ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ,୯ ଦଫା ଦାବିରେ କଂଗ୍ରେସର ବ୍ଲକ ଘେରାଉ
କେନ୍ଦ୍ରାପଡ଼ା, ୧୭ା୮: ପ୍ରଦେଶ କଂଗ୍ରେସର ନିର୍ଦେଶକ୍ରମେ ଆସନ୍ତା କାଲି ୧୮ ତାରିଖରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକକୁ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ସଂପୃକ୍ତ ବ୍ଲକର ବିଡିଓଙ୍କ ଜରିଆରେ ଏକ ୯ଦଫା […]
