ନୁଆ-ଓ ବ୍ୟାନରରେ ବିଧାୟକଙ୍କ ଫଟୋ ଥିବାରୁ , ଭାଜପା ପକ୍ଷରୁ କୁଶପୁତଳିକା ଦାହ
ନୁଆ-ଓ ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ବ୍ୟାନରରେ ବିଧାୟକଙ୍କ ଫଟୋଚିତ୍ର ଥିବା ନେଇ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପ୍ରତିବାଦର ସ୍ୱର ଉଠିବା ସହିତ ଶନିବାର ସଂନ୍ଧ୍ୟାରେ ବାଇପାସ ଛକ ଠାରେ ବିଧାୟକଙ୍କ କୁଶପୁତଳିକା […]
