ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଇଭିଏମ୍ ଓ ଭିଭିପିଏଟି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଓ ଡେପୁଟି କଲେକ୍ଟର(ନିର୍ବାଚନ) ଶିବାଶିଷ ପରିଡ଼ାଙ୍କ ଦ୍ୱାରା ଏହା ଶୁଭାର କରାଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ…
Day: 10 January 2024
ତୁଳସୀକ୍ଷେତ୍ରର କୋଣଅନୁକୋଣରେ ଭାବମୟ ପରିବେଶ
କେନ୍ଦ୍ରାପଡ଼ା, ତା ୧୦/୦୧: ତୁଳସୀକ୍ଷେତ୍ରରେ ପୁରପଲ୍ଲୀରେ ‘ଅର୍ପଣ ରଥ’କୁ କରାଯାଉଛି ଭବ୍ୟ ସ୍ୱାଗତ । ରଙ୍ଗବେରଙ୍ଗ ମୁରୁଜ ସାଙ୍ଗକୁ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ…
ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଦ୍ୱିତୀୟ ଦିନରେ ୪୨୯ ଜଣ ଯୋଗ୍ୟ ବିବେଚିତ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଦକ୍ଷତା ବିକାଶ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଦ୍ୱିତୀୟ ତଥା ଅନ୍ତିମ ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜନଗରର ବିଧାୟକ ଧ୍ରୁବଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ…
ବଡ଼ମୂଳବସନ୍ତ ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ
ଧାନର ଅଭାବୀ ବିକ୍ରି ଦୂର କରିବା ପାଇଁ ରାଜ୍ୟ ସରକାର ଓ ସମବାୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଏକ ମଣ୍ଡି…
ବିଜେଡି ବିଧାୟକଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତି ପ୍ରତିବାଦରେ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର କୁଶପୁତଳିକା ଦାହ
କେନ୍ଦ୍ରାପଡ଼ା ୧୦ା୧: ରାଜନଗରର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତିକୁ ନେଇ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ତିନିମୁହାଣି ଛକରେ ବିଧାୟକ ଶ୍ରୀ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ବିଧାୟକ…
୫-ଟି ର ସ୍ଳୋଗାନକୁ ଧୂଆଁବାଣରେ ପରିଣତ କରିଛନ୍ତି ରାଜନଗର ବିଧାୟକ , ବିଧାୟକ ଧ୍ରୁବ ସାହୁଙ୍କ ଗିରଫ ଓ ବହିଷ୍କାର ଦାବିକଲା କଂଗ୍ରେସ
କେନ୍ଦ୍ରାପଡ଼ା ୧୦ା୧: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଓ ନିର୍ମଳ ଶାସନର ନାରା ସହ ୫-ଟି ଉପକ୍ରମରେ ସଶକ୍ତ ସମୃଦ୍ଧ ଓ ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବାର ସ୍ଳୋଗାନ ଦେଉଥିବା ବେଳେ ସେହି ଦଳର ରାଜନଗରରୁ ପ୍ରତିନିଧିତ୍ୱ କରୁଥିବା…
କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ସିପିଆଇର ଦାବିପତ୍ର
କେନ୍ଦ୍ରାପଡ଼ା ୧୦ା୧: କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶ…
ଚନ୍ଦନପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ
କେନ୍ଦ୍ରାପଡା ୧୦/୧- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ନୂଆସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଥଶର୍ମା ସଭାପତିତ୍ୱ କରିଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ…
ଫେକ ଭିଡ଼ିଓ ଓ ଅଡିଓକୁ ନେଇ ବିଧାୟକଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି : ବିଜେଡି
ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦୀର୍ଘବର୍ଷ ଧରି କ୍ଷମତା ବାହାରେ ଥିବା ବିରୋଧି ଦଳ ହତାଶ ହୋଇ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ହାତବାରିସୀ କରି ଟେଣ୍ଡର ଫିକ୍ସିଙ୍ଗର ଫେକ ଭିଡ଼ିଓ ଓ ଅଡିଓ ଜରିଆରେ…
ଆଳି ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ରାଜବାଟୀ ଆଳିର ରାଜମାତା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର…
ବିଜେପି ପକ୍ଷରୁ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଓ ବିଧାୟକ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ସ୍ଥାନୀୟ ବାଇପାସ ଛକ ଠାରେ ବିଧାୟକ…
କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଓ ବିଧାୟକଙ୍କ କୁଶପୁତ୍ତଳିକା ଦାହ
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ ୩ଜଣ ଠିକାଦାର ଟେଣ୍ଡର ପକାଇ ଥିଲେ । ତେବେ ରାଜନଗର ବିଧାୟକ ବିଭାଗୀୟ ଅଫିସରଙ୍କୁ ଟେଲିଫୋନ କରି…










