କେନ୍ଦ୍ରାପଡ଼ା, ୫ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ଇଂ ମୂରଲୀଧର ସେଠୀଙ୍କ ଆହ୍ୱାନରେ ଏବଂ ସୁଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି, ପୂର୍ବତନ ପିପି ଭୀମସେନ ଭୂୟାଁ ମୁଖ୍ୟବକ୍ତା, ଆଇନଜୀବୀ ତଥା ଆରଏମସି ଉପାଧ୍ୟକ୍ଷ ବିଜୟ କୁମାର […]
Day: 5 March 2024
କେନ୍ଦ୍ରାପଡ଼ା, ୫ା୩: ନିକିରାଇ ବନଦୂର୍ଗା ସାଂସ୍କୃତିକ ପରିଷଦ ପରିସରରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଯୁବ ନେତା ଦୁଷ୍ମନ୍ତ କୁମାତ ମଲ୍ଲିକଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ତଥା ଶିକ୍ଷକ ନେତା ପ୍ରଣବ କୁମାର ଜେନା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ବିଜୁବାବୁ କେବଳ ଓଡିଶାର ଜନସାଧାରଣମାନଙ୍କର ହୃଦୟର ସ୍ପନ୍ଦନ ନଥିଲେ ସେ ସମଗ୍ର ଭାରତ ବର୍ଷରେ ଜଣେ ଦୂରଦ୍ରଷ୍ଟା ରାଜନେତା, ଓଡିଆ […]
କେନ୍ଦ୍ରାପଡ଼ା, ୫ା୩: ଦେଶକୁ ପୋଲିଓ ମୁକ୍ତ କରିବା କ୍ରମରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ପଲ୍ସ ପୋଲିଓ ଟୀକାକରଣର ଆଜି ହୋଇଛି ଶେଷ ଦିନ । । ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅର୍ଥାତ୍ ଗତ ମାର୍ଚ୍ଚ ୩ ତାରିଖ ପ୍ରାତଃ ୮ ଘଟିକା ସମୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସହରାଞ୍ଚଳ ପ୍ରାଥମିକ […]
କେନ୍ଦ୍ରାପଡ଼ା ୫/୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱାଗତ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରା ଛାତ୍ରଛାତ୍ରୀମାନେ ପାଇଥିବା ଛାତ୍ର ବୃତ୍ତିକୁ ସଦୁପଯୋଗ କରି ଉଚ୍ଚଶିକ୍ଷାରେ ଆହୁରି ଆଗକୁ ଯାଇ ପାରିବେ ବୋଲି ମତବ୍ୟକ୍ତ […]
କେନ୍ଦ୍ରାପଡ଼ା ୫/୩: ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାଣ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଅତିରିକ୍ତ […]
ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ବାଇପାସ ଠାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନୂତନ କାର୍ଯ୍ୟାଳୟ ଓ ୧.୫କୋଟି ଟଙ୍କା ବ୍ୟୟରେ ବାଲିପଡ଼ା ଠାରେ ପଟ୍ଟାମୁଣ୍ଡାଇ ସ୍ମାର୍ଟ ସ୍ମଶାନ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌର ପରିଷଦ ନୂତନ କାର୍ଯ୍ୟାଳୟ ଓ ନୂତନ ସ୍ମାର୍ଟ ସ୍ମଶାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । […]
ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ତଥା ପଂଚାୟତିରାଜ ଦିବସ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମଙ୍ଗଳବାର ପୁରୁଣା ବସଷ୍ଟାଣ୍ଡ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଳକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ନୂତନ ସମୃଦ୍ଧ ଓଡିଶା ଗଠନର ବିନ୍ଧାଣୀ ବିଜୁ ପଟ୍ଟନାୟକଙ୍କ ବଳିଦାନ ବୀରତ୍ୱର ଗାଥା ଓଡ଼ିଆ […]
କେନ୍ଦ୍ରାପଡ଼ା, ୫ା୩: ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ କୁମାର ପ୍ରଧାନ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଂଟା ପଂଚାୟତ ସିମୁଳିଆ ଗ୍ରାମର ପରିକ୍ଷୀତ ସ୍ୱାଇଁଙ୍କ ସମେତ ୫ଜଣ ଏକ ଜମିବାଡି ବିବାଦକୁ ନେଇ ଗତ ୨୦୨୦ ମସିହା ମଇମାସ ୨୯ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ସେହି […]










