ପୁଣି କୁମ୍ଭୀର ମୁହଁରେ ଗଲା ଆଉ ଜଣଙ୍କ ଜୀବନ

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ବୃହତ କୁମ୍ଭୀର ଦେଖି ଲୋକେ ଛାନିଆ-min

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତ (୬୦)ଙ୍କୁ କୁମ୍ଭୀର ଝାମ୍ପି ନେଇ ଥିବା ସୁଚନା ମିଳିଛି।ନଦୀ କୂଳରେ ମଇଁଷି ଚରାଉଥିବ ବେଳେ ଟାଣିନେଇଥିବା ଜଣାପଡିଛି।