ନୂଆଦିଲ୍ଲୀ: ଭାରତକୁ ଫେରିଲା କୋଭିଡ଼ ।କେରଳ ସହ କର୍ଣ୍ଣାଟକରେ ସଙ୍ଗୀନ ହେଉଛି ସ୍ଥିତି । ସାରା ଦେଶକୁ ହାଇ ଆଲର୍ଟ । କୋଭିଡର ଜେଏନ୍ ୧ ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଜରିଆରେ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ଦେଇଛନ୍ତି ପରାମର୍ଶ । ଆଗକୁ ବଡ଼ଦିନ ଓ ନୂଆବର୍ଷ ପାଳନ ଯୋଗୁଁ ଭିଡ଼ ବଢିବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟ […]
Day: 19 December 2023
ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ନିର୍ଦ୍ଧିଷ୍ଟ ସମୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ସରକାରୀ ପ୍ରୋତ୍ସାହନ ରାଶି ହାସଲ କରିବା ସହିତ ଜୀବନ ଧାରଣ ମାନ ଉନ୍ନତ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରି ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରକାଶ କରିଛନ୍ତି । ପୌର ନିର୍ବାହୀ ଅଧିକାରୀ […]
ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌରାଂଚଳ ବିକାଶ ପାଇଁ ରାଜ୍ୟସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମସ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପ ନିର୍ଧାରିତ ସମୟରେ […]
ଟିଏମ୍ସି କେନ୍ଦ୍ରର ଜିନିଷ ସବୁ ଗାଏବ, କେରଳ ଫେରନ୍ତା ପାଇଁ ଚିନ୍ତା ପୁଣି କରୋନା ମହାମାରୀ ସଂକ୍ରମଣ ଫେରିଛି । କରୋନାର ସବ୍ଭ୍ୟାରିଏଂଟ ଜେଏନ୍ ୧ କର୍ନାଟକ ଓ କେରଳରେ ଠାବ ହେବା ପରେ ଭୟ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ । କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହାକୁ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚୟତର କୁମ୍ଭାରସାହିରେ କୁରାଳ ପଞ୍ଚମୀ ପାଳନ କରାଯାଉଛି । ଏହି ଅବସରରେ କୁମ୍ଭକାର ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଉଛି । ଲକ୍ଷ୍ମୀନାରାୟଣ ପୂଜା କମିଟି ତରଫରୁ ରବିବାର ଦିନ ସନ୍ଧ୍ୟାରେ କଳସ ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଇଛି । ଏହି ପୂଜା ଗୁରୁବାର ଦିନ ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ପ୍ରସାଦ ସେବନ ସହ […]
କେନ୍ଦ୍ରାପଡ଼ା, ୧୯ା୧୨ : ମାନବ ସମାଜର କଲ୍ୟାଣ ସାଧନ ସବୁ ଧର୍ମର ମୂଳମନ୍ତ୍ର । ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କର ଧର୍ମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ସଠିକ୍ ଅବଧାରଣାର ଅଭାବ କାରଣରୁ ସମୟ ସମୟରେ କେତେକ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ସମାଜର ଅଶେଷ କ୍ଷତି ସାଧନ କରିଥାଏ । ମାତ୍ର ଭେଦଭାବ କୌଣସି ମଧ୍ୟରେ ନଥାଏ […]
ମହାମାରୀ କରୋନାକୁ ତାଲିକାରୁ ହଟାଇ ଦିଆଯାଇଥିବା ବେଳ ଏବେ ପୁଣି ଥରେ ଚିନ୍ତା ବଢାଇଛି । କିଛି ଦିନ ହେବ କ୍ରମାଗତ ଭାବେ ରୋଗୀ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । କରୋନାର ସବ୍ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । […]
କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ବାରମ୍ବାର ନୋଟିସ ପରେବି ବକେୟା ଦୋକାନ ଭଡା ପଇଠ ନକରିବାରୁ ଗୋଟିଏ ହୋଟେଲ ଏବଂ ଅନ୍ୟ ଏକ ପାଥୋଲାବକୁ ସିଲ କରିଦିଆଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସେଣ୍ଟ୍ରାଲ ମାର୍କେଟରେ ଥିବା ଏକ ହୋଟେଲ’ ପ୍ରାୟ ୪୧ମାସର ବକେୟା ଦୋକାନ ଭଡା ୩ଲକ୍ଷ ୪୭ହଜାର ଟଙ୍କା ବକେୟା ରଖିଥିଲା । ସେହିଭଳି ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲ ଛକ ମାର୍କେଟ କମ୍ପେ୍ଲକ୍ସରେ ଥିବା […]
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟି ଆନୁକୂଲ୍ୟରେ ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ରାଜ୍ୟ ଶାଖା ଅଧିନ କେନ୍ଦ୍ରାପଡା ଜିଲ୍ଲା ଯୁବ ରେଡକ୍ରସର ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ କେନ୍ଦ୍ରାପଡା ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି […]
ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କହନ୍ତି କାମ ବେଶି କରନ୍ତି । ଆମ୍ଭେମାନେ ତାଙ୍କର ଶିଷ୍ୟ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକମାନଙ୍କ ପାଇଁ ଭଲ କାମ କରିବା , ସାଧାରଣ ଲୋକଟି ମୁହଁରେ ହସ ଫୁଟାଇବା ବୋଲି ରାଜ୍ୟ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି । ରାଜନଗର ବ୍ଲକ କେରଡାଗଡଠାରେ ଏକସାଧାରଣ ସଭାରେ ଯୋଗଦେଇ ସେ କହିଛନ୍ତି । ସୋମବାର ଅପରାହ୍ନରେ ହେଲିପ୍ୟାଡ ଯୋଗେ କେରଡାଗଡ […]










