ସମ୍ପ୍ରତି କୁମ୍ଭୀର ଓ ମଣିଷ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । ଯାହାକି ପ୍ରକୃତି ଓ ପରିବେଶ ଉପରେ କୁପ୍ରଭାବ ପକାଇଛି । ପ୍ରାକୃତିକ ଜୈବ ବିବିଧତା ଆହ୍ୱାନର ସମ୍ମୁଖୀନ ହୋଇଛି । କୁମ୍ଭୀର ଆକ୍ରମଣରେ ବହୁ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ କୁମ୍ଭୀରମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ପ୍ରକୃତି ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଉଭୟ ମଣିଷ ଓ କୁମ୍ଭୀରଙ୍କ ସୁରକ୍ଷିତ ସହାବସ୍ଥାନ ଜରୁରୀ […]
Day: 10 February 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା ଉତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ କୃମିକୁ ସମୂଳେ ବିନାଶ କରିବା ଉପରେ ଗୁରୁତ୍ୱଆରୋପ କରିବା ସହିତ ପିଲାମାନେ କିପରି କୃମି ନାଶକ ଔଷଧ ସେବନ […]
କଳ୍ପତରୁ ନାୟକ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତ ଦୀନବନ୍ଧୁ ସେଠୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ ହେବା ସହିତ ଆସବାବପତ୍ର ଚାଉଳ ବିରି ପୋଡି ନଷ୍ଟ ହୋଇଯାଇଛି । ଏଥି ସହିତ ଅଗ୍ନିକାଣ୍ଡରେ ପୋଡି ହୋଇ ୫ଛେଳି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋଟିଏ ଗାଈ ମଧ୍ୟ ଆହତ ହୋଇଛି । ଗୁହାଳକୁ ଲାଗି ରହିଥିବା ଘରେ […]
କେନ୍ଦ୍ରାପଡ଼ା, ୧୦ା୨: ଏସ୍ଓଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସ୍ୱାଗତ ଉତ୍ସବ ଅନୁଷ୍ଠାନ ପରିସର ମଧ୍ୟରେ ଦୁଇଦିନ ଧରି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିରେ ତୁଳସୀ ଏଏନ୍ଏମ୍ ଓ ଜିଏନ୍ଏମ୍ ଟ୍ରେନିଂ ସେଣ୍ଟରର ଏଏନ୍ଏମ୍ ଓ ଜିଏନ୍ଏମ୍ ଏବଂ ଏସ୍ଓଏସ୍ କଲେଜ୍ ଅଫ୍ ନର୍ସିଂର ବିଏସ୍ସିରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ପ୍ରଥମ ଦିନ […]
କେନ୍ଦ୍ରାପଡ଼ା,୧୦ା୨: କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଳାଜଜ୍ ଏକାଦଶ ଏବଂ ଜିଲ୍ଳା ଓକିଲ ସଘଂ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ମ୍ୟାଚ ଆଜି ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଜିଲ୍ଳା ଜଜ୍ ଏକାଦଶ ଟଚ ଜିଣି ବ୍ୟାଟିଙ୍ଗ କରିବା ସହିତ ୨୦ ଓଭର ରେ ୮ ୱିକେଟ୍ ହରାଇ ୧୪୩ ରନ୍ କରିଥିଲେ । ଏହାର ଜବାବରେ ଜିଲ୍ଳା ଓକିଲ ସଂଘ ଏକାଦଶ ୧୧ […]
କେନ୍ଦ୍ରାପଡ଼ା,୧୦/୨: ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୪ ଆଜିଠାରୁ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆରମ୍ଭ ହୋଇଛି । ଏହା ଦୁଇ ଦିନ ଚାଲିବ । କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେର୍ଜସ ସହଯୋଗରେ ଆୟୋଜିତ ଏହି ଉତ୍ସବକୁ ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ଓ ମୁଖ୍ୟବକ୍ତା […]