ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦ୍ରାପଡା, ୯/୧୨: ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଜିଲ୍ଲା ସିଭିଲକୋର୍ଟ ପରିସରରେ ଜିଲ୍ଲା ଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଫ୍ୟାମିଲି କୋର୍ଟ ଜଜ୍ ବିକାଶ…

ରାଜନଗର ଚିକିତ୍ସାଳୟରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣା : ଜିଲ୍ଲା ଓମ୍‌ସା ପକ୍ଷରୁ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡା ୯/୧୨- କଥାରେ ଅଛି ଡାକ୍ତର ହେଉଛନ୍ତି ଭଗବାନ ସଦୃଶ । ସେମାନେ ସବୁବେଳେ ଦିନରାତି ପରିଶ୍ରମ କରି ଲୋକମାନଙ୍କର ରୋଗକୁ ଭଲ କରୁଛନ୍ତି । କିନ୍ତୁ ବେଳେବେଳେ ଡାକ୍ତରମାନେ କିଛି ଅସାମାଜିକ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଡାକ୍ତରଙ୍କ…

ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗରାପୁରସ୍ତ କାର୍ଯ୍ୟାଳୟଠାରେ ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ…

କେନ୍ଦ୍ରାପଡାରେ ଏକାଠି ଲଢିବ ଇଣ୍ଡିଆ ମେଣ୍ଟ

କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳମାନଙ୍କର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ, ସିପିଆଇ, ସିପିଏମ୍ ଓ ଆପ୍ ଦଳର ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ…

ପଟ୍ଟାମୁଣ୍ଡାଇ କୋର୍ଟରେ ରାଷ୍ଟ୍ରୀୟ ଲୋକଅଦାଲତ

ପଟ୍ଟାମୁଣ୍ଡାଇ , ବିଭିନ୍ନ ମାମଲାର ଆପୋଷ ବୁଝାବଣା ଭିତିିରେ ତ୍ୱରିତ ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟର ସିଭିଲ ଜଜ ସିନିଅର ଡିଭିଜନ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ…

ସରକାରୀ ଆଇ ଟି ଆଇ ଛକରେ ବ୍ୟାଗ ଲୁଟ, ଥାନାରେ ଏତଲା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରାଙ୍କ ଉପଦ୍ରବ ବଢିବାରେ ଲଗିଛି । ଶୁକ୍ରବାରି ଦିବା ୧.୪୦ ମିନିଟ ସମୟରେ ଲୁଟେରା ମାନେ ଟଙ୍କା ଲୁଟ ଆଶାରେ ବହୁ ଦରକାରୀ ସରକାରୀ କାଗଜପତ୍ର ଥିବା ଜନୈକ ମଦ୍ରାସାର ପ୍ରଧାନଶିକ୍ଷକଙ୍କ ବ୍ୟାଗ ଲୁଟ କରି…

ଲୋକଙ୍କ କାମରେ ଲାଗୁନି ପୌର ପରିଷଦର ସର୍ବସାଧାରଣ ଗୋଷ୍ଠୀ ଶୌଚାଳୟ

ସର୍ବସାଧାରଣ ଶୌଚାଳୟର ବାହାରେ ତାଲା  ଇକୋ ଟଏଲେଟ ନିର୍ମାଣ ପରେ ମଧ୍ୟ ତାଲା ଖୋଲା ହେଉନି ପୌର ପରିଷଦର ସ୍ୱଛ ଭାରତ ମିଶନ ଫେଲ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାରେ ସ୍ୱଛ ଭାରତ ମିଶନ କିଭଳି ସଫଳ ହେବ ସେଥିପାଇଁ ସରକାରୀ…