ରାଜ୍ୟ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ୯ ଦିନରେ,୧୯୪ ସ୍କୁଲରେ ପାଠପଢ଼ା ଠପ୍

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଆଜି ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରଚଂଳର ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନ ୯ ଦିନରେ ପହଂଚିଛି ।...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ...

ଆନ୍ଧ୍ର ମର୍ମତୃନ୍ତ ଦୁର୍ଘଟଣା ଘଟଣା , ମୃତ ଦେହ କିପରି କେନ୍ଦ୍ରାପଡ଼ାରେ ପହଁଞ୍ଚିବ ଆଲୋଚନା କଲେ କେନ୍ଦ୍ରାପଡ଼ା ବିଧାୟକ

ଶୁକ୍ରବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ମର୍ମତୃନ୍ତ ଦୁର୍ଘଟଣା ଘଟି କେନ୍ଦ୍ରାପଡ଼ା ଜିଲାର ୪ ଜଣଙ୍କ ଅକାଳ ବିୟୋଗ ଘଟିଛି । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅବ୍ୟାହତ ଧାରଣାରେ ସାମିଲ ହେଲେ କେନ୍ଦ୍ରାପଡା ବିଧାୟକ

କେନ୍ଦ୍ରାପଡ଼ା,୧୫ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଏଗାର ଦିନରେ ପହଞ୍ଚିଛି । ଦାବି ହାସଲ ପର୍ଯ୍ୟନ୍ତ...

ଉତ୍କଳ ସମାଜ ପକ୍ଷରୁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଶାସନକୁ ଦାବିପତ୍ର

କେନ୍ଦ୍ରାପଡ଼ା,୧୫ା୯: ଜଳସେଚନର ଅଭାବ ଯୋଗୁଁ କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର କୃଷକ ପରିବାରର କର୍ମଠ ଯୁବକ ଓ ଯୁବତୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ...

ଚିକିତ୍ସା କାରାଇ ଫେରିବା ବାଟରେ ଆନ୍ଧ୍ରରେ ଆମ୍ବୁଲାନ୍‌ସ୍ ଦୁର୍ଘଟଣା: ପଟ୍ଟାମୁଣ୍ଡାଇ ଓ ଆଳି ଅଂଚଳର ୪ଜଣ ମୃତ

ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳର ୨ ପରିବାରର ୪ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି...

ଟ୍ରକ୍ ଧକ୍କାରେ ଜଣଙ୍କର ୨ ଗୋଡ଼ କଟିଲା ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତାଳଚେର ବସ୍‌ଷ୍ଟାଣ୍ଡ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍‌କାରେ ଜଣେ ବ୍ୟକ୍ତିଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ...

‘ଆୟୁଷ୍ମାନ ଭବଃ’ ସଫଳ ଅଭିଯାନର ପ୍ରଶାସନିକ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ତା୧୪/୦୯: “ଆୟୁଷ୍ମାନ ଭବଃ” ଅଭିଯାନର ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବାକୁ ପହଂଚାଇବା...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଦଶମ ଦିନରେ ଧାରଣାକୁ ନେତୃତ୍ୱ ଦେଲା ମାର୍ଶାଘାଇ ବ୍ଲକ

କେନ୍ଦ୍ରାପଡ଼ା,୧୪ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର...

ରାସ୍ତା ନଥିବାରୁ ୨ ଶହ ପରିବାର ବନ୍ଦୀ,ଘରୁ ବାହାରିଲେ ଆଣ୍ଠୁଏ କାଦୁଅ

କେନ୍ଦ୍ରାପଡ଼ା,୧୪/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତ ଅଧୀନ ବଡଗାଁ ଅଞ୍ଚଳରେ ରାସ୍ତାରେ ପାଣି ହୋଇଯିବାରୁ ପଞ୍ଚାୟତର ୨ ଶହ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି ।...

ପ୍ରଶିକ୍ଷଣ ବେଳେ ଟଳି ପଡିଲେ ଯବାନ

  କେନ୍ଦ୍ରାପଡା ସହରର ସୁନାଇଲୋ ଗ୍ରାମର ସଂଗ୍ରାମ ମହାନ୍ତି(୪୩) ଗତ ବୁଧବାର ଦିନ ସି.ଆର.ପି.ଏଫ. ଛତିଶଗଡ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଥିବା ବେଳେ ହଠାତ ହୃତ୍‌ଘାତ ହେବାରୁ ଟଳି...

ଚୋରାନିଶା କାରବାରର ଭୟଙ୍କର ସ୍ଥିତି: ନିଶା କବଳରେ ଛାତ୍ର ଓ ଯୁବକ

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରାମଦ,ଡ୍ରଗ୍ସ,ଗଞେଇ, ଧଳାଜହର କାରବାର ଖୁଲମ୍‌ଖୁଲା ଭାବେ ବଢ଼ିଚାଲିଛି । ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି...

ଟାଉନ ପୋଲିସ ଦ୍ୱାରା ଚାଲିଛି ଗାଡି ଯାଞ୍ଚ, ବାଇକ ଚାଳକଙ୍କ କୋକୁଆ ଭୟ

କେନ୍ଦ୍ରାପଡ଼ା, ୧୩ା୯: ପ୍ରଶାସନିକ ସ୍ଥାଣୁତା ପାଇଁ କେନ୍ଦ୍ରାପଡା ସହରରେ ଜବରଦଖଲ, ଟ୍ରାଫିକ ସମସ୍ୟା ବଢିବଢି ଚାଲିଛି । ବାଇକ ଚାଳକଙ୍କ ବେଆଇନ ଭାବେ ବେପରୁଆ ଗାଡିଚାଳନା ସାଙ୍ଗକୁ...

୧୩ ଦିନରେ ଧାନ ଗଛରୁ ଥୋଡ ଚିଞ୍ଛା ବାହାରିଲା, ଚାଷୀ ହତାସ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୩ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି । ଏହାକୁ ନେଇ ଚାଷୀ କୃଷିବିଭାଗ ଅଫିସରେ...

ଅସରାଏ ବର୍ଷାରେ ଲହଡ଼ି ମାରୁଛି ବର୍ଷା ପାଣି ,କାଗଜକଲମରେ ଚାଲିଛି ଜଳନିଷ୍କାସନ ଯୋଜନା!

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବୁଧବାର ସଂନ୍ଧ୍ୟା ସୁଧା ୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି । ପୌରପ୍ରଶାସନର...

ରାଜ୍ୟବ୍ୟାପି ତୀବ୍ର ହେଉଛି ଏସଏସବି ଅଧ୍ୟାପକଙ୍କ ଆନ୍ଦୋଳନ

କେନ୍ଦ୍ରାପଡ଼ା,୧୩ା୯: ତୀବ୍ର ହେଲାଣି ଏସଏସବି ଅଧ୍ୟାପକଙ୍କ ଆନଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପି ସମସ୍ତ ୪୮୮ବର୍ଗ କଲେଜର ଅଧ୍ୟାପକ...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଗଣଧାରଣାକୁ ୯ଦିନ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଅବ୍ୟାହତ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଗଣଧାରଣାକୁ ଆଜି ୯ଦିନ ପୁରିଛି । କ୍ରିୟାନୁଷ୍ଟାନ କମିଟି ଦାବି ହାସଲ ପାଇଁ ଆନ୍ଦୋଳନକୁ...

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ

କେନ୍ଦ୍ରାପଡ଼ା, ୧୩ା୯: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ “ଆୟୁଷ୍ମାନ ଭବ” ଅଭିଯାନର ଶୁଭାରମ୍ଭ ଆଜି ହୋଇଯାଇଛି । ଭାରତ ସରକାରଙ୍କ “ସୁସ୍ଥ ଭାରତ...

ବିଶ୍ୱାସ ନ ହେଲେ ବି ସତ,ଲଣ୍ଡନ-କଲିକତା ବସ୍ ସେବା , ୧୯୫୭ ରେ ଆରମ୍ଭ ହୋଇଥିଲା ୧୯୭୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା

ବିଶ୍ୱାସ ନ ହେଲେ ବି ସତ ଦିନେ ଲଣ୍ଡନରୁ କଲିକତାକୁ ବସ୍ ଚାଲୁଥିଲା ଏବଂ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲା । ୧୯୫୭ ମସିହାରେ ଲଣ୍ଡନରୁ...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅଷ୍ଟମ ଦିନରେ, ଆନ୍ଦୋଳନରେ ସାମିଲ ହେଲା ଆପ୍‌,ବଡ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ସରକାରଙ୍କ ପକ୍ଷରୁ ଜିଲ୍ଲାରେ ମେଡିକାଲ କଲେଜ...

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କର ଗଣଧାରଣା

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ବାୟାବାବା ମଠ ପାଖରୁ ଏକ ଶୋଭାଯାତ୍ରାରେ ଆସି ଶାନ୍ତିପୂର୍ଣ୍ଣ...

ବୃଦ୍ଧ ନିଖୋଜ, କୁମ୍ଭୀର ଆକ୍ରମଣ ଶିକାର ଆଶଙ୍କା!

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ...

ବନ୍ୟା ପାଣି ପଚି ପୌରାଂଚଳରେ ବଢ଼ୁଛି ମଶାଙ୍କ ପ୍ରଦୃଭାବ: ୧୦ଟି ୱାର୍ଡରେ ସ୍ଥିତି ସଂଙ୍ଗୀନ: ଡେଙ୍ଗୁ ବ୍ୟାପିବା ଆଶଙ୍କା

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ  ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୦ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା । ବନ୍ୟା...

ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି...