ନିକିରାଇ ପଞ୍ଚାୟତରେ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମ ପଞ୍ଚାୟତରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି...

ଆର୍ଥିକ ସାକ୍ଷରତା ଓ ସଚେତନତା ପାଇଁ ୱାକଥନ୍‌

କେନ୍ଦ୍ରାପଡ଼ା, ୦୩/୦୨: ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ୱାକଥନ୍ ଅନୁଷ୍ଠିତ ହୋଇଯାଇଛି ।...

ବିଶ୍ୱ ଆଦ୍ରଭୂମି ଦିବସ ପାଳିତ

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉଚ୍ଚବିଦ୍ୟାଳୟରେ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ କବି ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିବେଶବିତ ବିଜୟ...

ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ବ୍ୟାଚ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଭରତପୁର ବେଣାଜୋରି ବଟ ପରିସରରେ...

ବାଲାବାବା କ୍ଲବ ଫାଇନାଲରେ

କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡାର ବାଲାବାବା କ୍ଲବ ମା’ଖରାଖାଇ କ୍ଲବକୁ ମା’ଶଙ୍କଟ ତାରିଣୀ ଡିଉଜବଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ହରାଇ ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ବାଲାବାବା...

ଏଥରବି କ’ଣ ଉଜେଇ ଦିଆହେବ କେନ୍ଦ୍ରାପଡା କଲେଜର ଶୈକ୍ଷିକ ସ୍ୱାର୍ଥ

କେନ୍ଦ୍ରାପଡ଼ା,୩ା୨ : ନିର୍ବାଚନ ଆସିଲେ ଆମ ପ୍ରଶାସନକୁ ଖୋଜାପଡେ ନିର୍ବାଚନ କାମ କରିବାକୁ ବଡବଡ ସୁରକ୍ଷିତ କୋଠା । ଯେଉଁ ଘର ଚାହିଁଁବେ ତାକୁ ନେଇ ପାରିବେ...

ପଟ୍ଟାମୁଣ୍ଡାଇ :ବିମଳ ତରାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ, ବିଧାୟକ

ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପିତା ପୂର୍ବତନ ଅବକାରୀ ନିରୀକ୍ଷକ ବିମଳ ତରାଇଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୁପୁର...

ପଟ୍ଟାମୁଣ୍ଡାଇ ବ୍ଲକରେ ବିଶ୍ୱ ଓଡ଼ିଆ ସମ୍ମିଳନୀ -୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଭାଷାସଂସ୍କୃତିକୁ ଶକ୍ତିଶାଳୀ କରିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ସାରା ରାଜ୍ୟର କୋଣ ଅନୁକୋଣରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଓଡ଼ିଆ ଭାଷା ସଂସ୍କୃତି...

କେନ୍ଦ୍ର ବଜେଟ ୨୦୨୪-୨୫କୃଷକ ବିରୋଧୀ ଓ ଗ୍ରାମୀଣ ବିକାଶ ପାଇଁ ଅନୁଦାନ ନୈରାଶଜନକ

କେନ୍ଦ୍ରାପଡ଼ା,୨ା୨ : ନିର୍ବାଚନ ବର୍ଷ ହେଇଥିଲେ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅନ୍ତରୀଣ ବଜେଟ ୨୦୨୪-୨୫ରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ...

ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଆଲୋଚନାଚକ୍ର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଆୟ ଉତ୍ପାଦନ ପରିମାଣ ଓ ନିୟୋଜନ ନିର୍ଦ୍ଧାରଣରେ ଶାସ୍ତ୍ରୀୟ ଅର୍ଥଶାସ୍ତ୍ରୀ ଓ କେନସଙ୍କ ବିତର୍କ ଶୀର୍ଷକ ଆଲୋଚନାଚକ୍ର...

ଲୋକନାଥପୁର ପିୟୁପି ଓ ଧବଳେଶ୍ୱର ଏନୟୁପି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ପୋହଳ- ବାଟିପଡା ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଗଙ୍ଗାରମପୁର ଲୋକନାଥପୁର...

ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ଆଲୋଚନାଚକ୍ର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଓ ତୁଳସୀ ମହିଳା କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଭାବେ ପରିବେଶ ସମାଜବିଜ୍ଞାନ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର...

ମଧୁ ଦାସ ପୀଠ ର କାଞ୍ଜି ପାଣି ପେଟ ଜନିତ ରୋଗ ପାଇଁ ସର୍ବୋଷଧି ଅଟେ

କେନ୍ଦ୍ରାପଡା ୨/୨- ଅଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି । ଆମେ...

କେନ୍ଦ୍ରାପଡା ମହାବିଦ୍ୟାଳୟରେ ନିଯୁକ୍ତି କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବ୍ରେନ୍‌ଟି ଟେକ୍‌ନୋଲୋଜି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ...

ବ୍ଲକ ଯୋଗଣ ଅଫିସରେ ଭଙ୍ଗାରୁଜା ମାରପିଟ ଘଟଣାରେ ଉଭୟଙ୍କ ଏତଲା,ସରପଂଚ ଗିରଫ ,ସାଧାରଣରେ ଅସନ୍ତୋଷ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ମନମାନିକୁ ନେଇ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଭଙ୍ଗାରୁଜା କରିଥିବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ...

ଅଦିନିଆ ବର୍ଷାରେ ଧୋୟାଂଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ

ଶୁକ୍ରବାର ଅପରାହ୍ନ ରେ ହଠାତ ହୋଇଥିବା ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଥିଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି...

 ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଲା

      ବାଇପାସ ରାସ୍ତା କାମରେ କେନାଲରୁ ଅତାଡା ଖସିଲା       ବିପଦରେ ନିର୍ମାଣ ପୌରପରିଷଦ ଗୃହ       ବିଦୁତ...

ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦ୍ରାପଡ଼ା,୧ା୨ : ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମର ଉଦଯାପନୀ...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ସିନିଅର ସିଟିଜେନ ଫୋରମ ପକ୍ଷରୁ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ବିନୋଥ ଯୁଗଳ କିଶୋର କୁମାରଙ୍କୁ ଭେଟି...

ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର...

ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ରୋଗୀ ଚିକିତ୍ସାରେ ଅବହେଳାକୁ ବରଦାସ୍ତ କରାଯିବନି

କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ସକାଳେ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଠାତ୍‌ପରିଦର୍ଶନ କରିଛନ୍ତି । ସକାଳ...

ହୃଦଘାତରେ ସ୍କୁଲ ଛାତ୍ରଙ୍କ ବିୟୋଗ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖୁରୁଷିଆପାଟ ଗ୍ରାମର ଶଶିକାନ୍ତ ସୂତାର ଓ ନୟନା ସୂତାରଙ୍କ ସାନପୁଅ ସତ୍ୟଜିତ୍ ସୂତାର ଓରଫ ରିଙ୍କୁ (୧୪) ଙ୍କ ହୃଦଘାତରେ ପରଲୋକ...

ନୂତନ ଜିଲାପାଳଙ୍କ ପଟ୍ଟାମୁଣ୍ଡାଇ ବ୍ଲକରେ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନରେ ଆସି...

ଲୋକନାଥପୁର ପିୟୁପି ସ୍କୁଲ ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗତ କାଲି କଳିଙ୍ଗ ଷ୍ଟାଡିୟମଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ...

Skip to content ↓