ଶିକ୍ଷକନେତା ଗୋଲକ ସାହୁ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମରଣିକା ଉନ୍ମୋଚନ


ବିପ୍ଲବୀ ଶିକ୍ଷକ ନେତା ନିଖିଲ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଗୋଲେଖ ବିହାରୀ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମରଣିକା ସ୍ମୃତି ସ୍ରୋତସ୍ୱନୀ ଉନ୍ମୋଚିତ ହୋଇଯାଇଛି । ରାଜ୍ୟସ୍ତରୀୟ ଶିକ୍ଷକ ନେତା ଶରତ ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷକନେତା ବିଜୟ ଜେନା ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଇଓ ପାବନୀ ରାଉତ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବିକ୍ରମ ଦାସ, ପ୍ରାଧ୍ୟାପକ ସତ୍ୟବାଦୀ ଜେନା, ଅଧ୍ୟାପିକା ଭଗବତୀ ରାଉତ, ପ୍ରଦୀପ ସାମନ୍ତରାୟ, କ୍ଷୀରୋଦ ମଲ୍ଲିକ, ଅନିଲ ଧଳ, ସୁଶାନ୍ତ ତ୍ରିପାଠୀ, କାଶୀନାଥ ନାୟକ, ସର୍ବେଶ୍ୱର ମହାନ୍ତି, ନିର୍ମଳ ସିଂହ, ନନ୍ଦ କିଶୋର ସ୍ୱାଇଁ, କୃପାସିନ୍ଧୁ ସାମଲ, ମହେଶ୍ୱର ରାଉତ, ଡ଼ ନାରାୟଣ ଜେନା, ବୀର କିଶୋର ଜେନା, ଭବାନୀ ମହାପାତ୍ର, ଅଭିରାମ ସାହୁ, ଶତ୍ରୁଗ୍ନ ତରାଇ, ନିରଞ୍ଜନ ଶତପଥୀ, କୈଳାଶ ମହାନ୍ତି, ପରମେଶ୍ୱର ନାୟକ, ଭାସ୍କର ରାଉତରାୟ, ଦୋଳଗୋବିନ୍ଦ ଜେନା, ଦାମୋଦର ସ୍ୱାଇଁ, କପିଳେନ୍ଦ୍ର ନାଥ, ସୁରେନ୍ଦ୍ର ପ୍ରଧାନ, ଜନ୍ମେଜୟ ନାୟକ, ସୁବାଷ ବେହେରା, ଉପେନ୍ଦ୍ର ସ୍ୱାଇଁ, ପ୍ରମୋଦ ଜେନା ପ୍ରମୁଖ ଯୋଗ ଦେଇ ଦିବଂଗତ ଶିକ୍ଷକନେତା ଗୋଲକ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ପ୍ରଧାନ, ଚିତ ରଞ୍ଜନ ସାହୁ, ଗଗନ ବିହାରୀ ସାହୁ ଓ ଅଲେଖ ସାହୁ ପରିଚାଳନା କରିଥିଲେ ।


Next Post

ନବନିର୍ମିତ ମାର୍କେଟକମ୍ପେ୍ଲକ୍ସର ଗୃହ ବଣ୍ଟନକୁ ନେଇ କାଉନସିଲ ଦୁଇଫାଳ

Fri Mar 15 , 2024
କେନ୍ଦ୍ରାପଡ଼ା, ୧୫ା୩: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡରେ ଏକ ଦୁଇମହଲା ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ କିଛିଦିନ ତଳେ ଉଦଘାଟିତ ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ୧୩ଟି ଦୋକାନ ଘର ରହିଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଗୃହ ବଣ୍ଟନ ନେଇ ପୈାରପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଆହୂତ ହୋଇଥିଲା । ଏହି ବୈଠକକୁ ନେଇ କାଉନସିଲ ଦୁଇଫାଳ ହୋଇଯାଇଥିବା ସୂଚନା ମିଳିଛି । ଏଭଳି […]

You May Like