ବସ ଧକ୍କାରେ ମହିଳା ମୃତ୍ୟୁ



କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଖରିଦା ସାହି ଠାରେ ଓଏସଆରଟିସି ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଜଣଙ୍କ ଭାତପଡା ଅଂଚଳର ବୋଲି ଶୁଣିବାକୁ ମିଳୁଛି । ମଙ୍ଗଳବାର ସକାଳେ ଓଏସଆରଟିସି ବସ୍ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା ବେଳେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ସ୍କୁଟି ଆରୋହୀ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ସ୍କୁଟିରେ ଥିବା ମହିଳା ତଳେ ପଡ଼ିଯାଇଥିଲେ । ତାଙ୍କ ଉପରେ ବସଟି ମାଡ଼ି ଯାଇଥିବା ସୂଚନା ରହିଛି ।


Next Post

କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Tue May 28 , 2024
କେନ୍ଦ୍ରାପଡ଼ା, ୨୮ା୫: ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ସଭାପତିତ୍ୱରେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ହମିଦ୍ ହୁସେନ୍ ଯୋଗଦେଇ ଜାତୀୟସ୍ତରରେ ମୋଦି ସରକାର ବିମୁଦ୍ରାକରଣ କରି ଭାରତର ଅର୍ଥନୈତିକ ଅବସ୍ଥାକୁ ଧୂଳିସାତ୍ କରିଛନ୍ତି ବୋଲି କହିଥିଲେ । ଅରୁଣାଚଳ ପ୍ରଦେଶର ୪ହଜାର ବର୍ଗ କି.ମି. […]

KANIKA