ବୃଦ୍ଧ ନିଖୋଜ, କୁମ୍ଭୀର ଆକ୍ରମଣ ଶିକାର ଆଶଙ୍କା!

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ ନିଖୋଜ ଥିବା ନେଇ ପୁତ୍ର ବିଶ୍ୱନାଥ ପାତ୍ର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ…

ବନ୍ୟା ପାଣି ପଚି ପୌରାଂଚଳରେ ବଢ଼ୁଛି ମଶାଙ୍କ ପ୍ରଦୃଭାବ: ୧୦ଟି ୱାର୍ଡରେ ସ୍ଥିତି ସଂଙ୍ଗୀନ: ଡେଙ୍ଗୁ ବ୍ୟାପିବା ଆଶଙ୍କା

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ  ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୦ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା । ବନ୍ୟା ଛାଡିଯିବା ପରେ ବିଭିନ୍ନ ଚାଷଜମି ଖାଲଖମା ଓ ପୋଖରୀ ଗୁଡିକରେ ପଶି ଥିବା…

ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ ପାରାଦୀପ ଜୋନର ଡେପୁଟୀ କମିଶନର ରମେସ କୁମାର ସ୍ୱାଇଁଙ୍କ…