ଜଳସେଚନ ଓ ବାଣିଜ୍ୟ କାରବାରର ଏକମାତ୍ର ବିକଳ୍ପ ଥିବା ସର୍ବ ପୁରାତନ ବ୍ରିଟିଶ ଅମଳର ଗୋବରୀ ସମ୍ପ୍ରସାରିତ କେନାଲ ଅସ୍ତିତ୍ୱ ହରାଇଛି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳ ୧୫ ପଂଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲକୁ ସଂଜୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ।...

ଜଙ୍ଗଲ ଜମିରେ ହୋଟେଲ ନିର୍ମାଣ ବିଧାୟକଙ୍କ ସଂପୃକ୍ତି ଅଭିଯୋଗକୁ ମିଥ୍ୟା ବୋଲି ପ୍ରେସ ବିବୃତିରେ ପ୍ରକାଶ କଲେ ବରିଷ୍ଠ ବିଜେଡି ନେତା କ୍ଷିରୋଦ ପ୍ରଧାନ

ପଟ୍ଟାମୁଣ୍ଡାଇ ୧/୧୦ -ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲଛକ ଓ ରାଜନଗରରେ ଗତ ୨୯ ତାରିଖରେ କଂଗ୍ରେସ ପକ୍ଷରୁ...

ଉଦ୍‌ଘାଟନ ପୂର୍ବର ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ନିପାଣିଆ ସେତୁ ଉଦ୍‌ଘାଟନ ଓ ନିପାଣିଆ ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ପାଇଁ ଆଜି ଶ୍ରୀ ଅତନୁ ସବ୍ୟସାଚୀ...

ଗାନ୍ଧିବାଦୀ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୩୦ା୯: ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି...

୫ଦଫା ଦାବି ନେଇ କେନ୍ଦ୍ରାପଡା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ...

ଆଲୋଚନା ଚକ୍ର କବିତା ପାଠ ଏବଂ ଇପତ୍ରିକା “ରାଜଶ୍ରୀ’ ଉନ୍ମୋଚିତ

କେନ୍ଦ୍ରାପଡା -୩୦/୯- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ପବିତ୍ର ଇନ୍ଦୁପୂର୍ଣ୍ଣିମା ଓ ଭାଗବତଜନ୍ମ ଅବସରରେ ଆଜି ଆକାଶୀୟ ବୈଠକ (ଭର୍ତ୍ତୁଆଲ)ମାଧ୍ୟମରେ...

ବତୀଘର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କେନ୍ଦ୍ରାପଡା ୩୦/୯-ମହାକାଳପଡା ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବତୀଘର ପଞ୍ଚାୟତକୁ ମାରାଥନ ଗସ୍ତ କରି...

ପଟ୍ଟାମୁଣ୍ଡାଇରେ ଏ ଡି ଜେ କୋର୍ଟ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି :ଆଇନମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ପବିତ୍ର ବିଧାନସଭା ଗୃହରେ ମନ୍ତ୍ରୀ ପ୍ରକାଶ...

ପଟ୍ଟାମୁଣ୍ଡାଇ କଲେଜରେ ଶୈକ୍ଷିକ ଓ ପ୍ରଶାସନିକ ମାନ ସମୀକ୍ଷା

ପଟ୍ଟାମୁଣ୍ଡାଇ କଲେଜର ୨୦୨୦-୨୧ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶୈକ୍ଷିକ ଓ ପ୍ରଶାସନିକ ମାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର...

ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କଲେ ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ...

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଅବସର ପୂର୍ବରୁ ଫାଇନାଲ ପେନସନ କାଗଜପତ୍ର ସମାପ୍ତ

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ସେକସନ ଅଫିସର ପଦରୁ ବ୍ରହ୍ମାନନ୍ଦ ସ୍ୱାଇଁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରଥମ ସରକାରୀ କର୍ମଚାରୀ ଭାବେ ଶ୍ରୀ ସ୍ୱାଇଁଙ୍କର...

କେନ୍ଦ୍ରାପଡା ପୈାରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା

କେନ୍ଦ୍ରାପଡ଼ା, ୨୯ା୯: ରାଜ୍ୟରେ ଥିବା ସମସ୍ତ ପୈାରାଞ୍ଚଳର ଗରିବଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରିତା କରିବା ପାଇଁ ସରକାର ବିଭାଗୀୟ ଅଧିକାରୀମାନଙ୍କୁ...

ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚରପଡା ଗ୍ରାମରେ ଦୀର୍ଘ ୮ ରୁ ୯ ମାସ ହେବ ହେଉଥିବା ଚୋରା ମଦ କାରବାରକୁ ଝାନ୍ସୀ ସ୍ୱୟଂ ସହାୟକ...

ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ସମାରୋହ

କେନ୍ଦ୍ରାପଡା,୨୯ା୯ : ଶୁକ୍ରବାର ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର...

ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ

କେନ୍ଦ୍ରାପଡା, ୨୯/୯: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ...

ସାନଅଢଙ୍ଗ ଗ୍ରାମପଞ୍ଚାୟତର ଜାଲ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ , ଅର୍ଥ ଆଦାୟ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

କେନ୍ଦ୍ରାପଡ଼ା, ୨୯ା୯: ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଭତ୍ତା ଅର୍ଥ ଆଦାୟ ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେଢମାସ ମଧ୍ୟରେ ଗ୍ରହଣ କରିବାକୁ...

କେନାଲ ରାସ୍ତାରେ ପଡୁଛି ପୌରାଂଚଳ ଆବର୍ଜନା ପ୍ରତିକାର ପାଇଁ ଦାବି

ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ଇଲେକ୍ଟ୍ରିକ ଅଫିସ ନିକଟ ପୋଲ ପାଖ କେନାଲ କଡରେ ପକାଯାଉଥିବାରୁ...

ବ୍ଲକ୍‌ରେ ଦୁର୍ନୀତି ନେଇ କଂଗ୍ରେସର ରଣହୁଙ୍କାର ଘଟଣାରେ ଥାନାରେ ଅଭିଯୋଗ

ପଟ୍ଟାମୁଣ୍ଡାଇ ୨୯/୯ -ରାଜ୍ୟରେ ଚାଲିଥିବା ବାବୁରାଜ ବିରୋଧରେ ଦିନକୁ ଦିନ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ବିରୋଧିଦଳ ନେତା-ପ୍ରଶାସକ ଓ ତୀବ୍ର ହେବାରେ ଲାଗିଛି ବିରୋଧ ।...

ଜଙ୍ଗଲ ଜମିରେ ବିଧାୟକଙ୍କ ହୋଟେଲ ଅଭିଯୋଗ ଆଣି କୁଶପୁତଳିକା ପୋଡିଲା କଂଗ୍ରେସ

  ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କହିଲା ଅଭିଯୋଗ ଆମର ନୁହେଁ, ଆଣିଥିଲେ ଅଶୋକ ପ୍ରତିହାରୀ ବିଜେଡିର ଦାବି କଂଗ୍ରେସ ବିଧାୟକଙ୍କ ସଂପୃକ୍ତିର ପ୍ରମାଣ ସାର୍ବଜନୀନ କରୁ କେନ୍ଦ୍ରାପଡା...

ବିଦ୍ୟୁତଲତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମଙ୍କୁ ସହାୟତା ଓ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ସମାଜସେବୀ ଦିବ୍ୟଜୀବନ ସଂଘର ଆଜୀବନ ସଦସ୍ୟା ଦିବଂଗତା ବିଦ୍ୟୁତଲତା ବିଶ୍ୱାଳଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ତରଡ଼ିପାଳ ଠାରେ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ ସହ...

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ବାବର-ବଅଢିଅ ନିକଟରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି...

ପଟ୍ଟାମୁଣ୍ଡାଇରେ ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍‌ଙ୍କ ଜୟନ୍ତୀ

ପଟ୍ଟାମୁଣ୍ଡାଇ ,୨୮ା୯ କଳ୍ପତରୁ ନାୟକ:- ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଗୁରୁବାର ପଟ୍ଟାମୁଣ୍ଡାଇ ସହରରେ ପାଳିତ ହୋଇଯାଇଛି...

ଉପଯୁକ୍ତ ସମୟରେ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ :ରାଜସ୍ୱମନ୍ତ୍ରୀ

ଓଡିଶାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାରୁ ସବଡିଭିଜନ ଘୋଷଣା ପାଇଁ ଓଡିଶା...

ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ନାଫ୍‌ସକବ୍‌ର ନିର୍ଦ୍ଦେଶକ ନିର୍ବାଚିତ

କେନ୍ଦ୍ରାପଡ଼ା, ୨୭/୦୯: ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥା ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ (ନାଫ୍‌ସକବ୍‌)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ...

Skip to content ↓