କଳାବ୍ୟାଜ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ

କେନ୍ଦ୍ରାପଡ଼ା, ୧୪ା୧୨ : ଦୁଇଦଫା ଦାବି ନେଇ ତିନିଦିନ ହେବ ଓଡିଶା ଅଗ୍ନିଶମ ସେବା କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟନିର୍ବାହ କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଅଛନ୍ତି…

ଉର୍ଦ୍ଦୁ ପାଠାଗାରରେ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ଉଦଯାପିତ

କେନ୍ଦ୍ରାପଡ଼ା, ୧୪ା୧୨ : ଓଡିଶା ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ତିନି ଦିନିଆ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରକୁ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ…

କଷଣଅଣ୍ଟାରେ ଜିଲ୍ଲାସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ , ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ ସଫଳତା ଦିଏ

ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇ ମାଟିର ଗୌରବ ବୃଦ୍ଧି କରିପାରିବେ ବୋଲି କଷଣଅଣ୍ଟା ପଂଚାୟତ ହାଇସ୍କୁଲରେ ଆୟୋଜିତ ଜିଲ୍ଲା ବାଳବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ କରି ରାଜନଗର ବିଧାୟକ ଧ୍ରୁବ ସାହୁ…

ପୂଜକ ରଙ୍ଗାଧର ଦାଶ ମୃତ୍ୟୁ ଘଟଣା , ସ୍ତ୍ରୀର ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଗୁରୁବାର ପଟ୍ଟାମୁଣ୍ଡାଇ କୋଟ ସହକାରୀ ଦୌରାଜଜ  ସ୍ତ୍ରୀ ଓ ତା ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅନାଦେୟ…

କନେଷ୍ଟବଳଙ୍କ ଉନ୍ମତକାଣ୍ଡ ନିଜକୁ ଡିଏସପି କହି ଅଟକିଥିବା ଆମ୍ବୁଲାନ୍ସକୁ ବାଡେଇବା ଭିଡିଓ ଭାଇରାଲ

ମଦ ପିଇ ଜଣେ ଯୁବକ ପୋଲିସ କର୍ମଚାରୀ ବୋଲି କହି ଆମ୍ବୁଲାନସ୍କୁ ଅଟକାଇ ଉନ୍ମତକାଣ୍ଡ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିନା କାରଣରେ ଆମ୍ବୁଲାନସ୍‌କୁ ବାଡେଇ ଧମକ ଚମକ ଦେଇ ତାଳଚୁଆ ଥାନାର ପୋଲିସ ଡିଏସପି ବୋଲି…

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା ୧୦ ଲକ୍ଷ ଦେବ ପୁରୀ ପୌରପାଳିକା

କଟକ,୧୩ା୧୨-ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ରାସ୍ତାରେ ବାଲି ଗଦା,ଘଟୁଛି ଦୁର୍ଘଟଣା : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନକୁ ଉଲ୍ଲଂଘନ

  କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଧୋୟାଂଚଳର ବ୍ରାହ୍ମଣୀନଦୀ ପଠାରୁ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଡାଲା ଉପରେ ପାଲ ନ ଘୋଡାଇ ତୀବ୍ର ଗତିରେ ଯାତାୟାତ କରୁଥିବାର ବାଲି ଉଡି ରାସ୍ତାରେ ଯାଉଥିବା ସାଇକେଲ ଓ…

ରାଜନଗର ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ଜିଲ୍ଲା ଓମ୍‌ସାର ଡାକ୍ତରମାନେ କଳାବ୍ୟାଚ ପିନ୍ଧି ଅସହଯୋଗ ଆନ୍ଦୋଳନ

କେନ୍ଦ୍ରାପଡା ୧୩/୧୨- ରାଜନଗର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ୧୩ଦିନ ବିତିଯାଇଛି । ଏହାଭିତରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ରାଜନଗର ଥାନାରେ ଅଭିଯୋଗ ହୋଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ…