ତମାଖୁ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ

କେନ୍ଦ୍ରାପଡ଼ା ୨୧ା୮: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ତମାଖୁ ନିୟନ୍ତ୍ରଣ ହେଉଛି ନୈତିକ…

ବଜ୍ରପାତରେ କୃଷକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, ୨୧ା୮: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଆୟବା ଗ୍ରାମର ଭ୍ରମରବର ନାୟକଙ୍କ ପୁତ୍ର ଜଟିଆ ଓରଫ୍ ବଳରାମ ନାୟକ(୫୩)ଙ୍କ ବଜ୍ରାଘାତରେ ଆଜି ମୃତ୍ୟୁ ହୋଇଯାଇଛି । ସେ ବିଲରେ ଧାନ ରୋଉଥିବା ବେଳେ ଆଜି ଅପରାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇ ବଜ୍ରପାତ…

ପଞ୍ଚାୟତବାସୀଙ୍କ ପକ୍ଷରୁ ବାବର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି କାର୍ଯ୍ୟାନୁଷ୍ଠାନ ନହେଲେ ଅନଶନ ଚେତାବନୀ

କେନ୍ଦ୍ରାପଡ଼ା, ୨୧ା୮: ଶିକ୍ଷାନୁଷ୍ଠାନ, ମନ୍ଦିର ଏବଂ ଗ୍ରାମାଞ୍ଚଳ ବ୍ୟବସାୟୀ କେନ୍ଦ୍ର ନିକଟରେ ଚାଲୁଥିବା ବାବର ବିଦେଶୀ ମଦ ଦୋକାନକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା…

ସୁପ୍ରିମ କୋର୍ଟଙ୍କ ବର୍ଗୀକରଣ ରାୟ ପ୍ରତିବାଦରେ ଓ ସଂରକ୍ଷଣ ଦାବିରେ ଭାରତ ବନ୍ଦ

କେନ୍ଦ୍ରାପଡା, ୨୦ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦ କରାଯାଇଛି । ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଏସି ଏସଟି…

ପଟ୍ଟାମୁଣ୍ଡାଇରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ପଟ୍ଟାମୁଣ୍ଡାଇ ୨୧/୮ -ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ…

ପାବନ କ୍ଷେତ୍ରରେ ଝୁଲଣ ଯାତ୍ରା ଉଦ୍‌ଯାପିତ

କେନ୍ଦ୍ରାପଡା,୨୧/୮: କେନ୍ଦ୍ରାପଡା କୋରୋସ୍ଥିତ ପାବନ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ନୀତି ପରମ୍ପରା ଅନୁସାରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ସପ୍ତଦିବସ ବ୍ୟାପୀ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ୨୦ ତାରିଖରେ ଉଦ୍‌ଯାପିତ ହୋଇଯାଇଛି ।…

ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ପଦକ୍ଷେପ , ଜବରଦଖଲକାରୀ ଦୋକାନୀଙ୍କୁ ଉଛେଦ କଲା ପୌରପାଳିକା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ବୁଧବାର ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା…

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର…

ବିଧାନସଭାର ଦ୍ୱିତୀୟ ଦିନ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ଅପରାହ୍ନ ୪ଟା ଯାଏ ଗୃହମୁଲତବୀ

ଭୁବନେଶ୍ୱର,୨୧।୮-ବୁଧବାର ବିଧାନସଭାର ଦ୍ୱିତୀୟ ଦିନ। ତେବେ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ ସୁରକ୍ଷା…

ଗହ୍ମା ପୂର୍ଣ୍ଣିମାରେ ସରୋଜିନୀ ପରିଡାଙ୍କ ଶ୍ରାଦ୍ଧୋତ୍ସବ

କେନ୍ଦ୍ରାପଡା,୨୦/୮: ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବାରୁଅସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ରକ୍ଷାବନ୍ଧନ ଉତ୍ସବ ଏବଂ କବି ଭାବଗ୍ରାହୀ…

ଶ୍ରୀରାମ ଚରିତ ମାନସ ପାରାୟଣ ଓ ଭଜନ ସମାରୋହ ଅନୁଷ୍ଠିତ

କେନ୍ଦ୍ରାପଡା,୨୦/୮: ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବକ୍ତା ତଥା ଶିକ୍ଷାବିତ୍ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିରରେ ପବିତ୍ର ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।…