ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି; ମୋହନଙ୍କ ବଜେଟ୍‌‌ ନେଇ ଖୁସି ଖବର ନାହିଁ: ନବୀନ

  ଭୁବନେଶ୍ୱର,୨୫/୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି । । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ…

ଅଟୋ-ବାଇକ୍ ଧକ୍କା: ଜଣେ ମୃତ ଓ ଜଣେ ଗୁରୁତର

କେନ୍ଦ୍ରାପଡା ୨୪/୭- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଚାଂୟତ ଜରିମୂଳ ବଜାରରୁ ପଶ୍ଚିମଭେଡା ଗ୍ରାମର ସୁନାକର ମଳିକଙ୍କ ପୁଅ ସାଗର ମଳିକ(୨୨) ସେହି ଗ୍ରାମର ରଂଜନ ମଳିକଙ୍କ ପୁଅ ମନୋଜ ମଳିକ(୨୪) ଙ୍କୁ ସାଙ୍ଗରେ ନେଇ ନିଜ ବାଇକ ଯୋଗେ…

ସରକାରୀ ଜାଗା ସହ ଡ୍ରେନ୍ ଜବରଦଖଲ

ପଟ୍ଟାମୁଣ୍ଡାଇ ୨୩/୭ – କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ପଟ୍ଟାମୁଣ୍ଡାଇ ସହର ପରିଚିତ ହୋଇଥିବା ବେଳେ ଦିର୍ଘ ୩୬ ବର୍ଷହେବ ବିଜ୍ଞାପିତ ଓ ପୌରପରିଷଦ ଅଂଚଳ ମନ୍ୟତା ମିଳିଛି । ଏଠାରେ ପ୍ରମୁଖ ସମସ୍ୟା ମଧ୍ୟରେ ଅନ୍ୟତମ ହେଉଛି…

ଅସ୍ମିତା-ବିଚାର

କେନ୍ଦ୍ରାପଡ଼ା, ୨୪ା୭: ମୁଁ ଜାଣିଛି ଏହାକୁ କେହି ପଢ଼ିବେ ନାହିଁ କିମ୍ବା ପଢ଼ିଲେ ବୁଝିଲେ ସୁଦ୍ଧା କିଛି କରିପାରିବେ ନାହିଁ । କାରଣ ସେମାନଙ୍କର ସତ୍‌ସାହସ ନାହିଁ । ବର୍ତ୍ତମାନ ଓଡ଼ିଶାରେ ଅସ୍ମିତା ଏକ ସଙ୍କ୍ରାମକ ବ୍ୟାଧି ରୂପ ଧାରଣ କରିଛି…

କେନ୍ଦ୍ରାପଡା କଲେଜ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଲେ ଇନିସପେକ୍ଟର

କେନ୍ଦ୍ରାପଡ଼ା, ୨୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରୁ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଇଛନ୍ତି ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ । ଘଟଣାରୁ ପ୍ରକାଶ ଯେ ଏସି ଚୋରି ମାମଲାର ନିରପେକ୍ଷ ତଦନ୍ତ କରାଯିବା, ପୋଲିସ ଛାଡିଦେଇଥିବା ଚୋରି ଘଟଣାର…