ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ର ୫ ଗିରଫ

କେନ୍ଦ୍ରାପଡା, ୧୦/୭: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକମାସ ପୂର୍ବରୁ ଦୁର୍ବୃତ୍ତମାନଙ୍କ ଦ୍ୱାରା ବହୁ ମୂଲ୍ୟବାନ ସାମଗ୍ରୀ ତାଲା ଭାଙ୍ଗି ଚୋରି ହୋଇଥିଲା । ଚକ୍ରୋଡା ସରପଞ୍ଚ ତନୁଜା ନାୟକ ସଦର ଥାନାରେ ଏତଲା ଦେଇଥିଲେ । ଏହି…

ବଳଦେବ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

କେନ୍ଦ୍ରାପଡା, ୧୦ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ଅଜୟ କୁମାର ସାମଲ ସଭାପତିତ୍ୱ କରିଥିଲେ…

ରାଜ୍ୟସ୍ତରୀୟ ‘ଶ୍ରୀ ଜଗନ୍ନାଥ’ ଚିତ୍ରକଳା ଶିବିରରେ ସୌମ୍ୟରଞ୍ଜନ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ୧୦/୭ – ଓଡିଶା ଲଳିତକଳା ଏକାଡେମି ଦ୍ୱାରା ଆୟୋଜିତ ‘ଶ୍ରୀ ଜଗନ୍ନାଥ’ ଚିତ୍ରକଳା ଶିବିର ଭୂବନେଶ୍ୱର ପାନ୍ଥନିବାସ ଠାରେ ପୁରୀ ରଥଯାତ୍ରା ଉପଲକ୍ଷେ ୨୮ ଜଣ ସୁନାମଧନ୍ୟ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ର କର୍ମଶାଳା ଅନୁଷ୍ଠିତ ହୋଇଅଛି । ଏହା ୧…

ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞଳି ସଭା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ ବରିଷ୍ଠ ସଭ୍ୟ ତଥା ସ୍ଥାନୀୟ ସାତ ଭଉଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବଗଂତ ଲକ୍ଷ୍ମୀଧର ଦାଶଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ସ୍ଥିତ ବରିଷ୍ଠ ନାଗରିକ…

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ

ପଟ୍ଟାମୁଣ୍ଡାଇ ୧୦/୭ -ଓଡିଆ ଶାସ୍ତ୍ରୀୟ ସଂଗୀତର ମହାନ ଗାୟକ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କର ୧୨୪ତମ ଜନ୍ମଜୟନ୍ତୀ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ ମ୍ୟୁଜିକ୍ ସ୍କୁଲର ମିଳିତ ସହେଯାଗରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ…

ରିଲ୍ସ କରି ବାହାର ଲୋକଙ୍କୁ ଦେଖାଇବା ଅଶୋଭନୀୟ

ଭୁବନେଶ୍ୱର,୧୦୭- ପୁରୀରେ ମହାପ୍ରଭୁ ବଡଠାକୁରଙ୍କ ଆଡପ ପହଣ୍ଡିବେଳେ ଚାରମାଳ ଉପରେ ଝୁମି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର । ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଥିବାବେଳେ ଏହାକୁ…

ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର ରେ ପଟ୍ଟାମୁଣ୍ଡାଇର ଚିତ୍ରଶିଳ୍ପୀ ରମେଶ ଦେ

ପଟ୍ଟାମୁଣ୍ଡାଇ ୯/୭ -ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ରଶିଳ୍ପୀ ଶିବିରରେ…

ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦଆଚରଣ ଅଭିଯୋଗ

କେନ୍ଦ୍ରାପଡା (ajay bebaratta )କେନ୍ଦ୍ରାପଡା ଜିଲା ଡେରାବିସ ଥାନା ଅଂଚଳରେ ଜଣେ ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦଆଚରଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଟୁଉସନ ଶିକ୍ଷକ ଛାତ୍ରୀଙ୍କୁ ଅସାଦଆଚରଣ କରିଥିବା ନେଇ ନାବାଳିକା ଛାତ୍ରୀଙ୍କ ମା’ଡେରାବିସ ଥାନାରେ ଅଭିଯୋଗ କରିଛନ୍ତି…