Day: 25 July 2023

ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହେଉ :ଜନଶକ୍ତି ପାର୍ଟି

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୋଲିସ ଦମକଳ ଆଦି ବିଭିନ୍ନବର୍ଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପ୍ରଚଳନ କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ...

କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ଆର୍‌ବି ଏସ୍‌କେ ଆୟୁଷ ଡାକ୍ତର

କେନ୍ଦ୍ରାପଡ଼ା ୨୫/୭: ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବି ଏସ୍‌କେ)ର ଆୟୁସ ଡାକ୍ତର ମାନେ ନିଜର ନାର୍ଯ୍ୟ ଦାବି ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ...

ମୌଳିକ ସମସ୍ୟା ସମାଧାନ ଦାବୀ ନେଇ ରାସ୍ତାରୋକ

ପଟ୍ଟାମୁଣ୍ଡାଇ ୨୫ା୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତର ୧୫ନମ୍ବର ୱାର୍ଡର ବାସିନ୍ଦାମାନେ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବୀରେ ଆଜି ପଟ୍ଟାମୁଣ୍ଡାଇ ରାଜନଗର ନଦୀବନ୍ଧ ରାସ୍ତାର ନିମପୂର୍‌-ପୋଖରୀସାହି...

ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା – ୨୦୨୩

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଉପଯୋଗୀ କରିବା ପାଇଁ ପ୍ରତି ବ୍ଲକରେ ନିଯୁକ୍ତି...

ମଣିପୁର ଠାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ପ୍ରତିବାଦ

କେନ୍ଦ୍ରାପଡ଼ା ୨୫/୭: କେନ୍ଦ୍ରାପଡାର ଆମ୍ବେଦକର ଲୋହିଆ ବିଚାରମଞ୍ଚ ମହିଳା ଶାଖା ତରଫରୁ ମଣିପୁର ରାଜ୍ୟରେ ଯେପରି ୨ଜଣ ମହିଳାଙ୍କୁ ଦୁଷ୍କର୍ମ କରି ରାଜରାସ୍ତାରେ ଶୋଭାଯାତ୍ରାରେ ଚଲାଇବା ଭଳି...

ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପିଟିପିଟି ହତ୍ୟା

କେନ୍ଦ୍ରପଡା ୨୫ା୭ ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଖବର ମିଳିଛି...

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଆୟକର ଦିବସ

କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର...

ଅଳଭା-ଗଣ୍ଡାକିଆ ପୂର୍ତ ବିଭାଗ ରାସ୍ତା ଉଭୟପାଶ୍ୱର୍ରେ କୃତ୍ରିମ ଜଙ୍ଗଲ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୁର୍ତ ବିଭାଗ ଅଧିନରେ ଥିବା ଅଳଭା-ଗଣ୍ଡାକିଆ ଦୀର୍ଘ ୯ କି.ମି ରାସ୍ତାର ଉଭୟପାଶ୍ୱର୍ରେ ସୃଷ୍ଟି ହୋଇଛି କୃତ୍ର୍ରିମ ଜଙ୍ଗଲ । ଅନାବନା ଗଛଲତାରେ...

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦ୍ରପଡା ୨୫ା୭ ଇଟଂରନେଟ ଯୁଗରେ ବିଜ୍ଞାନର ପ୍ରଗତି ସ୍ୱତେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡିଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟାପରି...

ଜଳସେଚନ ଜମି ଜବରଦଖଲ , କେନାଲ ଜଳ ପ୍ରବେଶ କରୁନି କ୍ଷେତକୁ , ଚିନ୍ତାରେ ଚାଷୀକୂଳ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଚାଷୀ ହୀନସ୍ତା ଭୋଗୁଥିବା ବେଳେ ଚାଷକ୍ଷେତକୁ କେନାଲ ପାଣି...

ପଟ୍ଟାମୁଣ୍ଡାଇ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସୁନି, ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବୁଲା ଗାଈଗୋରୁ, ଷଣ୍ଢ !

ଉଠାଦୋକାନୀଙ୍କ ଉଛେଦ, ନୂତନ ମୋଟର ଆଇନ ପ୍ରୟୋଗ କାମରେ ଆସୁନି   ସଡକ ଦୂର୍ଘଟଣାରେ ବହୁମୂଲ୍ୟ ଜୀବନହାନୀ ଘଟୁଥିବାରୁ ଦୂର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ...