କୃଷଙ୍କ ବିନା ବ୍ଲକସ୍ତରୀୟ ଉଦ୍ୟାନକୃଷି କର୍ମଶାଳା , ସରକାରୀ ସ୍ତରରେ କୃଷକଙ୍କୁ ଦିଆଗଲାନି ସୁଚନା
କେନ୍ଦ୍ରାପଡା ୨୦ ।୭-ଉପଯୁକ୍ତ ସଚେତନତା ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କୃଷିର ବିକାଶ ସହ କୃଷକମାନେ ସଶକ୍ତ ହୋଇ ଆର୍ôଥକ ପ୍ରଗତି ହାସଲ କରିପାରିବାକୁ ସରକାର...
କେନ୍ଦ୍ରାପଡା ୨୦ ।୭-ଉପଯୁକ୍ତ ସଚେତନତା ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କୃଷିର ବିକାଶ ସହ କୃଷକମାନେ ସଶକ୍ତ ହୋଇ ଆର୍ôଥକ ପ୍ରଗତି ହାସଲ କରିପାରିବାକୁ ସରକାର...
କେନ୍ଦ୍ରାପଡ଼ା, ୧୯ା୭ : ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପରେ ଅଶଂଗ୍ରହଣ କରି ଘରକୁ ଫେରିଥିବା କେନ୍ଦ୍ରାପଡା...
କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତା’ର ନେକେଡ ଫଟୋ...
କେନ୍ଦ୍ରାପଡ଼ା ୧୯/୭ - କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି...
କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଋତୁରେ ହେଉଥିବା ବନ୍ୟା ବିତ୍ପାତରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ...
କେନ୍ଦ୍ରାପଡା, ୧୯ା୭: ଜଣେ ମହିଳାଙ୍କ ପେଟରୁ ପାଖାପାଖି ୬ କିଲୋ ଓଜନର ଟିୁ୍ୟମର ଅପରେସନ୍ କରାଯାଇ ବାହାର କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର...
କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଏକ ପୁରାତନ ସହର ହୋଇଥିବାବେଳେ ଅଣ ଓସାରିଆ ରାସ୍ତାକୁ ବ୍ୟବସାୟୀମାନେ ଜବରଦଖଲ କରି ସଙ୍କୁଚିତ କରୁଛନ୍ତି । ବିଭିନ୍ନ ଛକ ଏବଂ ଗୁରୁତ୍ୱପୂର୍ଣ୍ଣ...
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ନାଳରେ ଏକ ବଡ କୁମ୍ଭୀର ଭାସୁଥିବା ଦେଖି ଆତଙ୍କ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ କିଆବୁଦା ମୂଳରେ ଶୋଇଥିବା...
କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା...
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ସ୍ୱାମୀ ତାର ପତ୍ନୀକୁ ପିଟି ମାରିବା ପରେ ଘଟଣାକୁ...
ଗଣତାନ୍ତ୍ରିକ ଓ ପ୍ରଜାମଙ୍ଗଳ ଶାସନ ବ୍ୟବସ୍ଥାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶ ଭାରତରେ ମଧ୍ୟ ଏଥିପାଇଁ ଜୋରସୋରରେ ଉଦ୍ୟମ...
ସଂସ୍କୃତରେ ଏକ ବାକ୍ୟ ଅଛି ‘ବୃକ୍ଷଃ ରକ୍ଷତି ରକ୍ଷିତମ୍’ । ବୃକ୍ଷକୁ ଆମେ ରକ୍ଷା କଲେ ବୃକ୍ଷ ଆମ ଜୀବନ ରକ୍ଷା କରିଥାଏ । ସୃଷ୍ଟିର ପ୍ରାରମ୍ଭ...
ବେଙ୍ଗାଲୁରୁ,୧୮ା୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା । ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବାହାରର...
କେନ୍ଦ୍ରାପଡ଼ା,୧୮ା୭: ଜନୈକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅପରାଧରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଂଚଳର ରାଜୀବ ମଲିକକୁ କେନ୍ଦ୍ରାପଡା ଅତିରିକ୍ତ...
କେନ୍ଦ୍ରାପଡ଼ା,୧୮ା୭: ଲ୍ୟାଣ୍ଡ ରେକର୍ଡସର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ(ଲ୍ୟାଣ୍ଡ ରିସୋର୍ସେସ) ଦ୍ୱାରା “ଭୂମି ସମ୍ମାନ-୨୦୨୩”...
ପଟ୍ଟାମୁଣ୍ଡାଇ ୧୮ା୭-ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଆସନ୍ତା ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ...
ପଟ୍ଟାମୁଣ୍ଡାଇ ୧୮.୭- ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ମଜଭୁତ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିକାଶର ବାର୍ତା ଜନସାଧାରଣଙ୍କ ନିକଟରେ ପହଁଚାଇବା...
କେନ୍ଦ୍ରାପଡ଼ା,୧୮ା୭: ମଣିଷ ନିଜ ପାଇଁ ଅନେକ କିଛି କାମ କରେ । ନିଜ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଅନ୍ୟ ପାଇଁ କାମ କରୁଥିବା,...
କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ ସଂଲଗ୍ନ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଶୁକଦେବ ଏନକ୍ଲାଭ ପାଶ୍ୱର୍ ତଥା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ଅପରପାଶ୍ୱର୍ରେ...
କେନ୍ଦ୍ରାପଡ଼ା, ୧୭ା୭: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ କେନ୍ଦ୍ରାପଡାସ୍ଥିତ ବାସଭବନରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳଙ୍କ ତତ୍ତ୍ୱାବଧାନରେ ଏକ...
କେନ୍ଦ୍ରାପଡ଼ା, ସହରର ସୈାନ୍ଧର୍ଯ୍ୟକରଣ ଅବସରରେ ପ୍ରଭାବିତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତିକୁ ଜିଲ୍ଲାର ପ୍ରମୁଖ ବିଶିଷ୍ଟ ଲୋକମାନଙ୍କ ଗହଣରେ ଆଡମ୍ବର ସହକାରେ...
କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ବ୍ୟବହୃତ ୨ଟି...
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ବାଛରା...
ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ...