ନବାଙ୍କ ବେଢା ଭଜନ ଓ ନୃତ୍ୟ ସମାରୋହ

କେନ୍ଦ୍ରାପଡା ୧୫/୧ – ପବିତ୍ର ନବାଙ୍କ ବେଢା ଅବସରରେ ବାରୁଅ ସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଦ୍ୱାବିଂଶତମ ନବାଙ୍କ ବେଢା ଭଜନ ଓ ନୃତ୍ୟ ସମାରୋହ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସଂଗୀତ…

ସାହିତ୍ୟ ସଂସଦ ତରଫରୁ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳନ

କେନ୍ଦ୍ରାପଡା, ୧୫ା୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୬୧ତମ ଜୟନ୍ତୀ ସାହିତ୍ୟ ସଂସଦର ଡ. ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ୍ ରିଡିଂ ରୁମ୍ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଫକୀର…

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା ୧୫ା୧: କେନ୍ଦ୍ରାପଡାର ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶନ ସଂଗଠନର ଅଷ୍ଟାଦଶ ବାର୍ଷି ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଗରାପୁର ସ୍ଥିତ ଏମ୍‌ପାୱାର ପବ୍ଲିକ ସ୍କୁଲ ପରିସରରେ ସଂଗଠନ ସଭାପତି ବରିଷ୍ଠ ଶିକ୍ଷାବିତ୍ ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ହାଡିବନ୍ଧୁ ବିହାର ଆଦର୍ଶ ସୋସାଇଟିର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା ୧୫ା୧: କଷୋଟି ସ୍ଥିତ ହାଡିବନ୍ଧୁ ବିହାର କଲୋନୀରେ ଦ୍ୱିତୀୟ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଦର୍ଶ ସୋସାଇଟିର ସଭାପତି ବ୍ରଜକିଶୋର ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା,…

ଜିଲ୍ଲାକୁ ମେଡିକାଲ କଲେଜ ନାହିଁତ ସରକାରକୁ ଖଜଣା ନାହିଁ

କେନ୍ଦ୍ରାପଡା,୧୫ା୧: ହାତୀ ନେ, ଘୋଡା ନେ, ମୋ ପେଙ୍କାଳି ବଜାଇ ଦେ କହି ନବୀନ ସରକାର ନିରବଛିନ୍ନ ଭାବେ ପଚିଶ ବର୍ଷ କ୍ଷମତାରେ ରହିଥିଲେ ବି କେନ୍ଦ୍ରାପଡା ଜିଲ୍ଲା ବିକାଶରେ ତଳ ଆଡୁ ପ୍ରଥମ । ଜିଲ୍ଲାରେ ରେଳ ସେବା ନାହିଁ,…

ପୂଜ୍ୟପୂଜା ଦ୍ୱାରା ସମାଜରେ ସଂସ୍କାର ଆସିଥାଏ

କେନ୍ଦ୍ରାପଡ଼ା ୧୫ା୧: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ “ମୌସୁମୀ” ଆନୁକୂଲ୍ୟରେ ଶୀତ କବିତା ଆସର ଏବଂ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପରିଡ଼ାଙ୍କ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି…

 ମା’ପାଟ୍ଟ ସାମୁଲାଇଙ୍କ ମକରବେଢା ପରିକ୍ରମା ମହାସମାରୋହରେ ପାଳିତ

କେନ୍ଦ୍ରାପଡ଼ା ୧୫ା୧: ନବେ ଦଶକରୁ ଦୁହୁରିଆ ସନ୍ନିକଟ ପାଣ୍ଡିରୀ ଠାରୁ ଠାକୁରହାଟ ରାସ୍ତାର ମଧ୍ୟ ସ୍ଥଳର ପାଟନାଳୀ କୂଳରେ ମା’ପାଟ୍ଟ ସାମୁଲାଇଙ୍କ ବିଜେସ୍ଥଳିରେ ପ୍ରତିବର୍ଷ ମକର ସଂକ୍ରାନ୍ତୀ ପାଳିତ ହୋଇଥାଏ । ଚଳିତବର୍ଷ ମଧ୍ୟ ମା’ଙ୍କ ମକରବେଢା ପରିକ୍ରମା ମହାସମାରୋହରେ ପାଳିତ…

କସ୍ତୁରୀ କଳା ନିକେତନ ୩୧ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିର କଳା ସାହିତ୍ୟ ସଂସ୍କୃତି ନିଜର ଉତ୍କର୍ଷତା ପାଇଁ ଆଜି ବିଶ୍ୱ ଦରବାରରେ ପହଂଚି ପାରିଛି । ଏହି ମାଟିର ବହୁ କଳାକାର ସାହିତ୍ୟିକ ଓ ନାଟ୍ୟକାର ପ୍ରତିଷ୍ଠା ଲାଭ କରି ପଟ୍ଟାମୁଣ୍ଡାଇ ପାଇଁ ଗୌରବ ଆଣିଛନ୍ତି…