ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଜିଗରଣ ବଙ୍ଗଳିସାହିରେ  ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ପ୍ରଧାମନ୍ତ୍ରୀଙ୍କର ୯ ବର୍ଷ ପୂର୍ତି ଅବସରରେ ଗରିବ କଲ୍ୟାଣ ଯୋଜନା ସଂପର୍କରେ ଲୋକ ସଚେତନ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ଭାଜପା ନେତା ଅଜୟ ବେହେରା, ଭାଜପା ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ଅନ୍ତର୍ଜ୍ୟାମି ମଳିକ, ରାଜ୍ୟ କୃଷକ ମୋର୍ଚ୍ଚା ସଭ୍ୟ ରାଜକିଶୋର ସାହୁ, ସୁଶାନ୍ତ ଦାସ, ଅମୂଲ୍ୟ ଦାସ, ଖଡିଅଂଟା ସମିତି ସଭ୍ୟା ଲିଲି ମଲିକ, କବିତା ମଲିକ, ପ୍ରଦିପ ମଲିକ, ସଂଜୟ ମଲିକ, ଅଭୟ ମଲିକ, ଦୈତାରୀ ସାହୁ, ରବିନ୍ଦ୍ର ମଲିକ, ରେମାନ୍ତ ମଲିକ, ସୁକାନ୍ତ ମଲିକ, ପୁରୁଷତମ ମଲିକ, ନିରଞନ ମଲିକ, ପଂଚାନନ୍ନ ମଲିକ ଓ ସୋମନାଥ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାଯକ୍ରମକୁ ସଫଳ କରି ଥିଲେ ।


Next Post

ସାଇବର ଅପରାଧ ରୋକିବାକୁ ଗଡିଲା ସଚେତନତା ରଥ

Tue Oct 3 , 2023
କେନ୍ଦ୍ରାପଡା ଜିଲ୍ଳା ଓଡିଶା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ସାଇବର ସଚେତନତା ରଥ ମଙ୍ଗଳବାର ପଟ୍ଟାମୁଣ୍ଡାଇ ସହରର ପହଁଚି ସାଇବର ଅପରାଧ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି । ସାଇବର […]

KANIKA