କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଶିକ୍ଷକ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଗନ ସୂତାରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୁରାତନ ଛାତ୍ରସଂସଦ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ,ପରିଚାଳନା କମିଟି ସଭ୍ୟ…
Day: 14 January 2024
ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୧ତମ ପ୍ରତିଷ୍ଠା ଦିବସ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲର ୮୧ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ରସଂସଦ ପକ୍ଷରୁ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରି ପ୍ରଧାନଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ପୁରାତନ…
ବେସରକାରୀ ସ୍କୁଲ ସଙ୍ଘ କରିବ ତ୍ରୀରଙ୍ଗା ଯାତ୍ରା
କେନ୍ଦ୍ରାପଡ଼ା ୧୪ା୧: ଜିଲ୍ଲା ବେସରକାରୀ ସ୍କୁଲ ସଙ୍ଘର ସାଧାରଣ ପରିଷଦ ବୈଠକ ଗୋପସ୍ଥିତ ସେଣ୍ଟଜାଭିଅର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନିରଞ୍ଜନ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷା ଅଧିକାର ଆଇନ ଆଧାରରେ ବେସରକାରୀ ସ୍କୁଲର…
ଶ୍ରୀଜଗନ୍ନାଥଙ୍କ ଭାବର ପୁଲକରେ ପୁଲକିତ ତୁଳସୀକ୍ଷେତ୍ର
କେନ୍ଦ୍ରାପଡ଼ା, ତା ୧୪/୦୧: ଭାବର ପୁଲକରେ ପୁଲକିତ ହୋଇଛନ୍ତି ତୁଳସୀକ୍ଷେତ୍ରର ଶ୍ରଦ୍ଧୁଳୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଶ୍ରଦ୍ଧାର ସହ ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ କେନ୍ଦ୍ରାପଡ଼ାବାସୀ ସମର୍ପି ଦେଉଛନ୍ତି । ‘ଅର୍ପଣ…
ଅନନ୍ତ ସ୍ୱାଇଁ ଥିଲେ ଟାଣୁଆ ସଂଗଠକ ଓ ଦରଦୀ ନେତା: କଂଗ୍ରେସ
କେନ୍ଦ୍ରାପଡ଼ା ୧୪/୧- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଆଜି ଗରାପୁରସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ କଂଗ୍ରେସ ନେତା ତଥା ବ୍ଲକ କିଷାନ କଂଗ୍ରେସ ସଭାପତି ଅନନ୍ତ କୁମାର ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ…
ବିଶିଷ୍ଟ ସମାଜସେବୀ ନାରାୟଣ ପତି ପାଇଲେ ଓଡିଶା ରତ୍ନ ସମ୍ମାନ
କେନ୍ଦ୍ରାପଡ଼ା ୧୪ା୧: କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ ନାରାୟଣ ପତିଙ୍କୁ ଓଡିଶା ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ଓଡିଶା ସଂସ୍କୃତି କଳା ଏକାଡ଼େମୀ ଓ ସଙ୍ଗୀତ ମୂର୍ଚ୍ଛନା ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଜାତୀୟ ଶିଶିର ମହୋତ୍ସବ-…
ଜାନୁଆରୀ ୨୬ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି-ସଂଯୁକ୍ତ କିଷାନ ମୋର୍ଚ୍ଚା
କେନ୍ଦ୍ରାପଡ଼ା ୧୪ା୧: ମୋଦି ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କୁ ଦେଇଥରବା ପ୍ରତିଶୃତିକୁ ପୁରଣ ନକରିବା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଐତିହାସିକ କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ତାରିଖ ଦିନ ସଂଗଠିତ କରିଥିବା ଟ୍ରାକ୍ଟର ରାଲିର ସ୍ମୃତି ସ୍ୱରୂପ ଆସନ୍ତା…
ପଟ୍ଟାମୁଣ୍ଡାଇ କଲେଜରେ ରାଜନୀତିବିଜ୍ଞାନ ରାଜ୍ୟସ୍ତରୀୟ ଆଲୋଚନାଚକ୍ର
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓ ରାଜନଗର ଶ୍ରୀଜଗନ୍ନାଥ କଲେଜ ରାଜନୀତି ବିଜ୍ଞାନ ବିଭାଗ ମିଳିତ ସହଭାଗିତାରେ ଡେଭେଲଭମେଂଟ, ଡେମୋକ୍ରେସୀ ଆଣ୍ଡ ପଲିଟିକ୍ସ ଇନ ଇଣ୍ଡିଆ-ରିସେଣ୍ଡ ଟ୍ରେଣ୍ଡ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ…
ଗଣ୍ଡକୂଳରେ ରାଜ୍ୟସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର
ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଚାଲିଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ…
ପୂର୍ବତନ ସମିତିସଭ୍ୟ କଲ୍ୟାଣ ସ୍ୱାଇଁଙ୍କ ପରଲୋକ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତର ପୂର୍ବତନ ସମିତି ସଭ୍ୟ କଲ୍ୟାଣ କୁମାର ସ୍ୱାଇଁଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ…
ଭକ୍ତିର ମହକରେ ମହକିତ ପଟ୍ଟାମୁଣ୍ଡାଇର ପୌରାଞ୍ଚଳ, ବିଭିନ୍ନ ୱାର୍ଡରେ ଅର୍ପଣ ରଥର ପରିକ୍ରମା
ଭକ୍ତିର ମହକରେ ମହକିତ ହୋଇଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପଟ୍ଟାମୁଣ୍ଡାଇର ପୌରାଞ୍ଚଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ । ଶ୍ରଦ୍ଧାର ସହ ‘ଅର୍ପଣ…










