କେନ୍ଦ୍ରାପଡା ୨୪/୬- ନାରୀ ଜାତିର ଜାଗରଣ ଓ ମାତୃଶକ୍ତିର ମହିମା, ଗୌରବକୁ ପୁଣି ଥରେ ଜାଗରଣ କରିବା ପାଇଁ ଜ୍ଞାନପ୍ରଭା ମିଶନ, ଭୁବନେଶ୍ୱର ତରଫରୁ “ଶକ୍ତି ରୂପେଣ ସଂସ୍ଥିତା” ନାମରେ ଏକ ବାଳିକା ସମାବେଶର ଆୟୋଜନ କରିଛନ୍ତି । ହରିହରାନନ୍ଦ ବାଳାଶ୍ରମ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଦିବ୍ୟ ସାନ୍ନିଧ୍ୟ ଓ ଛାତ୍ରୀ ମାନଙ୍କୁ ଉଚିତ ମାର୍ଗରେ ଶିକ୍ଷାଲାଭ କରିବା […]

ପଟ୍ଟାମୁଣ୍ଡାଇ ୨୩.୬-ସମ୍ପ୍ରତି ଦୁଇ ଦୁଇଟି କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ନାବାଳକ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁନରାୟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖାଦେବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । କୁମ୍ଭୀର ଆକ୍ରମଣରେ ଦୁଇ ଦୁଇଟି ଅମୁଲ୍ୟ ଜୀବନହାନି ଘଟିବା ଘଟଣା ପରେ ମଧ୍ୟ ଜଙ୍ଗଲ ବିଭାଗ ଓ ପ୍ରଶାସନ ନୀରବ ରହିବା ଲୋକମାନଙ୍କୁ ବିସ୍ମିତ କରିଛି । ଏଥି […]