କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅଧକ୍ଷା ସଲୀଳା ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି…
Day: 8 December 2023
ବଡ଼ପଡା ଅଭାବନୀୟକାଣ୍ଡ,ବର ବିବାହ ସମ୍ପନ୍ନ ଓ ମୃତ ଶିଶୁର ସଂସ୍କାର
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତରେ ଗତକାଲି ବିବାହ ପ୍ରସ୍ତୁତିବେଳେ ପେଟ୍ରୋଲଜନିତ ଅଗ୍ନିକାଣ୍ଡରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସାଙ୍ଗକୁ ସ୍ଥାନୀୟ ଅଂଚଳରେ…
ପଟ୍ଟାମୁଣ୍ଡାଇ ଅଂଚଳରରେ ବେଆଇନ ଭାବେ ବିକ୍ରି ହେଉଛି ଦହନଶୀଳ ପେଟ୍ରୋଲ-ଡିଜେଲ : ବଡପଡା ଶିଶୁ ମୃତ ଘଟଣା ପରେ ମଧ୍ୟ ପ୍ରଶାସନ ନିରବ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ପେଟ୍ରୋଲ ଟାଙ୍କିରୁ ବେଆନି ଭାବେ ବାରେଲ ବାରେଲ ଖୋଲା ପେଟ୍ରୋଲ ବିକ୍ରୀ ହେଉଛି । ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ଚାଲଣ ହେଉଥିବାରୁ ବିଭିନ୍ନ ସ୍ଥାନରେ ଦୃର୍ଘଟଣା ଘଟି ଧନ…
ଜିଲ୍ଲାସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଅନୁଷ୍ଠିତ
କେନ୍ଦ୍ରାପଡା ପଞ୍ଚୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ କରାଯାଇଥିବା ୫୫୦ଟି ଗ୍ରାମରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ନିର୍ଦ୍ଧାରିତ…
ଏମ ଏନ ହାଇସ୍କୁଲରେ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ଚି୍ହ୍ନଟ ଓ ସହାୟକ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ…
ବଡପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡିଶା ନବୀନ ଓଡିଶା ଓ ଭୋଟର ସଚେତନତା କାର୍ଯ୍ୟକ୍ରମ
ରାଜ୍ୟ ସରକାରଙ୍କ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ବଡ଼ପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଫେସର ଶ୍ରୀକାନ୍ତ ଦାସଙ୍କ ପୌରହିତ୍ୟ ଓ ପ୍ରାଧ୍ୟାପକ ଅମରେନ୍ଦ୍ର ପତିଙ୍କ…
ବିଜେଡି ପ୍ରଶିକ୍ଷକଙ୍କୁ ଅଣ୍ଡାମାଡ
କେନ୍ଦ୍ରାପଡା ଜିଲା ୬ ଓ ୮ ନଂ ଜୋନରେ ଥିବା ବିଜେଡି କର୍ମକର୍ତାଙ୍କ ପ୍ରଶିକ୍ଷଣ ଶିବିର ସହର ନିକଟ ସଂସ୍କୃତି ଭବନ ଠାରେ ଗୁରୁବାର ଅନୁଷ୍ଠିତ ହୋଇଛି । ତେବେ ଏହି ଶିବରକୁ ଆସିଥିବା ପ୍ରଶିକ୍ଷକ ଦେବାଶିଷ ସ୍ୱାଇଁ ଓ ମିହିର…
ପାନୀୟଜଳ ଯୋଗାଣ ଏକକ ଦକ୍ଷତା ବିକାଶ ତାଲିମ ଚୟନ
ପଟ୍ଟାମୁଣ୍ଡାଇ ତା ୭/୧୨-ରାଜ୍ୟ ସରକାର ମେଗା ପାନୀୟଜଳ ପ୍ରକଳ୍ପ ମାନଙ୍କରେ ତାଲିମପ୍ରାପ୍ତ ଟେକ୍ନିସିଆନ ନିଯୁକ୍ତି ପାଇଁ ଓରମାସ,, ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଏବଂ ବସୁଧା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଏକକ ଦକ୍ଷତା ବିକାଶ ତାଲିମ ପାଇଁ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଗଣତନ୍ତ୍ରର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ
ଗଣତାନ୍ତ୍ରିକ ଭାରତ ଦେଶରେ ସମ୍ବିଧାନର ଗୁରୁତ୍ୱ ଅଧିକ । ଏହା ମୁତାବକ ସୁଶାସନ ଆସିପାରିବ । ଏହାର ସୁରକ୍ଷାରେ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତ…
ବଡପଡାରେ ଦୁର୍ଘଟଣା ପେଟ୍ରୋଲ ନିଆଁରେ ଶିଶୁପୁତ୍ର ମୃତ , ୩ ଜଣ ଗରୁତର
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମରେ ବିବାହ ଉତ୍ସବରେ ଏକ ବଡ ଧରଣର ଦୁର୍ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଯାଇଛି । ବିବାହ ଉତ୍ସବରେ ସାମିଲ ହୋଇଥିବା ବରଯାତ୍ରୀଙ୍କ ବାଇକ ଗାଡିରେ ପେଟ୍ରୋଲ ଭରିବା ପାଇଁ ଆସିଥିବା ପେଟ୍ରୋଲରେ…










