ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡାରୁ ୨୫ଜଣ ବୃଦ୍ଧାଙ୍କ ଶ୍ରୀକ୍ଷେତ୍ର ଯାତ୍ରା



କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ଗ୍ରାମରୁ ୨୫ଜଣ ବୃଦ୍ଧା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ସମାଜସେବୀ ଲୋକନାଥ ଦାସ ଏହି ବୃଦ୍ଧାମାନଙ୍କୁ ନିଜ ଖର୍ଚ୍ଚରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବାକୁ ନେଇଛନ୍ତି । ଏସମ୍ପର୍କରେ ଶ୍ରୀଜୀଉଙ୍କ ଦଶନାର୍ଥୀ ବୃଦ୍ଧା ସୋମାଲିକା କହିଛନ୍ତି ଯେ ବହୁ ଦିନରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଉଚ୍ଛା ଥିଲା । ପରିବାରର ଜଞ୍ଜାଳ ଯୋଗୁଁ ଇଚ୍ଛା ଥିଲେବି ଶ୍ରୀଜଗନ୍ନାଥଙ୍କ ଦିବ୍ୟଦର୍ଶନରୁ ସେ ବଞ୍ଚିିତ ହୋଇ ରହିଥିଲେ । ଲୋକନାଥଙ୍କ ଉଦ୍ୟମରେ ତାଙ୍କର ଏହି ଇଛା ପୁରଣ ହେବା ସହ ତୀର୍ଥ ଭ୍ରମଣ ତାଙ୍କୁ ଖୁସି ଦେଇଛି ବୋଲି ବୃଦ୍ଧା ସୋମାଲିକା କହିଛନ୍ତି ।


Next Post

ସାତ ଭାୟାବାସୀଙ୍କ ଜୀବନ ପାଇଁ ୫ ଦଶନ୍ଧୀର ସଂଘର୍ଷ ଶେଷ ହେଲା ସିନା ଜୀବିକାକୁ ନେଇ ଚିନ୍ତାବଢୁଛି

Sat Oct 21 , 2023
କେନ୍ଦ୍ରାପଡ଼ା ଜିଲାର ସମୁଦ୍ର ତଟରେ ଜୀବନର ସୁରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଧୀ ଧରି ସଂଘର୍ଷ କରୁଥିବା ମାଟିର ମଣିଷ ସାତଭାୟାବାସୀଙ୍କ ସେହି ସଂଘର୍ଷର ବିଳମ୍ବରେ ହେଲେ ବି ଅନ୍ତଘଟିଛି । ଜିଲ୍ଲା ପ୍ରଶାସନ ପ୍ରଥମେ ୫୭୧ଟି ପରିବାର ଓ ପରେ ଅବଶିଷ୍ଟ ୧୪୮ଟି ପରିବାର ଙ୍କୁ ବଗପାଟିଆରେ ବସବାସ ପାଇଁ ଜମି ଯୋଗାଇ ଦେଇ ସରକାରଙ୍କ ସାତଭାୟା ଥଇଥାନ ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ଏମାନଙ୍କ ସହିତ […]

KANIKA