ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଓ ସଂକ୍ରାନ୍ତୀ ଉପଲକ୍ଷେ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ଝୁଲଣମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ କୋର୍ କମିଟି ବୈଠକ ସ୍ଥାୟୀ ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର…
Day: 17 September 2023
୧୩ଦିନରେ କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା , ଆନ୍ଦୋଳନକୁ ସମର୍ଥନ ଦେଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଆଜକୁ ୧୩ଦିନ ହେଲା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଦୀର୍ଘ ୩ ବର୍ଷ ଧରି ଲଗାତର…
ପଟ୍ଟାମୁଣ୍ଡାଇରେ ଯାକଯମକରେ ପାଳିତ ହେଲା ବିଶ୍ୱକର୍ମା ପୂଜା
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଆରା ଢଙ୍ଗରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଯାକଯମକରେ ପାଳିତ ହୋଇଯାଇଛି ବିଶ୍ୱକର୍ମା ପୂଜା । ରବିବାର ପ୍ରତ୍ୟୁଷରୁ ବିଶ୍ୱ ସର୍ଜନାର ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବ ମୁଖର…
ତହସିଲଦାରଙ୍କ ହସ୍ତକ୍ଷେପ ପରେ ଗାଁ ଦାଣ୍ଡ ଜଳ ନିସ୍କାଷନର ବାଟ ଫିଟିଲା
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ହରିଜନ ସାହିରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇଛି । ଗାଁ ଦାଣ୍ଡରୁ ବର୍ଷା ପାଣି ନିଷ୍କାସନ ପାଇଁ ସରକାରୀ ଜାଗା ନ ଥିବାରୁ କିଛି ଲୋକ ସେମାନଙ୍କ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଚନ୍ଦ୍ରମଉଳି ଶୈବ ପୀଠରେ ଦୀପଦାନ
ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଚନ୍ଦନନଗର ଚନ୍ଦ୍ରମଉଳି…
ଆନ୍ଧ୍ରରେ ଆମ୍ବଲାନ୍ସ ଦୁର୍ଘଟଣାରେ ମୃତକଙ୍କ ଶବ ଗାଁରେ ପହଂଚିଲା,
ଶୋକାକୁଳ ପରିବେଶ, ଗୋବିନ୍ଦପୁର ଲୋକାରଣ୍ୟ, ନେତା ଓ ଜନତାଙ୍କ ସୁଅ ଚୁଟିଛି ଭୁବନେଶ୍ୱରରୁ ଆମ୍ବଲାନ୍ସ ଯୋଗେ ଚିକିତ୍ସା ପାଇଁ ବାଙ୍ଗାଲୋର ଯାଇଥିବା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଓ ଆଳି ଅଙ୍ଗାରକ୍ଷ ଅଂଚଳର ବାପା, ଦାଦା ଓ ଝିଅ ଜ୍ୱାଇଁ ୪ ଜଣ ଫେରିବା…
ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍ସିପ୍ , ସବ୍ ଜୁନିଅର ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଖେଳାଳୀ ମନୋନୀତ
କେନ୍ଦ୍ରାପଡ଼ା, ୧୬ା୯: ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍ପିସ୍ର ସବ୍-ଜୁନିଅର୍ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣିଆ ଟିମ୍ ସେମାନଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ । ଆଜି ସେମାନଙ୍କୁ ଜର୍ସି ପ୍ରଦାନ କରି ପ୍ରତିଯୋଗିତାରେ ସଫଳତାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି…
ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଗିରଫ
କେନ୍ଦ୍ରାପଡ଼ା,୧୬ା୯ : ଗ୍ୟାଙ୍ଗଷ୍ଟର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନା କେଶ ନମ୍ବର ୧୨୯/୨୦୨୦ରେ ଚୁନେଇ ଫେରାର ଥିଲା । ପୋଲିସ…
ଜନଶିକ୍ଷଣ ସଂସ୍ଥାନର ପରିଚାଳନା ପରିଷଦ ବୈଠକ
କେନ୍ଦ୍ରାପଡା ଜିଲ୍ଲାରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟରତ ଜନଶିକ୍ଷଣ ସଂସ୍ଥାନର ଦ୍ୱିତୀୟ ବର୍ଷର ପ୍ରଥମ ପରିଚାଳନା ପରିଷଦ ବୈଠକ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସ୍ଥାନର ଭବିଷ୍ୟତ କାର୍ଯ୍ୟପନ୍ଥା ସହିତ ତାଲିମ ନେଉଥିବା ସମସ୍ତ ହିତାଧିକାରୀଙ୍କୁ…
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣାକୁ ୧୨ଦିନ ପୁରିଲା,ଆନ୍ଦୋଳନରେ ସାମିଲ ହେଲା ବିଜେପି
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି । କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଦାବି ଦିନକୁ ଦିନ ତୀବ୍ର ହେଉଥିବା ବେଳେ ସରକାରଙ୍କ…
ସାକ୍ଷରତା ହିଁ ସଶକ୍ତିକରଣର ଅମୋଘ ଅସ୍ତ୍ର: ଅତିରିକ୍ତ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୧୬ା୯: “ଆଇନଗତ ସାକ୍ଷରତା ମାଧ୍ୟମରେ ଓଡ଼ିଶାରେ ମହିଳା ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ୟୁଏସ୍ କନସୁଲେଟ୍ ଜେନେରାଲଙ୍କ ସହାୟତାରେ ‘ସ୍ୱାତୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ…
ବଢ଼ିବାରେ ଲାଗିଛି ନକଲି ଡାକ୍ତରଙ୍କ ନକଲି ଔଷଦ କାରବାର
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖୁଲମଖୁଲା ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ନକଲି ଔଷଦ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି । ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ନକଲି ଡାକ୍ତର ଦେଉଥିବା ଔଷଦ ଏବେ ମୃତ୍ୟୁର କାରଣ…
ଜିଲ୍ଲା ଶିକ୍ଷା ବିଭାଗ ମନମାନି ; ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ହୋଇପାରୁନି
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ…










