କେନ୍ଦ୍ରାପଡା ଜିଲ୍ଲା ଡ୍ରାଇଭର ମହାସଙ୍ଘର ସମାବେଶ

27 November 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ଡ୍ରାଇଭର ମହାସଙ୍ଘର ଏକ ସମାବେଶ ଓ ବନ୍ଧୁମିଳନ ଉତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ସଦରବ୍ଲକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଙ୍ଘର ଜିଲ୍ଲା […]

ମୋଦି ସରକାରରେ ସମ୍ବିଧାନ ଅସୁରକ୍ଷିତ

27 November 2023 kanika odisha 0

କେନ୍ଦ୍ରାପଡ଼ା ୨୬/୧୧: ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ କଜଳା କଂଗ୍ରେସ ଭବନଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ “ଆମ ସମ୍ବିଧାନ କେତେ ସୁରକ୍ଷିତ?” ଆଲୋଚନା ଚକ୍ର ସଭାପତି […]

ତାଳୁକ ଆଇନ ସେବା ସମିତି ତରଫରୁ ସାମ୍ବିଧାନିକ ଦିବସ ପାଳିତ

27 November 2023 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରବିବାର ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ତାଳୁକ ଆଇନ ସେବା ସମିତି ଅଧ୍ୟକ୍ଷା ସିନିୟର୍ ସିଭିଲ ଜଜ୍ […]

ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତରେ ୬କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

27 November 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତ ବିକାଶକୁ ଆହୁରି ଆଗକୁ ନେବା ପାଇଁ ରବିବାର ରାଜନଗର ବିଧାୟକ ଧ୍ରୁବ ସାହୁ ୫କୋଟି ଟଙ୍କା ବ୍ୟୟରେ […]

ଗହୀରମଥା କଇଁଛ ସୁରକ୍ଷା ସମିତି, ଡି.ଏଫ.ଓ ଶୁଭେନ୍ଦୁ ବେହେରାଙ୍କୁ ସମ୍ବର୍ଦ୍ଧନା

26 November 2023 kanika odisha 0

କେନ୍ଦ୍ରାପଡ଼ା, ୨୫/୧୧: ଜଣେ ସାଧୁ ସଚ୍ଚୋଟ କେନ୍ଦ୍ରାପଡା ମାଟିର ଗର୍ବ ଓ ଗୌରବ ନବରଙ୍ଗପୁର ନୂତନ ଭାବରେ ପଦୋନ୍ନତି ପାଇ ଯୋଗ ଦେଇଥିବା ଡି.ଏଫ.ଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ମୁଖ୍ୟ ବକ୍ତା ଭାବରେ ସାହିତ୍ୟ […]

ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ପୁରାଣ ବର୍ଣ୍ଣିତ ନାମ କରଣର ବୈଶିଷ୍ଟ ସମ୍ବଦ୍ଧରେ ଦ୍ୱିତୀୟ ବାର୍ଷୀକ ଆଲୋଚନା ସଭା

26 November 2023 kanika odisha 0

କେନ୍ଦ୍ରାପଡ଼ା ୨୫/୧୧: ଶୁକ୍ରବାର ଅପରାହ୍ନ ୩ଟା ସମୟରେ ନିଖିଳ ଓଡିଶା ତୁଳସି-ଶ୍ରୀ ବଳରାମ ସାମାଜିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଖଡିଅଙ୍ଗ ସ୍ଥିତ ସତୀଶ ଚନ୍ଦ୍ର ସାମନ୍ତଙ୍କ ବାସଭବନ ପରିସରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ […]

କଖାରୁଣୀ ଓ ଖଡିଅଣ୍ଟା ପଂଚାୟତ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ -ଗ୍ରାମାଞ୍ଚଳ ବିକାଶରେ ଆମ ଓଡିଶା ନବୀନ ଓଡିଶା ଭୂମିକା ଅନନ୍ୟ

26 November 2023 kanika odisha 0

ପଟ୍ଟାମୁଣ୍ଡାଇ ତା ୨୫/୧୧-ଏକ ବିକଶିତ ସମୃଦ୍ଧ ଓ ସଶକ୍ତ ଗାଁ ତିଆରି କରିବା ସହିତ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଳିଷ୍ଠ ପଦକ୍ଷେପ […]

ଶୁନ୍ୟ ମୃତ୍ୟୁ ସପ୍ତାହ ପାଳନ ଉପଲକ୍ଷେ ବୈଠକ

24 November 2023 kanika odisha 0

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ […]

ମଞ୍ଜୁରୀପ୍ରାପ୍ତ ଋଣ ପ୍ରଦାନ ଦାବୀରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା

24 November 2023 kanika odisha 0

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେଇଥିବା ଓ  ଚାଷୀମାନଙ୍କ ଜମା ଖାତା ଟଙ୍କା […]

ସରକାରୀ ଜମି ଜବରଦଖଲ ନେଇ ତହସିଲଦାରଙ୍କୁ ଦାବିପତ୍ର

24 November 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତରେ ଥିବା ସେଠୀ ସାହି ନିକଟ ସରକାରୀ ଜମିକୁ ନାରାୟଣ ସେଠୀ ଓ ଗଗନ ସେଠୀ ଜବରଦଖଲ କରିବା ସହିତ ରାସ୍ତାକୁ ଅବରୋଧ କରି ବାଉଁଶ […]

ସ୍ମରଣୀୟ ଦିବସ ପାଳିଲା ବାଲିଆ ବଜାର କମିଟି: ବାଣ ବିଷ୍ପୋରଣକୁ ପୁରିଲା ବର୍ଷେ

24 November 2023 kanika odisha 0

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବାଣ ବିଷ୍ପୋରଣକୁ ବର୍ଷେ ପୁରିଥିବା ବେଳେ ସେହି ଘଟଣାକୁ ନେଇ ବାଲିଆ କାର୍ତ୍ତିକେଶ୍ୱର ପୂଜା କମିଟି, ବଜାର କମିଟି ଓ ଶାନ୍ତି କମିଟି ପକ୍ଷରୁ ସ୍ମରଣ ଦିବସ ଭାବେ […]

ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ

24 November 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିିତ ଏହି ଉପାଧ୍ୟକ୍ଷ […]

ସମବାୟ ସମିତିରେ ପଞ୍ଜୀକୃତ ଅଛନ୍ତି ଚାଷୀ , ଫାଇଦା ନେଉଛନ୍ତି ଦଲାଲ

23 November 2023 kanika odisha 0

ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ସେବା ସମବାୟ ସମିତି କାର୍ଯ୍ୟ କରୁଛି । ଏବେ […]

ଗୋବରୀ ନଦୀ ପୁନରୁଦ୍ଧାର ନାମରେ କୋଟି କୋଟି ଟଙ୍କା ଚଳୁ , ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଲୋକେ

23 November 2023 kanika odisha 0

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନାଁରେ ଗତ ୧୧ ବର୍ଷରେ ପାଖାପାଖି୧୧ କୋଟି ଟଙ୍କା ଚଳୁ ହୋଥିବା ଅଭିଯୋଗ ହେଉଛି । ନଦୀର ମାଟି ଖୋଳା […]

ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ସେମିନାର

23 November 2023 kanika odisha 0

  ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଗୁଣମୂଲ୍ୟ ଶିକ୍ଷାରେ ଆଇସିଟି ସଂଘାଟନ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ସ୍ୱୟଂ […]

ଏମ ଏନ ହାଇସ୍କୁଲରେ ବିପର୍ଯୟ ମୁକାବିଲା ଓ ପ୍ରଦୂଷଣ ସଚେତନତା ତାଲିମ

23 November 2023 kanika odisha 0

ସମ୍ପ୍ରତି ସାରା ବିଶ୍ୱରେ ବିପର୍ଯୟ ମୁକାବିଲା ଓ ପରିବେଶ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖାଦେଇଛି । ବିଭିନ୍ନ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରୀ ଓ […]

ପଦ୍ମାଳୟା ପ୍ରଧାନ ନୂତନ ଗ୍ରାମାଂଚଳ ଥାନା ଆଇ ଆଇ ସି

23 November 2023 kanika odisha 0

ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ନୂତନ ଆଇ ଆଇ ସି ଭାବେ ମହିଳା ପୋଲିସ ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଯୋଗ ଦେଇଛନ୍ତି […]

ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

23 November 2023 kanika odisha 0

କେନ୍ଦ୍ରାପଡା କଲେଜ ଛକ ସ୍ଥିତ ଆଇଆଇଆଇଟି ଠାରେ ଭାରତ ସରକାରଙ୍କ ଏମ୍‌ଏସଏମ୍‌ଇ ମନ୍ତ୍ରାଣାଳୟ ଅଧିନସ୍ଥ କଟକର ଏମବିଏମଏଫ ଡିଏଫଓ ଆନୂକୁଲ୍ୟରେ ଏକ ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ […]

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡ

23 November 2023 kanika odisha 0

କେନ୍ଦ୍ରାପଡା,୧୨ ବର୍ଷ ପରେ ମିଳିଛି ପୀଡିତାଙ୍କୁ ନ୍ୟାୟ  । ମାନ୍ୟବର ଆଡହକ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନେରା ଅଭିଯୁକ୍ତମାନଙ୍କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ […]

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମହାଦୁର୍ନୀତି ନେଇ ବିଧାନସଭାରେ ପ୍ରଶ୍ନ

23 November 2023 kanika odisha 0

କେନ୍ଦ୍ରାପଡ଼ା, ୨୩ା୧୧ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ୬୩୫ନମ୍ବରରେ ପ୍ରଶ୍ନ କରିଛନ୍ତି ଯେ ଉଚ୍ଚଶିକ୍ଷାନ୍ତ୍ରୀ […]

ଭାଗବତପୁର ଗ୍ରାମପଞ୍ଚାୟତରେ ଆତସବାଜି ଜନିତ ଦୂର୍ଘଟଣା ଓ ନିୟନ୍ତ୍ରଣ ସଚେତନତା

23 November 2023 kanika odisha 0

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଆତସବାଜି ଜନିତ ଦୂର୍ଘଟଣା ଓ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁଙ୍କ […]

ଆଶାକର୍ମୀଙ୍କ ମାସିକ ଭତ୍ତା ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର

23 November 2023 kanika odisha 0

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାକାଳପଡା ବିଜୟ ନଗରର ଆଶାକର୍ମୀ ସାଥି ଅମୀତା […]

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

23 November 2023 kanika odisha 0

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟସରକାରଙ୍କ “ଯୁବ ଓଡିଶା ନବୀନ ଓଡିଶା” ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ […]

ଡବ୍ଲ୍ୟୁ ଟି ଆଇ ପକ୍ଷରୁ କୁମ୍ଭୀର ଆକ୍ରମଣ ନେଇ ସର୍ଭେ

23 November 2023 kanika odisha 0

କୁମ୍ଭୀର ଆକ୍ରମଣରେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ […]