ବାତ୍ୟା ମିଗ୍ଜୋମ୍ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି । ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ…
Day: 6 December 2023
କଥା ଦେଇ କଥା ରଖିଲେ ବିଧାୟକ, ପକ୍ଷାଘାତରେ ପୀଡିତା ଗରିବ ଅସହାୟା ସରୋଜିନୀଙ୍କୁ ଗୃହ ନିର୍ମାଣ ପାଇଁ ବ୍ୟକ୍ତିଗତ ସହାୟତା
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମରେ ଏକ ଭଙ୍ଗା ଦଦରା ଝାଟି ମାଟି ଘରେ ପଲିଥିନ ପକାଇ ଅତ୍ୟନ୍ତ ଅସହାୟ ଭାବେ କାଳାତିପାତ କରୁଛନ୍ତି ପକ୍ଷାଘାତ ରୋଗରେ ପୀଡିତା ଗରିବ ଅସହାୟା ବୃଦ୍ଧା ମହିଳା…
ଏସ ଏସ ଜି ଋଣ ପ୍ରଦାନ ମେଳା
ମିଶନ ଶକ୍ତି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛିା ଓଏଲଏମ ସେକସନର ବନଜା ନନ୍ଦିନୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧକ୍ଷା ଗୀତାଞ୍ଜଳି…
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସମ୍ମିଳନୀ
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କର୍ମୀ ସମ୍ମିଳନୀ ସ୍ଥାନୀୟ ଆଶୁତୋଷ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି…
ସମ୍ବିଧାନର ସୁରକ୍ଷା ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧବାର୍ଷିକ ପାଳନ
କେନ୍ଦ୍ରାପଡ଼ା,୦୬/୧୨: ଆଜି ସମ୍ବିଧାନର ମୁଖ୍ୟ ସ୍ଥପତି ତଥା ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଡକ୍ଟର ବି.ଆର ଆମ୍ବେଦକରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ କେନ୍ଦ୍ରାପଡା ବି.ଆର ଆମ୍ବେଦକର ବିଚାର ମଞ୍ଚ ଆନୁକୂଲ୍ୟରେ ବିଚାର ମଞ୍ଚ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ…
ମୋ ସେବା କେନ୍ଦ୍ର, କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି ନେଇ ଆଲୋଚନା
ରାଜ୍ୟର ୩୦ଟି ଜିଲ୍ଲାରେ ଜନସାଧାରଣଙ୍କ ନିକଟରେ ଇନଟରନେଟ୍ ସେବା ପହଁଚାଇବା ପାଇଁ ସହଜ ଓ ସରଳ ଭାବରେ ରାଜ୍ୟ ସରକାରଙ୍କ ୫ଟି ଅଧିନରେ ମୋ ସେବା କେନ୍ଦ୍ର ପ୍ରତ୍ୟେକ ପଂଚାୟତରେ ଖୋଲିବା ପ୍ରୟାସ ଏବେ କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି…
ଅଙ୍ଗନୱାଡିକେନ୍ଦ୍ରରେ ଅନିୟମିତତାକୁନେଇ ଅନଶନ , ଉପଜିଲ୍ଲାପାଳଙ୍କହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ
ପଟ୍ଟାମୁଣ୍ଡାଇ ବ୍ଲକ ସମନ୍ୱିତ ମହିଳା ଓ ଶିଶୁବିକାଶ ଯୋଜନାରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ସରକାରୀ ଅନୁଦାନ ଓ ସାମଗ୍ରୀ ଗୁଡିକର ବ୍ୟାପକ ବାଟମାରଣା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । । ସବୁଜାଣି ବିଭାଗୀୟ ଅଧିକାରୀ ମାନେ…
ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୩
କେନ୍ଦ୍ରାପଡ଼ା, ୦୫/୧୨: ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଚଳିତ ଡିସେମ୍ବର…
ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,୦୫/୧୨: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟିଭାଲ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…










