କେନ୍ଦ୍ରାପଡା, ୨୨ା୮ – କେନ୍ଦ୍ରାପଡା ଜିଲ୍ଲାର ସର୍ବ ପ୍ରାଚୀନ ସଂଗୀତ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସମ୍ପାଦକ ଉମାକାନ୍ତ ଜେନା ବିଗତ ସାଧାରଣ ପରିଷଦ ବୈଠକର ବିବରଣୀ ପାଠ କରିଥିଲେ ଏବଂ ଏହା ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହାପରେ କାର୍ଯ୍ୟସୂଚୀ ଅନୁଯାୟୀ ସଭାପତି ଶ୍ରୀଦାସ […]
Day: 22 August 2023
କେନ୍ଦ୍ରାପଡା ୨୨/୮: ଜିଲାପାଳଙ୍କ କାର୍ଯ୍ୟାଯାଳୟ ପରିସରରେ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାର ସାମ୍ବାଦିକ ମାନେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିବା ସହ ଆଲୋଚନା କରିଛନ୍ତି । ଅଭିଯୋଗ ଅନୁଯାୟୀ ମହାକାଳପଡ଼ା ଥାନା ଅନ୍ତର୍ଗତ ଓଳିଆ ଗ୍ରାମର ଭୀମସେନ୍ ସେଠି ନାମକ ଜଣେ ବ୍ୟକ୍ତି ଜିଲାପାଳଙ୍କ କାର୍ଯ୍ଯାଳୟରେ ନିୟମିତ […]
ପଟ୍ଟାମୁଣ୍ଡାଇ ୨୨-୮*—ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିମାନେ ସାମ୍ବିଧାନିକ ପଦବୀ ମଣ୍ଡନ କଲେ ଭାରତବର୍ଷର ଗୌରବ ଓ ଗାରିମା ଅକ୍ଷୁର୍ଣ୍ଣ ରହିବ ବୋଲି ବିଶିଷ୍ଟ ଶିକ୍ଷାବିତ ସୁନାମଣି ଦାଶ ପ୍ରକାଶ କରିଛନ୍ତି । ଏକ ପ୍ରେସ ବିବୃତିରେ ଶ୍ରୀ ଦାଶ କହିଛନ୍ତି ବିଶ୍ୱ ଗଣତନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ଭାରତବର୍ଷର ସାମ୍ବିଧାନିକ ବ୍ୟବସ୍ଥାରେ ଅଧୋଗତି ଦେଖାଦେଇଛି । ବହୁ ଅଯୋଗ୍ୟ ଲୋକ ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ସାଂସଦ, ବିଧାୟକ ଆଦି ବିଭିନ୍ନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାମାଜିକ ସୁରକ୍ଷା ଯୋଜନାରେ ମଧୁ ପେନସନ ବଂଟନ କାର୍ଯ୍ୟକ୍ରମ ୭ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୁଙ୍କ ପୌରାହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଭତ। ବଂଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜରେ ଅବହେଳିତ ଅବସ୍ଥାରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଅକର୍ମଣ୍ୟମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଉତିକଣ ଭେଡା କଖାରୁଣୀ ପାଟରେ ଲଘୁଚାପ ପ୍ରଭାବ ଓ କେନାଲ ପାଣି ଉପରକୁ ମୁଣ୍ଡକୁ ନ ଚଢି ଜମାଟ ହୋଇ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି । ଯାହା ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇ ନପାରି ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଆଜି ପୋଖାରୀର ଭ୍ରମ ସୃଷ୍ଟି କରୁଛି । ଏ ନେଇ ଚାଷୀକୃଳ ମଧ୍ୟରେ ଅସନ୍ତୋଷ ପ୍ରକାଶ […]
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ଦେଉଳପଡ଼ା ଠାରେ ଭତା ବଂଟନ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜଗଡ଼, ଅଳାଇଲୋ, ଦେଉଳପଡ଼ା, ବଳିପାଳ, ବିଜୟନଗର, ବଢ଼ିହ ୬ ଗୋଟି ପଂଚାୟତର ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତା ବଂଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ମହାକାଳପଡ଼ା ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ପୁଣି ମୁଖ୍ୟମନ୍ତ୍ରୀ ହେବେ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ୧୯୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥିମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ହୋଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ , ଉପଜିଲ୍ଲାପାଳ ନିରଂଜନ ବେହେରା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, […]
କେନ୍ଦ୍ରାପଡା,୨୧ା୮; ଭିତରକନିକା ଜାତୀୟ ଉଦ୍ୟାନରୁ ଗରାଣି ଓ ବାତରା ଗଛକୁ କାଟି ଗାଡିରେ ବାହାରକୁ ଚୋରା ଚାଲାଣ କରୁଥିବା ବେଳେ ଗାଡି ଜବତ ହେବା ସହ ଜଣେ ଗିରଫ ହୋଇଛି । ଏହି ଘଟଣାର ମୁଖ୍ୟ ଆସାମୀକୁ ପୋଲିସ କିମ୍ବା ବନବିଭାଗ ଧରିପାରିନାହିଁ । ସେ ଫେରାର ହୋଇଯାଇଛନ୍ତି । ଯାହାକୁ ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଧରି ଥାନାକୁ ନେଇଥିଲା […]
କେନ୍ଦ୍ରାପଡା ୨୧/୦୮- ଅଖିଳ ଭାରତ କୃଷକ ସଭା (ଇଓକଝ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଜିଲ୍ଲାରେ ଏକ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଦାବୀକୁ ନେଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା (ରାଜସ୍ୱ)ଶ୍ରୀଯୁକ୍ତ ନିଲୁ ମହାପାତ୍ରଙ୍କୁ ଚାଷୀ ନେତା ରମଣୀରଂଜନ ରାଉତରାୟ ଡେରାବିଶ ବ୍ଳକର ସଂପାଦକ ସାଥି କୁବେର ସାହୁ, ଜିଲ୍ଲା ଉପ ସଭାପତି ସାଥି ଦାମୋଦର ମଳିକ, ସାଥି ପ୍ରମୋଦ ରାଉତ ପ୍ରମୁଖ […]