କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ପାଇଁ ଭୂମି ପୂଜନ

କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡା ବାଲିଯାତ୍ରା ପାଇଁ ସୋମବାର ଭୂମି ପୂଜନ କାର୍ଯ୍ୟ ସମ୍ପାଦନ ହୋଇଛି । ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡିଆରେ ଏହି ଭୂମି ପୂଜନ କାର୍ଯ୍ୟ...

କେନ୍ଦ୍ରାପଡା ସଦରମହକୁମାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢେ ଗୋଟାଏ ପର୍ଯ୍ୟନ୍ତ...

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଶିଶୁମହୋତ୍ସବ ସୁରଭି -୨୦୨୪ କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ପରିସରରେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

“ଦାନା’ କ୍ଷୟକ୍ଷତି ଭରଣା ପାଇଁ ସିପିଆଇ(ଏମ୍‌) ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଦାବିପତ୍ର

ପଟ୍ଟାମୁଣ୍ଡାଇ, ୪/୧୧ -ବାତ୍ୟା ଦାନା ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରେ ବ୍ୟାପକ କ୍ଷତି ଘଟାଇଛି। ଏପରିକି ପବନରେ ଚାଳଛପର ଘର ସମେତ ଚାଷକ୍ଷେତରେ ଫସଲ ଉଜାଡିଦେଇଛି । ବିଶେଷକରି...

ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

କେନ୍ଦ୍ରାପଡା ୩/୧୧- କେନ୍ଦ୍ରାପଡା ଜିଲା କରଣ ସମାଜ ପକ୍ଷରୁ କୁଳଗୁରୁ ଭଗବାନ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡପୁର ମଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୈଳାସ ଚନ୍ଦ୍ର...

ଜୀବନ ପ୍ରମାଣପତ୍ର ଦାଖଲକାରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୩ା୧୧- ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ଆସିଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସ୍ଥାନୀୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା କୋଷାଗାର...

ଭଜନ ସମ୍ରାଟ ଭାବପୂର୍ଣ୍ଣ ସଙ୍ଗୀତରେ ସଭିଏଁ ,ବିଭୋର ଜନ୍ମଭୂମିରେ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ

କେନ୍ଦ୍ରାପଡା, ୩ା୧୧: କେନ୍ଦ୍ରାପଡା ଜିଲ୍ଲାର ବାରୁଅସ୍ଥିତ ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ ଏବଂ ଭିକାରୀ ବଳ ସ୍ମୃତି ସଂସଦର ମିଳିତ...

ଦୁଇ ଦିନିଆ ବୈଷ୍ଣବ ପରିଡା ମେମୋରିଆଲ ଜିଲ୍ଲାସ୍ତରୀୟ ଚେସ ଚମ୍ପିୟନସିପ୍ ଉଦ୍‌ଯାପିତ, ଲଭ୍ୟଜିତ ଚମ୍ପିୟାନ

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟରେ ଦୁଇ ଦିନିଆ ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଜିଲ୍ଲା ସ୍ତରୀୟ ଚେସ ଚମ୍ପିୟନସିପ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ...

ଅଗ୍ନିବିପନ୍ନଙ୍କୁ ସାଂସଦଙ୍କ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାୟକଙ୍କ ଘର ସହିତ ଗୁହାଳ ଘର ଗତ ୩୧ ତାରିଖ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ...

ବଡ଼ପଡା ଶାଖା ଡାକ ଘରୁ ଚୋରୀ ଥାନାରେ ଏତଲା

ପଟ୍ଟାମୁଣ୍ଡାଇ ୩/୧୧-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ଶାଖା ଡାକ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି ।ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏତଲା...

ଜିଲ୍ଲା ଶିକ୍ଷା ଅମଲା ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ      

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅମଲା ସଙ୍ଘ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ...

ପଟ୍ଟାମୁଣ୍ଡାଇ ବିଜେଡି ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ, ସଂଗଠନ ମଜବୁତ ପାଇଁ ସଭ୍ୟ ସଂଗ୍ରହ ଜୋରଦାର କର

ପଟ୍ଟାମୁଣ୍ଡାଇ ୩/୧୧- ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ...

ବାଇକକୁ ଧକ୍କା ଦେଲା ଅଟୋ , ଜଣେ ମୃତ

ପଟ୍ଟାମୁଣ୍ଡାଇ ୩/୧୧ - କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଖାରୁଣୀ ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲବାହୀ...

ଆବାସ ବଂଟନ ହୋଇଛି , ବାତ୍ୟା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ହଜାର ଲୋକ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞିଲେ

ପଟ୍ଟାମୁଣ୍ଡାଇ ୨୯/୧୦ - ବାତ୍ୟା ଆସିଲେ ଉପକୂଳ ଓଡିଶାବାସୀଙ୍କ ଛାତି ଥରିଉଠେ । କାହାକୁ ବାସହରା କରିଦିଏ ତ କାହାର ଜୀବିକା ଉଜାଡିଦିଏ । ଆଉ ବିପର୍ଯ୍ୟୟ...

ବଢ଼ିଲା କମରସିଆଲ ଗ୍ୟାସ୍ ଦର. ଫରକ ପଡୁନି ହୋଟେଲ ବ୍ୟବସାୟୀଙ୍କୁ, ଘରୋଇ ଗ୍ୟାସ ବ୍ୟବହାର ହୋଟେଲରେ ,

ପଟ୍ଟାମୁଣ୍ଡାଇ ୧/୧୧ -ସରକାରୀ ତୈଳ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ସେଥିନେଇ ଶୁକ୍ରବାର ଠାରୁ ନୂଆ ମାସ ଆରମ୍ଭ...

ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ମିନି ମାରାଥନ

କେନ୍ଦ୍ରାପଡ଼ା, ୨ା୧୧: ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟ ସାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ କରାଯାଉଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ...

ଟ୍ରଷ୍ଟ ପକ୍ଷରୁ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ

କେନ୍ଦ୍ରାପଡ଼ା,୨ା୧୧: ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁରସ୍ଥିତ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ଓ ବିସ୍କୁଟ...

ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା ଉଦଘାଟିତ

କେନ୍ଦ୍ରାପଡ଼ା,୨ା୧୧: ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ଶନିବାର ତୁଳସୀ ମହିଳା ମହାବିଦୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା...

ଜେଲ ୱାର୍ଡେନଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା,୨ା୧୧: ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାର୍ଯ୍ୟରତ ୱାର୍ଡେନ ବିଜୟ ପରିଡାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କାରାଗାର ନିକଟସ୍ଥ ବାରାକ୍‌ରେ ବିଜୟଙ୍କ ମୃତଦେହ...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧-ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ...

ଗୁଲନଗର ଗ୍ରାମରେ କାଳୀପୂଜା

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୭ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗ୍ରହଣରେ ‘ପୁନର୍ବାସ’ର ନିଆରା ଦୀପାବଳି

କେନ୍ଦ୍ରାପଡା,୧ା୧୧: ଆଲୋକର ପର୍ବ ଦୀପାବଳୀର ଉତ୍ସବମୟ ପରିବେଶରୁ ବଞ୍ôଚତ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ପୁନର୍ବାସ’ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛି। "ବାଣରେ...

ଭରତପୁର ଦକ୍ଷୀଣ କାଳୀଙ୍କ ୩୨ତମ ପୂଜା ମହୋତ୍ସବ

କେନ୍ଦ୍ରାପଡା, ୧ା୧୧: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷୀଣ କାଳୀଙ୍କ ୩୨ତମ ଜନ୍ମୋତ୍ସବ ପାରମ୍ପାରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟୀର...

ଆକସ୍ମିକ ଅଗ୍ନିକାଣ୍ଡରେ ଘୁଆଳ ପୋଡି ୩ଟି ଗାଇ ଜୀବନ ଦଗ୍ଧ

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାଥ ନାୟକଙ୍କ ଘୁଆଳ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘୁଆଳ ଘରଟି ସମ୍ପୂର୍ଣ୍ଣ...

Skip to content ↓