ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩୫ ତମ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ସାଢେ ୫ ଟା ବେଳେ ପରିଷଦ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିବା ବେଳେ ୮ ଟାରେ ପୌରଧ୍ୟକ୍ଷ ହେମନ୍ତ…
Day: 31 August 2023
ଦୀପକ ନାୟକ ସିଂହଗାଁ ପଞ୍ଚାୟତ କଂଗ୍ରେସ ସଭାପତି ନିର୍ବାଚିତ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଂଗ୍ରେସର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସିଂହଗାଁ ପଞ୍ଚାୟତର କଂଗ୍ରେସ କମିଟିର ପୁର୍ନଗଠନ କରାଯାଇ ଦୀପକ କୁମାରଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି…
ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଚାଲି ଗଲା ଆଉ ଜଣଙ୍କ ଜୀବନ
ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବ୍ରାହ୍ମଣୀ ନଦୀରେ ଧୋଇ ହେଉଥିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଘଟିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି…
ପୁଣି କୁମ୍ଭୀର ମୁହଁରେ ଗଲା ଆଉ ଜଣଙ୍କ ଜୀବନ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତ (୬୦)ଙ୍କୁ କୁମ୍ଭୀର ଝାମ୍ପି ନେଇ ଥିବା ସୁଚନା ମିଳିଛି।ନଦୀ କୂଳରେ ମଇଁଷି ଚରାଉଥିବ ବେଳେ ଟାଣିନେଇଥିବା ଜଣାପଡିଛି।
କେରଳ ଓ ତାମିଲନାଡ଼ୁରୁ ଆସୁଛି ବସ୍,ବାହାର ରାଜ୍ୟମୁହାଁ ହେଲେଣି ପଟ୍ଟାମୁଣ୍ଡାଇ ଶ୍ରମିକ
ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟ ମୁହାଁ ହେବାରେ ଲାଗିଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଂଚଳରେ ଡେରା ପକାଇଛନ୍ତି । ଚାଷ ପ୍ରତି ବିମୁଖ ବର୍ତମାନର…
ପଟ୍ଟାମୁଣ୍ଡାଇ ପୌରପରିଷଦରେ ମାରାଥନ ଉଦଘାଟନ କଲେ ବିଧାୟକ
ପଟ୍ଟାମୁଣ୍ଡାଇ ତା ୩୦.୮-ପଟ୍ଟାମୁଣ୍ଡାଇ ପୌର ପରିଷଦର ବିକାଶ ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଆଜି ପୌର ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ନିର୍ମିତ ମିଶନଶକ୍ତି ଗୃହ ଓ ଗୋଷ୍ଠୀ ଶୌଚାଳୟକୁ…
ଜିଲ୍ଲା ୟୁଥ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦ୍ରାପଡ଼ା,୩୦ା୮ : କେନ୍ଦ୍ରାପଡା ଜିଲ୍ଲା ୟୁଥ ସ୍ପୋର୍ଟସ, ଆଥଲେଟିକ, ଖୋଖୋ, ଲନବଲ ଓ ହ୍ୟାଣ୍ଡବଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରୁ ସହର ମଧ୍ୟ…
ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଗୋପୂଜା ଓ ରକ୍ଷା ବନ୍ଧନ
କେନ୍ଦ୍ରାପଡ଼ା,୩୦ା୮ : ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ରାପଡାର ବରପୁତ୍ର ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରଚେଷ୍ଟା ଏବଂ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଦୀର୍ଘ ୧୮ବର୍ଷ ଧରି ଚାଲି ଆସୁଥିବା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ…
ନାନକାର ଗୋବିନ୍ଧଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ପାଇଁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା, ୩୦ା୮- ଗତକାଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ନାନକାର ଗ୍ରାମ କେନାଲ କଡରେ ଥିବା ଗୋବିନ୍ଦଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ଜାନୁୟାରୀ୨୦୨୦ ମସିହା ୧୯ତାରିଖ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ…
ବଳଦେବଙ୍କ ଜନ୍ମୋତ୍ସବ ପାଳନ
କେନ୍ଦ୍ରାପଡା ୩୦/୮- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଆଜି ପ୍ରାତ କାଳରେ ଜୟମଙ୍ଗଳା ଆଳତୀ, ନିତିସ୍ନାନ କରାଯାଇ ଖେଚୁଡିଧୂପ ଲାଗି କରାଯାଇଥିଲା । ଏହାପରେ ଶ୍ରୀଜୀଉଙ୍କର ବସ୍ତ୍ର ଉଲ୍ଲଗୀ କରାଯିବା…
ଶ୍ରୀ ବଳଦେବଜୀଉ ଜନ୍ମ ମହୋତ୍ସବ-୨୦୨୩
କେନ୍ଦ୍ରାପଡା- ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଶ୍ରୀ ବଳଦେବଜୀଉ ରଥ ଦାଣ୍ଡରେ କେନ୍ଦ୍ରାପଡା ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଇନାଥ କଳା ପରିଷଦ ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଭାଗିତାରେ ଶ୍ରୀ ବଳଦେବଜୀଉ ଜନ୍ମ ମହୋତ୍ସବ-୨୦୨୩ ମହାସମାରୋହରେ…










