ରାଜ୍ୟ

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଜୋରଦାର , ପ୍ରଶାସନର ବିରୋଧ ସତ୍ତ୍ୱେ ଗଣଧାରଣା ଆରମ୍ଭ,ସେପ୍ଟେମ୍ବର ୨୨ରେ ହେବ ଅର୍ଥନୈତିକ ଅବରୋଧ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଦୀର୍ଘ ୨ବର୍ଷରୁ ଅଧିକ କାଳ ଧରି ଆନ୍ଦୋଳନ ଚାଲିଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି...

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ଆଜି ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ...

ତହସିଲ କାର୍ଯ୍ୟାଳୟ ପରିସରରେ ନା ଅଛି ଶୌଚାଳୟ ନା ପାନୀୟ ଜଳର ସୁବିଧା : ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି...

ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୫ା୯: ଗାଜିଆ ବାଦ କୋର୍ଟ ପରସିରରେ ଆଇନଜୀବୀଙ୍କୁ କାର୍ଯ୍ୟରତ ଅବସ୍ଥାରେ ନିର୍ମମ ଭାବରେ ହତ୍ୟା କରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିନ୍ଦା କରିବା...

ଗାଁକୁ ଆସୁନାହାଁନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା...

ବେଆଇନ ବାଲି ଚାଲାଣ ବେଳେ ତିନ ହାଇୱ୍ୱା ଜବତ

ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ...

ଜଗତଗୁରୁ ଠାକୁର ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା

ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅନ୍ୟତମ ଲୀଳାକ୍ଷେତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ...

ବସ ଯାତ୍ରୀଙ୍କୁ ଶୋଷଣ,ନିର୍ଦ୍ଧାରିତ ଭଡାରୁ ନେଉଛନ୍ତି ଅଧିକ

କେନ୍ଦ୍ରାପଡା ଜିଲାରେ ବସଯାତ୍ରା ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ବସଭଡା ବାବଦକୁ ସରକାରଙ୍କ ନିରଦ୍ଧାରିତ ରେଟ ଠାରୁ ଅଧିକ ଭଡା ଜୋରଜବରଦସ୍ତ ଲୁଟି ନେଉଛନ୍ତି ବସ କର୍ମଚାରୀ...

କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି...

ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ଓ ମହାବିଦ୍ୟାଳୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ଯଥାଶୀଘ୍ର କରାଯିବା ଏବଂ କଲେଜରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ...

ଭିତରକନିକା ଜାତୀୟ ଉଦ୍ୟାନ ସହ ବନଖଣ୍ଡରେ ପକ୍ଷୀ ଗଣନା

ଭିତରକନିକାର ଡାଙ୍ଗମାଳ ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧି ଲାଭକରିଛି କୁମ୍ଭୀର ପ୍ରଜନନ ପାଇଁ, ଭିତରକନିକାର ବଗଗହନ ମଧ୍ୟ ସେତିକି ପ୍ରସିଦ୍ଧି ଲାଭକରିଛି ଦେଶୀୟ ପକ୍ଷୀ ମାନଙ୍କ ପ୍ରଜନନ...

କୁମ୍ଭୀର ଉପଦ୍ରବରୁ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଏକ ନଦୀନାଳ ଘେରା ଅଂଚଳ । ସମୁଦ୍ରକୂଳବର୍ତୀ ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ ସହ ଶାଖାନଦୀ ହଂସୁଆ, ପାଟ୍ଟାଶାଳା, ଖୋଳା ଭିତରକନିକା...

ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ , ମାଟିର ଗୌରବାଜ୍ୱଳ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ପ୍ରୟାସ

କେନ୍ଦ୍ରାପଡ଼ା,୩ା୯ : କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଭବ୍ୟ...

ପାରାଉଡାଣ ପ୍ରତିଯୋଗୀତାରେ ବିଜୟୀଙ୍କୁ ପୁରସ୍କୃତ

କେନ୍ଦ୍ରାପଡ଼ା - ଅଲ ଓଡିଶା ପିଯନ ଆସୋସିଏସନ ଓ କେନ୍ଦ୍ରାପଡ଼ା ପିଯନ କ୍ଳବର ମିଳିତ ଉଦ୍ଧ୍ୟମରେ ଆଜି ଗୌରୀଶଙ୍କର ହୋଟେଲ ପରିସରରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ...

କେନ୍ଦ୍ରାପଡାରେ ଲିଗାଲ ଲିଟେରାସି ଫେଷ୍ଟିଭାଲ

କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଲିଗାଲ ଲିଟେରାସି ଫେଷ୍ଟିଭାଲ(ଆଇନଗତ ସ୍ୱାକ୍ଷରତା ପାର୍ବଣ) ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟବସ୍ଥାକୁ ଆୟୋଜନ କରିବାର...

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷେତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା “ଖଣ୍ଡାୟତ କ୍ଷେତ୍ରିୟ ମହାସଭା”ର ଏକ ପ୍ରସ୍ତୁତି ବୈଠକ ଆଜି ଗୋଲଖ ଚନ୍ଦ୍ର ପଢିହାରୀଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ନୂଆ ବସ୍‌୍‌ଷ୍ଟାଣ୍ଡ୍‌ସ୍ଥିତ ହୋଟେଲ...

ବଜ୍ରପାତରେ ଯୁବ ଚାଷୀଙ୍କ ବିୟୋଗ

କେନ୍ଦ୍ରାପଡ଼ା,୩ା୯ : ବଜ୍ରପାତରେ ଜଣେ ଯୁବଚାଷୀଙ୍କ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କଂସାର ଗ୍ରାମର ରଘୁନାଥ ରଣାଙ୍କ ପୁତ୍ର ପ୍ରତାପ...

ଷଣ୍ଢ ସହ ଧକ୍କା ହେଲା ବାଇକ୍‌, ଜଣେ ଗୁରୁତର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ସଂସାରଫଳ ନିକଟରେ ଷଣ୍ଢ ସହ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର...

ସ୍କୁଟି ସହ ବାଇକ ମୁହାଁମୁହିଁ ଧକ୍କା , ଜଣେ ଗୁରୁତର

 କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରୋଡ କାନାରା ବ୍ୟାଙ୍କ ନିକଟରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଆରୋହି ଗୁରୁତର ହୋଇଛନ୍ତି । ଶନିବାର...

ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ସମ୍ପନ୍ନ

କେନ୍ଦ୍ରାପଡା ସହର ଉପକଣ୍ଠ ଗଣାମାହାଲ ସ୍ଥିତ ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଗୁରୁବାର ଦିନ ଶେଷ ହୋଇଛି । ପବିତ୍ର ଶ୍ରାବଣ...

ଭିନ୍ନକ୍ଷମ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କଲା ଟ୍ରଷ୍ଟ

କେନ୍ଦ୍ରାପଡ଼ା,୨ା୯ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ(ରାମଚନ୍ଦ୍ରପୁର) ଗ୍ରାମର ଅଶୋକ କୁମାର ଖଟୁଆଙ୍କ...

ବରିଷ୍ଠ ନାଗରିକ ମଂଚ ତରଫରୁ ବୃକ୍ଷ ରୋପଣ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ଷଣ୍ଢପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ...

ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ସମ୍ପନ୍ନ

କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ...

ଚାଷୀ ସମସ୍ୟା ପ୍ରତି ଉଦାସିନ ରହିଲେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ପତନ ନିଶ୍ଚୟ

କେନ୍ଦ୍ରାପଡ଼ା, ୧ା୯: ଅଖିଳ ଭାରତ କୃଷକ ସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡା ଜିଲ୍ଲା କମିଟି ଓ ରମଚଣ୍ଡୀ କୃଷକ ସଭା ପକ୍ଷରୁ ଆଜି କୃଷକଙ୍କର ଦାବି ଦିବସ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ...