା’ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ଓ ରହିବ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟ […]
କେନ୍ଦ୍ରାପଡା,୨୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ରାଜ୍ୟର ସର୍ବପୁରାତନ ଓ ସର୍ବବୃହତ ବେସରକାରୀ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ […]
କେନ୍ଦ୍ରାପଡା,୨୩/୮: ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଦ୍ୟାଳୟସ୍ତରରେ ଗଠିତ ହୋଇଥିବା ଇକୋ କ୍ଲବମାନଙ୍କୁ ନେଇ ମଣ୍ଡଳସ୍ତରୀୟ ବନ ମହୋତ୍ସବ ନିକିରାଇସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାର୍ଥୀ ଓ ଇକୋ କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷକ, ଶିକ୍ଷିକା, ଇକୋ କ୍ଲବ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଓ ଜଙ୍ଗଲ ବିଭାଗର ଅଧିକାରୀମନେ ରାଲି କରି ପରିବେଶ […]
କେନ୍ଦ୍ରାପଡା,୨୩/୮: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ବଳିଦାନ ଦିବସ ସ୍ଥାନୀୟ ଜଝାଙ୍ଗସ୍ଥିତ ବେହେରା ମାର୍କେଟ କମ୍ପେ୍ଲକ୍ସ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓମ୍ ଧ୍ୱନି ଉଚ୍ଚାରଣ ସହିତ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ହିନ୍ଦୁଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ ଓ ବଳିଦାନ ତାଙ୍କୁ ଚିରକାଳ ଅମର ରଖିବ ବୋଲି ଉପସ୍ଥିତ ବକ୍ତା […]
କେନ୍ଦ୍ରାପଡା,୨୩/୮: କେନ୍ଦ୍ରାପଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୮ର କାକଟ ମୌଜାରେ ବହୁ ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିର ଉପରେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଛି । ଏହାଫଳରେ ମନ୍ଦିର ବହୁମାତ୍ରାରେ କ୍ଷତିଗ୍ରସ୍ଥ ହୋଇଛି । ଏହି ମନ୍ଦିର କେବଳ କେନ୍ଦ୍ରାପଡାରେ ନୁହେଁ ସାରା ଓଡିଶାରେ ପ୍ରାଚୀନ କୀର୍ତ୍ତିରାଜିଙ୍କ ମଧ୍ୟରେ ଅନ୍ୟତମ ମନ୍ଦିର । […]
ପଟ୍ଟାମୁଣ୍ଡାଇ,୨୩/୮ ବିଜ୍ଞାନ ଆଧୁନିକ ମଣିଷର ଦୈନଦିନ ଜୀବନରେ ବ୍ୟାପକ ପରିବର୍ତନ ଆଣିଛି । କ୍ରମ୍ୱର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ଚନ୍ଦ୍ର ପୃଷ୍ଠରେ ଜଳ ଓ ଆବଶ୍ୟକୀୟ ଭିତିଭୂମି ସନ୍ଧାନରେ ଲାଗିପଡିଛି। ଭାରତକୁ ଏ କ୍ଷେତ୍ରରେ ମିଳିଥିବା ସଫଳତାର ନମୂନା ହେଉଛି ଚନ୍ଦ୍ରଯାନ-୩ ର ସଫଳତା ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ […]
ଆମ୍ବେର ହାଇସ୍କୁଲରେ ବିଶ୍ୱ ସଂସ୍କୃତ ଦିବସ ପାଳିତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆମ୍ବେରସ୍ଥ କାହ୍ନୁଚରଣ ରାଜଭଟ୍ଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଞ୍ଜନ ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଂସ୍କୃତ ଶିକ୍ଷକ ସଂଘ ସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ […]
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ କୁରୁଂଟି ପଚାଂୟତ ବଳରାମପୁର ଗ୍ରାମରେ ଅଗଷ୍ଟ ୧୫ତାରିଖ ଦିନ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ହେବାରୁ ପୁଅ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନ ବିପନ୍ନ ପରିବାରଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ […]
କେନ୍ଦ୍ରାପଡ଼ା ୨୨ା୮: ସଂସ୍କୃତ ଭାରତୀ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ପ୍ରଥମେ ପଣ୍ଡିତ ମାନଙ୍କ ଦ୍ୱାରା ବଳଦେବ ସହସ୍ରନାମ ପାଠ କରାଯାଇଥିଲା। ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ ପାଣିନୀଙ୍କ ୨୫ଶହ ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଆସୁଅଛି। ୧୯୬୯ ମସିହା ଅଗଷ୍ଟ ୧୯ ତାରିଖକୁ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ନଦୀ ଉପରୁ ଜଣେ ଯୁବକ ମଂଟୁଙ୍କୁ କେତେଜଣ ଯୁବାକ ବାଡେଇ ବାଡେଇ ପୋଲ ଉପରୁ ନଦୀକୁ ଫିଙ୍ଗିଦେବା ଘଟଣାରେ ନିକିରାଇ ପୋଲିସ ବିଭିନ୍ନ ସ୍ଥାନରୁ ଚଢାଉ କରି ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲ୍କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପୁଲିସ ନିକଟରେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି […]
କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଉପ ନିର୍ବାଚନରେ କେନ୍ଦ୍ରାପଡା ବ୍ଲକର ୫ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି। ନବୀନ ନିବାସରୁ ଆସିଥିବା ବନ୍ଦ ଲଫାପାରେ ଲିଲିତାଙ୍କ ନାମ ରହିଥିଲା। ବିଜୟୀ ହେବା ପରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ସେ ଓ ଅନ୍ୟ ସଭ୍ୟ/ସଭ୍ୟାମାନେ ନବୀନ ନିବାସ ଗସ୍ତ କରିଛନ୍ତି। ସୂଚନା ଥାଉକି ୨୦୨୨ […]










