ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ’

ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ…

ରଣ୍‌ଜି ଟ୍ରଫି ୧୯ବର୍ଷ କମ୍ କ୍ୟାମ୍ପରେ ଜିଲ୍ଲାରୁ ୩ ଖେଳାଳି

କେନ୍ଦ୍ରାପଡ଼ା, ୧୫ା୧୦: ଚଳିତବର୍ଷ ଓଡିଶା ତରଫରୁ ୧୯ ବର୍ଷ କମ୍ ରଣ୍‌ଜି ଟ୍ରଫି କ୍ରିକେଟ୍ ଚୟନ କ୍ୟାମ୍ପରେ ରାଜ୍ୟରୁ ୩୦ଜଣ ଖେଳାଳି ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ଓଡିଶା ପାଇଁ ୧୬ଜଣଙ୍କୁ ରଣ୍‌ଜି ଟ୍ରଫି ପାଇଁ ଚୟନ କରାଯିବ ।…

ତୁ ଥା କାଳ କାଳ ଚୀର କାଳ ପୁସ୍ତକ ଉନ୍ମୋଚିତ

ଶିକ୍ଷକନେତା କବି ନାରାୟଣ ପ୍ରସାଦ ରାଉଳଙ୍କ କବିତା ପୁସ୍ତକ ତୁ ଥା କାଳ କାଳ ଚୀର କାଳ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଡ଼ ଗୌରାଙ୍ଗ ରାଉଳଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ କଷଣଅଂଟା…

କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର କର୍ମକର୍ତ୍ତାଙ୍କ ନାମ ଘୋଷଣା

କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ବୈଠକ ସ୍ଥାନୀୟ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ…

ସଦର ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ବାଣ ଜବତ ୨ଗିରଫ

କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ…

କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ, ସାଇବର ସୁରକ୍ଷା ରଥ ବାହୁଡିଲା

କେନ୍ଦ୍ରାପଡା ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ସାରି ସାଇବର ସୁରକ୍ଷା ରଥ ଭୁବନେଶ୍ୱରକୁ ଆଜି ବାହୁଡି ଯାଇଛି । ଏହି ଉପଲକ୍ଷେ ପୋଲିସ ରିଜର୍ଭ ପଡିଆରେ ଆରକ୍ଷୀ ଅଧିକ୍ଷକ ମଡ଼କର ସମ୍ବିତ ସମ୍ପଦଙ୍କ ଅଧ୍ୟକ୍ଷତାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା ।…

ରାଜ୍ୟ ସ୍ତରୀୟ ଶିରିଡି ସାଇ ସମ୍ମାନ ସମାରୋହ

କେନ୍ଦ୍ରାପଡ଼ା, ୧୫ା୧୦: ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ବାପାମାନଙ୍କୁ ଶିରିଡି ସାଇ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ସାଇ ଏଜୁ କେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି…

ମେଡିକାଲ କଲେଜ ଓ ଅର୍ବାନ ସିଏଚସି ଦାବୀରେ କଂଗ୍ରେସର ଗଣ ଗର୍ଜନ ସମାବେଶ

କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖ ବୁଧବାର ଗଣ ଗର୍ଜନ ସମାବେଶ କରିବାକୁ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମୀଳିତ ଭାବରେ ଆଜି ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ…