ମା ସାତଭଉଣୀ ପୀଠରୁ ଚୋରୀ , ଥାନାରେ ଏତଲା, ପୋଲିସ ତଦନ୍ତ ଜାରି

ପଟ୍ଟାମୁଣ୍ଡାଇ ୩.୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ମା ସାତ ଭଉଣୀ ପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ଲକ୍ଷାଧିକ ଟଙ୍କାର ଗହଣା ସହ ଠାକୁରଙ୍କ ହୁଣ୍ଡୀ ବାକ୍ସରେ ଥିବା…

କଷଣଅଣ୍ଟାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହେବା ସହିତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ…

ବେକରେ ଗାମୁଛା ବାନ୍ଧି ଯୁବକର ସନ୍ଦେହ ଜନକ ମୃତ୍ୟୁ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ରବିବାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଆଳି ବ୍ଲକ ନାଟରା ଗ୍ରାମର ପ୍ରଦିପ ସୁତାର (୩୯) ବୋଲି ଜଣାପଡ଼ିଛି ।…

ନିଶା ଦେଇ ଯୁବତୀଙ୍କ ନଗ୍ନ ଫଟୋ ଉଠାଇ ବ୍ଲାକମେଲ , ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ଥାନାରେ ଅଭିଯୋଗ ; ଅଭିଯୁକ୍ତ ଗିରଫ ଓ କୋର୍ଟଚାଲାଣ

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜନୈକା ଦଳିତ ଯୁବତୀଙ୍କୁ ଖାଦ୍ୟରେ ନିଶା ବଟିକା ଦେଇ ଚେତାଶୂନ୍ୟ ଅବସ୍ଥାରେ ଅଶୀଳ୍ଳ ଫଟୋ ଉଠାଇ ଭାଇରାଲ କରିଦେବା ଭୟଭୀତ କରାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ପୀଡିତା ପଟ୍ଟାମୁଣ୍ଡାଇ ଆଦର୍ଶ…

ବିଶ୍ୱ ଏଡସଦିବସ ପାଳିତ

ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ ଓ ଆହନ ହସପିଟାଲ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୧୦ଟାରେ କଲେଜ ପରିସରରୁ ଏକ ସଚେତନତା ରାଲି ବାହାରି ତିନିମୁହାଣି ଛକ ଦେଇ ନୂଆ ବସଷ୍ଟାଣ୍ଡ…