ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

BBSR-18/5-ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ଭାଜପାରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଳିକଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ କରାଯାଇଥିଲା । ଏହାକୁ ନେଇ…

ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡସୋ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ସମଗ୍ର ଅଂଚଳ

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିପଡିଥିବା ବେଳେ ଶନିବାରରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳ ଭାବେ ପରିଚିତ ସଂସାରଫଳ ଖଣତା ଓ ଓଉପଦା ପଂଚାୟତରେ…

ଜିଲ୍ଲା ଓକିଲ ସଙ୍ଘରେ ନିର୍ବାଚନ ପ୍ରଚାର କଲେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ

କେନ୍ଦ୍ରାପଡ଼ା, ୧୮ା୫: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ଆଇନଜୀବୀମାନଙ୍କୁ ଭେଟି  ନିର୍ବାଚନ ପ୍ରଚାର କରିଛନ୍ତି ବିଜୁ ଜନତାଦଳର କେନ୍ଦ୍ରାପଡା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା । ଚଳିତ ସାଧାରଣ ନିର୍ବାଚନରେ ବିଜୁ…

କେନ୍ଦ୍ରାପଡ଼ାରେ ବିଜେପିର ହେଭି ୱେଟ୍ ନେତାଙ୍କ ପ୍ରଚାର

କେନ୍ଦ୍ରାପଡ଼ା ତା.୧୮/୫: କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ଆଗାମୀ ନିର୍ବାଚନରେ ବିଜୟ କରାଇବା ପାଇଁ ବିଜେପିର ହେଭୀ ୱେଟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ବଉଳ ବିହାର ସନ୍ନିକଟ ପଡ଼ିଆରେ ଏକ ବିଶାଳ ଜନସଭାରେ…

ଜାତୀୟ ଆଧ୍ୟାମିôକ ନୃତ୍ୟ କର୍ମଶାଳା

କେନ୍ଦ୍ରାପଡା ୧୮/୫- ଗତ ଶୁକ୍ରବାର ସ୍ଥାନୀୟ ଗୁହାଳସିଂସ୍ଥିତ ଜ୍ୟୋତିର୍ମୟୀ ମହିଳା ସମିତି ଭବନରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଓ ଗବେଷଣା କେନ୍ଦ୍ର, ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ କଲ୍‌ଚର, ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନ,ଭୂବନେଶ୍ୱରର ସ୍ୱର୍ଣ୍ଣାଞ୍ଚଳ…

କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ବିଧାନସଭା ଓ ବ୍ଲକ ସ୍ତରୀୟ ବିଜେଡିର ସଂଯୋଜକ ନିଯୁକ୍ତି

Kendrapara, ୧୮/୫: ଆସନ୍ତା ନିର୍ବାଚନ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ବିଧାନସଭା ଓ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ପକ୍ଷରୁ ସଂଯୋଜକ ନିଯୁକ୍ତି କରାଯାଇଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା…

ବିଜେଡି ବନ୍ଧୁମିଳନ ଶଙ୍ଖଚିହ୍ନରେ ଭୋଟ ଦେବାକୁ ଆହ୍ୱାନ

kendrapara ୧୮/୫ -ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା…

ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡଶୋ, ସମଗ୍ର ଅଂଚଳ ଶଙ୍ଖମୟ

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ…

ଖଡିଅଣ୍ଟା ପଞ୍ଚାୟତ କଂଗ୍ରେସ କର୍ମୀ ସମ୍ମିଳନୀ ମିଶ୍ରଣ ପର୍ବ

ଚଳିତ ୨୦୨୪ ସାଧାରଣ ନିର୍ବାଚନ ଜୁନ ମାସ ୧ ରେ ଅନୁଷ୍ଟିତ ହେବ । ଏଥିନେଇ ବିଭିନ୍ନ ଦଳ ପକ୍ଷରୁ ଘନ ଘନ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ…