ନୂଆଦିଲ୍ଲୀ ୨୦/୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଦାୟିତ୍ୱବାନ ହୋଇ ଖବର ପ୍ରକାଶ କରିବାକୁ ସରକାର କହିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମିଥ୍ୟା ଏବଂ ବିଭ୍ରାନ୍ତିକର […]
Day: 20 January 2024
ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡ଼ଲାଇନ୍ ଆଣିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ […]
କେନ୍ଦ୍ରାପଡ଼ା,୨୦ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରବୀନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ମୂରଲୀଧି ପାତ୍ର ମୁଖ୍ୟବକ୍ତା, ଶିକ୍ଷକ ଦିଲ୍ଲିପ କୁମାର ଦାସ, ଶିକ୍ଷୟିତ୍ରୀ କୈାଶଲ୍ୟା ନାୟକ, ନିରଞ୍ଜନ ପରିଡା ଓ ସ୍କୁଲ ପରିଚାଳନା ସମିତି ସଭାପତି ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ […]
କେନ୍ଦ୍ରାପଡ଼ା ଜିଲ୍ଲା ଦଳିତ ଜାତିସଂଘ ସଭାପତି ବରିଷ୍ଠ ଦଳିତନେତା ସବ୍ୟସାଚି ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦଳିତ ନେତା ବାରେଣୀ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ,କୈଳାଶ ମହାନ୍ତି, ଶାରଦା ପ୍ରସାଦ ରାଉତ,ଶିକ୍ଷାବିତ ପ୍ରଫୁଲ୍ଲ ଦାଶ, ବରିଷ୍ଠ କଂଗ୍ରେସ ନେତା ରମା କାନ୍ତ […]
କେନ୍ଦ୍ରାପଡା ୨୦/୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ଓ କଜଳାସ୍ଥିତ କିନ୍ନର ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାନୁୟାରୀ ୨୨ତାରିଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହିଦିନ କିନ୍ନର ସମାଜ ପକ୍ଷରୁ ଏକ ଭବ୍ୟ ରାମରଥ ସହର ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । କିନ୍ନରମାନେ ଏହିଦିନ ସାତ୍ୱିକ […]
କେନ୍ଦ୍ରାପଡ଼ା ୨୦/୧- କେନ୍ଦ୍ରାପଡାର ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ, ଗୁରୁ ତପସ୍ୱିନୀ ନାୟକଙ୍କ ନେତୃତ୍ୱରେ କଟକର କୃଷି ଗବେଷଣା କେନ୍ଦ୍ର ଅଡିଟୋରିୟମରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଅନୁଷ୍ଠାନର କଳାକାରମାନେ ସମାରୋହରେ ବାରମାସୀ, ସମ୍ବଲପୁରୀ, ଲାଉଧୁଡୁକୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ ଦିବସରେ ଏହି ବାରଜଣିଆ ନୃତ୍ୟ ଦଳକୁ ଏକ “ସ୍ୱର୍ଣ୍ଣାଭ ଉପାୟନ” ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । […]
କେନ୍ଦ୍ରାପଡା,୨୦ା୧: ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଂଯୋଜନାରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୋ ବିଦ୍ୟାଳୟ ଅଭିଯାନର […]
କେନ୍ଦ୍ରାପଡ଼ା, ୨୦ା୧: ଚଳିତମାସ ୨୮ ତାରିଖରେ ବାରୋ ପଡ଼ିଆରେ ଜିଲ୍ଲାସ୍ତରୀୟ “ନୂଆ ଓ’- ଯୁବ ଓଡ଼ିଶା ନବୀନ ଓଡ଼ିଶା” ଫେଷ୍ଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲ୍ଲାର ୮୨ଟି କଲେଜରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ […]
କେନ୍ଦ୍ରାପଡ଼ା, ୨୦ା୧: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ହନୁମାନଜୀଉଙ୍କ ମନ୍ଦିର ପରିସରରେ ବାବା ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ୧୧୩ତମ ଜନ୍ମୋତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ପ୍ରାତଃ ୪ ଘଟିକା ସମୟରେ ସାମୁହିକ ପ୍ରାର୍ଥନା କରାଯିବା ପରେ ମଙ୍ଗଳ ଆଳତୀ, ନଗର ସଂକୀର୍ତ୍ତନ କରାଯାଇଥିଲା । ସକାଳ ୯ ଘଟିକା ସମୟରେ ବାବାଙ୍କର ପୂଜା, ଆଳତୀ, ପ୍ରାର୍ଥନା ଓ ସ୍ମୃତିଚାରଣ କରାଯିବା ପରେ ଭକ୍ତମାନଙ୍କ ଦ୍ୱାରା […]
କେନ୍ଦ୍ରାପଡା ଜିଲ୍ଲାରେ ଧାନକ୍ରୟ ପାଇଁ ମଣ୍ଡି ଖୋଲାଯିବାର ପନ୍ଦର ଦିନ ଅତିକ୍ରମ କରିଥିଲେ ମଧ୍ୟ ଅଧିକାଂଶ ମଣ୍ଡି କାର୍ଯ୍ୟକ୍ଷମ ନହେବା ଜିଲ୍ଲାର ଚାଷୀକୁଳକୁ ହତାଶ କରିଛି ବୋଲି ଓଡିଶା କୃଷକସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡ଼ା ଜିଲ୍ଲା କମିଟି ଅବିହିତ କରିଛି । ସରକାରୀ ଭାବେ ଧାନକ୍ରୟ ପାଇଁ ପ୍ରତିବର୍ଷ ଡିସେମ୍ବର ୨୮ତାରିଖରେ ସାରା ଜିଲ୍ଲାରେ ମଣ୍ଡି ଖୋଲିଥାଏ ଓ ମାର୍ଚ୍ଚ ୩୧ରେ ଧାନ ସଂଗ୍ରହ ଶେଷ ହେଇଥାଏ । କିନ୍ତୁ ଏବର୍ଷ ଧାନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ତାର ଆଖପାଖ ଅଂଚଳରେ କେତେକ ଯୁବକ ଦୃତ ଗତିରେ ବାଇକ ଚଳାଇବା ସହିତ ଜାଣିଶୁଣି ବାଇକରେ ଶବ୍ଦ କରାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ଶବ୍ଦ ପ୍ରଦୂଷଣ କରୁଛନ୍ତି । ଯାହକୁନେଇ ବାରମ୍ବାର ଦୁର୍ଘଟଣା ଘଟିବା ସହିତ ଅନ୍ୟ ପଥିକ ମାନଙ୍କୁ ସମସ୍ୟାରେ ପକାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜନସାଧାରଣ ଓ ବୁଦ୍ଧିଜିବୀ […]
କେନ୍ଦ୍ରାପଡା, ୧୯ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାନଗରସ୍ଥିତ କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, କଜଳାସ୍ଥିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଛାତ୍ରଛାତ୍ରୀ ଓ ଦଧିବାମନଜୀଉ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ବାସୁଦେବ ଜାଗୃତି ଗୃହର ଅନ୍ତେବାସୀମାନଙ୍କୁ ଶାଲ, ବେଡସିଟ, ଦରୀ ଓ କମ୍ବଳ ପ୍ରଦାନ କରାଯାଇଛି […]
କେନ୍ଦ୍ରାପଡା, ୧୯ା୧: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜୋରନ୍ଦ ଗ୍ରାମ ପଞ୍ଚାୟତରେ ୨୦୨୩-୨୪ ଆର୍ôଥକ ବର୍ଷରେ ସ୍ୱଚ୍ଛ ଭାରତ ଯୋଜନାରେ ସରପଞ୍ଚଙ୍କ ଅଗୋଚରରେ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଥିବାରୁ ତାହା ବିରୋଧରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସେମାନଙ୍କର ଅଭିଯୋଗ ହେଉଛି ଯେ ରାଜକନିକା ବ୍ଲକର କନିଷ୍ଠ ଯନ୍ତ୍ରୀ ମନମୁଖୀ ଭାବେ ସ୍ୱଚ୍ଛ ଭାରତ […]
କେନ୍ଦ୍ରାପଡ଼ା,୧୯/୧-ମାର୍ଶାଘାଈ ବ୍ଲକ୍ ଅନ୍ତର୍ଗତ ବାଲିଘାଈ ବଜ୍ରସୁନା ଉଚ୍ଚ ବିଦ୍ୟାଳୟରେ ଆଜି ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ସମୀକ୍ଷାରେ ମୋ କାହାଣୀ ମୋ କଥା,ସାହିତ୍ୟ ସୃଜନୀରେ କବିତା ଓ ପ୍ରବନ୍ଧ ପଠନ,ଜିଜ୍ଞାସାରେ ବିଜ୍ଞନ ଓ ପରିବେଶ ,କୌଶଳୀରେ କମ୍ପୁଟର ର ଉପଯୋଗ , କ୍ରୀଡ଼ାଙ୍ଗନାରେ ଜୀବନ କୌଶଳ ଏବଂ ଶେଷରେ […]
କେନ୍ଦ୍ରାପଡ଼ା ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ତଳାପଡିଆ ଠାରେ ଜୟଦୂର୍ଗା କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ଆଳି, ବାଲିପାଟଣା, ପଞ୍ଚୁପାଣ୍ଡ୍ୱ, ଯାଜପୁର, ଚନ୍ଦନପୁର, ଇନ୍ଦୁପୁର, ବରୀ ଆଦି ବିଭିନ୍ନ ଅଂଚଳର ୮ କ୍ରିକେଟ ଦଳ ଭାଗ ନେଇଥିଲେ ଓ ଫାଇନାଲ ଖେଳ ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଟିମ ଓ ଗମୁ ଗୋଲଡେନ ଷ୍ଟାର କ୍ରିକେଟ ଟିମ ନିମ୍ନରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ […]
କେନ୍ଦ୍ରାପଡା ୧୯/୧- ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବରେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସାମ୍ବାଦିକ ଜ୍ଞାନ ବଲ୍ଲଭ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ରଅତିଥି ରୂପେ ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବ ମହାସମାରୋହରେତି ପୁନଃରୁଦ୍ଧାର ସମିତିର ସଭାନେତ୍ରୀ ଜୋତ୍ସାମୟୀ ପରିଡା, ମୁଖ୍ୟବକ୍ତା ରୂପେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ ଲିଙ୍ଗରାଜ ଶତପଥୀ ପ୍ରମୁଖ ଯୋଗଦେଇ […]
କେନ୍ଦ୍ରାପଡା, ୧୯/୧- ଆସନ୍ତା ୨୨ତାରିଖ ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ଭବ୍ୟ ମନ୍ଦିରର ଶୁଭ ଲୋକାର୍ପଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଚାରିଆଡ଼େ କ୍ରମେ ସ୍ୱତ୍ତ ଭକ୍ତି ଓ ସମର୍ପଣଭାବର ପରିବେଶ ସୃଷ୍ଟି ହେବାରେ ଲାଗିଛି । ଜନଗଣଙ୍କ ଏହି ଧର୍ମୀୟ ଭାବନାକୁ ସମ୍ମାନ ଦେଇ ସାଂପ୍ରଦାୟିକ ସଂପ୍ରୀତିର ସହର କେନ୍ଦ୍ରାପଡ଼ାର ସମସ୍ତ ମାଛ ଓ ମାଂସ ବ୍ୟବସାୟୀ ମାନେ ଏହି ଦିନ ନିଜର ଏହି […]










