ଲଷ୍ମୀସୁବଳ ବିଦ୍ୟାପୀଠରେ ଶିକ୍ଷକ ନିଯୁକ୍ତି ଦାବୀ କରି ତାଲାବନ୍ଦ ଆନ୍ଦୋଳନ

ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।  ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ…

ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ନଗର କଂଗ୍ରେସ ତରଫରୁ ସ୍ୱାଗତ

ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ…

ନିମ୍ନମାନର ଔଷଧ କାରବାରକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଭେଷଜ ବିଭାଗ

କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳରେ ନିମ୍ନମାନର ଔଷଧ କାରବାର ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି । ଏ ନେଇ ଜିଲା ଭେଷଜ ବିଭାଗ ଚୁପ୍ ବସିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଜିଲା ଭେଷଜ ବିଭାଗ ପକ୍ଷରୁ…

ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାର ୨୬ଦିନ ପରେ ପୋଲିସ ହାତଖାଲି, ଅଭିଯୁକ୍ତ ଗିରଫ ଦାବୀରେ ଆନ୍ଦୋଳନ ନିଷ୍ପତି

  ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା ପାଇଁ କହୁଣୀଆ ଛକରେ ଅପେକ୍ଷା କରିଥିବା ବେଳେ ଜନୈକ ଅସାମାଜିକ ଯୁବକ ବାଇକରେ…

ଜୁଲାଇ ୧୪ ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରାପଡା ନଗର କଂଗ୍ରେସର ନିଷ୍ପତ୍ତି

କେନ୍ଦ୍ରାପଡ଼ା ୧୧ା୭: ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ଜରୁରୀ ବୈଠକ ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର…

ନୂଆ ବସଷ୍ଟାଣ୍ଡ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବାକୁ ନୋଟିସ,ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା

କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର ଉଚ୍ଛେଦ କରାଯିବା ପାଇଁ ପୌର ପ୍ରଶାସନ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରିଛନ୍ତି ।…

ବିଶୁଙ୍ଖଳିତ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ କରି ବାଲିପାଟଣା ହାଇସ୍କୁଲରେ ତାଲା!

ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା ହାଇସ୍କୁଲରେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଶିକ୍ଷକ ଅଭାବରୁ…

ପଟ୍ଟାମୁଣ୍ଡାଇ ପୌରପରିଷଦ ବୈଠକରେ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଓ ପୌରାଞ୍ଚଳ ବାସୀଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ଓ ଉତ୍ତମ ନାଗରିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାର କୋଟି କୋଟି ଅନୁଦାନ ଯୋଗାଇ ଦେଇଛନ୍ତି ।…