କଂସାର ପଞ୍ଚାୟତରେ ଆଲୋକି କରଣ


କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ହଳଦିଢିଅଠାରୁ କାଙ୍କଦିଆ କେନାଲ ରାସ୍ତା ପାଶ୍ୱରେ ଆଲୋକି କରଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆ ଉଦଘାଟନ କରିଥିଲେ । କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞନ ରାଉତ, ସମିତି ସଭ୍ୟ ସରୋଜ ରଞନ ଜେନା, ୱାଡ ସଭ୍ୟ ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା ଓ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ନାୟକ, ପରମାନନ୍ଦ ରାଉତ, ପ୍ରଦିପ ପରିଡା, ସମାଜ ସେବୀ ଗଣେଷ ନାୟକ ପ୍ରମୁଖ ଯୋଗଦେଇଥିଲେ ।


Next Post

କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

Wed Feb 7 , 2024
କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମରକ୍ଷା ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ଗତ ଜାନୁଆରୀ ୩୦ ତାରିଖ ଆରମ୍ଭ ହୋଇ ଫେବୃଆରୀ ୭ ତାରିଖରେ ଶେଷ ହୋଇଥିଲା । କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରୋହିତ୍ୟରେ ଉଦ୍‌ଯାପନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଧ୍ୟାପିକା […]

You May Like