ପୋଲରେ ତାରଜାଲି ଦେବାକୁ ଦାବି

21 September 2024 kanika odisha 0

କେନ୍ଦ୍ରାପଡ଼ା, ୨୧ା୯: ଲୁଣା-କରାଣ୍ଡିଆ ନଦୀର ବସପୁର ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ପୋଲର ଉଭୟ ପାଶ୍ୱର୍ର ବାଡାକୁ ୬ଫୁଟ ଉଚ୍ଚତାରେ ତାର ଜାଲି ଦେଇ ଆବଦ୍ଧ […]

ପାଳପାଟଣା-ମହାସାହାଣୀ ସେତୁ ନିର୍ମାଣ ପାଇଁ ନିର୍ଦେଶ , ରାଜନଗର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ

21 September 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ […]

ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗା ପୂଜା ପାଳନ ପାଇଁ ଥାନାରେ ଶାନ୍ତି କମିଟି ବୈଠକ

21 September 2024 kanika odisha 0

ପଟ୍ଟାମୁଣ୍ଡାଇ,୨୦ା୯ – ପାର୍ବଣ ଋତୁର ଆଗମନରେ ଆସନ୍ତା ଅକ୍ଟୋବର ୯ରେ ପଟ୍ଟାମୁଣ୍ଡାଇ ସହରରେ ୨୬ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଦୁର୍ଗାପୁଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ […]

ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ହେଲେ ବିଶ୍ୱଭୂଷଣ

20 September 2024 kanika odisha 0

କେନ୍ଦ୍ରାପଡ଼ା,୨୦ା୯: ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଭାବେ କେନ୍ଦ୍ରାପଡା ମାଟିର ପୁଅ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଜାତୀୟ ଛାତ୍ର କଂଗ୍ରେସର ସଭାପତି ବରୁନ୍ ଚୈାଧୁରୀ ବିଶ୍ୱରଞ୍ଜନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। […]

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

19 September 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଳଭା ଭାୟା ଗଣ୍ଡାଖିଆ କେନ୍ଦ୍ରାପଡା ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା […]

ଜିଗରଣରେ ଭାଗବତ ଜନ୍ମ ଉତ୍ସବ ପାଳନ

19 September 2024 kanika odisha 0

ବିତ୍ର ଇନ୍ଦୂପୂର୍ଣୀମା ଓ ଭାଗବତ ଜନ୍ମ ଉତ୍ସବ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଖଡିାଂଟା ପଂଚାୟତ ଜିଗରଣ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଭାଗବତ ଟୁଙ୍ଗି ଆନୁକୁଲ୍ୟରେ ଧର୍ମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । […]

ଦାଣ୍ଡିସାହି କଲେଜରେ ସଚେତନତା ଶିବିର

19 September 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଏନ ଏସ ଏସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ରାହ୍ମଣୀ କଲେଜ ଅଧକ୍ଷ ଡ଼ ଗୌରୀ କୁମାର […]

ଭାଜପା ସରକାରକୁ ୧୦୦ଦିନ ପୁରିଲା , ବିଭିନ୍ନ ମହଲରେ ପ୍ରତିକ୍ରିୟା

19 September 2024 kanika odisha 0

ଓଡ଼ିଶାରେ ନୂଆ ସରକାର ଭାଜପାକୁ ଗୁରୁବାର ୧୦୦ ଦିନ ପୂରିଛି। ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ଦଳ ଲୋକଙ୍କ ଭରସା ଜିତିବା ସହ ୨୪ […]

ନିକିରାଇରେ ଭାଗବତ ଜୟନ୍ତୀ ପାଳନ

19 September 2024 kanika odisha 0

କେନ୍ଦ୍ରାପଡ଼ା, ୧୯ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଶ୍ଚିମ ନିକିରାଇସ୍ଥିତ ସ୍ୱର୍ଗତ ଦିବ୍ୟସିଂହ ଜେନାଙ୍କ ଭାଗବତ ମନ୍ଦିରଠାରେ ସାତ ଦିନ ଧରି ଚାଲିଥିବା ଭାଗବତ ପାରାୟଣ ଇନ୍ଦୁ ପୂର୍ଣ୍ଣିମା ଦିନ ମହା ସମାରୋହରେ ସମାପ୍ତ ହୋଇଛି […]

No Image

କେନ୍ଦ୍ରାପଡାରେ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା

18 September 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୯: କେନ୍ଦ୍ରାପଡ଼ା ସହରର ଇଛାପୁର ସରକାରୀ ହାଇସ୍କୁଲ ପରିସରରେ ଟି.ଇ. ଓ ଏସସିଇଆରଟି ନିର୍ଦେଶାଳୟ, ଓଡିଶା ସହାୟତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ […]

ମହାନ ଆଧ୍ୟାତ୍ମିକ ସାଧକ ବାବା ଗଣ୍ଡାଧର ଦାସଙ୍କୁ “ଆଧ୍ୟାମିôକ ଗୁରୁ” ସମ୍ମାନ

18 September 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୯: ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ କଳ୍ପତରୁ ଆଶ୍ରମର କିମ୍ବଦନ୍ତୀ ମହାପୁରୁଷ ଅନନ୍ତ ଦାସଙ୍କ ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟର ସହସ୍ରାଧିକ ସାଧୁସନ୍ଥମାନଙ୍କ ଗହଣରେ ମନ୍ଦିରରେ ଥିବା […]

ଚିତ୍ରକାର ପ୍ରଭୁଶ୍ରୀ ଓ ପ୍ରୀତିଶ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପତ୍ର

18 September 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋପ ଗ୍ରାମର ଭାଇ ଓ ଭଉଣୀ । ଅଙ୍କନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନ୍ଦର ଚିତ୍ର ପ୍ରଧାନମନ୍ତ୍ରୀଙ୍କ […]

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରର ଷଷ୍ଟତମ ସ୍ୱତନ୍ତ୍ର ବୈଠକ

18 September 2024 kanika odisha 0

କେନ୍ଦ୍ରାପଡା ତା.୧୮ା୯: ଆଜି ଷଷ୍ଠ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସଙ୍କଅଧକ୍ଷ୍ୟତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) […]

ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ସମାରୋହ

18 September 2024 kanika odisha 0

କେନ୍ଦ୍ରାପଡା,୧୮ା୯: ଶୁକ୍ରବାର ଇନ୍ଦୁପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଉତ୍ସବ ଅବସରରେ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା […]

ମୟୀୟସୀ ବିଦ୍ୟୁତଲତାଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ

18 September 2024 kanika odisha 0

ସମ୍ବର୍ଦ୍ଧିତ ହେଲେ ଶତାଧିକ ଭିନ୍ନକ୍ଷମ ପଟ୍ଟାମୁଣ୍ଡାଇ ତା ୧୭/୯- ବ୍ରାହ୍ମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ଦିବଂଗତl ବିଦ୍ୟୁତଲତା ଦେଵୀଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। […]

ଠାକୁର ହରିଦାସଙ୍କ ତିରୋଭାବ ଉତ୍ସବ

18 September 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ତିରୋଭାବ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ […]

ସୁଭଦ୍ରା ଯୋଜନା ସିଧା ପ୍ରସାରଣ ଦେଖରବାକୁ ଆସିଥିବା ମହିଳା ହଟହଟା

18 September 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ନିମନ୍ତେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ କେନ୍ଦ୍ରାପଡା ସହରର ଇଛାପୁର ରଥଦାଣ୍ଡରେ ବ୍ୟବସ୍ଥା କରାଯାଇଥିଲା। […]

 ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା

17 September 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ପରିଷଦର ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ […]

ସୁଭଦ୍ରା ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

17 September 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୯:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲ୍ଲାର […]

ଜୀବନ ନେଲା ଉଚ୍ଚ ଶବ୍ଦ ସଂପନ୍ନ ବାଜା , ଚାଲିଗଲା ଏକମାତ୍ର ପୁତ୍ରର ଜୀବନ

17 September 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୯: କେନ୍ଦ୍ରାପଡା କପାଳେଶ୍ୱର ପଞ୍ଚାୟତ ଯଝାଙ୍ଗ ଗ୍ରାମର ଜଗବନ୍ଧୁ ଦାସଙ୍କ ଏକମାତ୍ର ପୁଅ ରମେଶ ଦାସ (୨୬) ଗତ କାଲି ବିଳମ୍ବିତ ରାତିରେ ଡିଜେର ବିକଟାଳ ଶବ୍ଦରେ ମୃତ୍ୟୁ ହୋଇଯାଇଛି। ଜଗବନ୍ଧୁଙ୍କ ଏକମାତ୍ର ପୁତ୍ର […]

ବାଇକ-ସ୍କୁଟି ଦୁର୍ଘଟଣା, ୨ ଆହତ

17 September 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୯:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ଶିବ ମନ୍ଦିର ନିକଟରେ ଏକ ବାଇକ ଓ ସ୍କୁଟି ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର […]

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

17 September 2024 kanika odisha 0

ପଟ୍ଟାମୁଣ୍ଡାଇ ୧୭/୯- ପୋଖରୀରେ ପାଣିରେ ବୁଡି ତିନି ବର୍ଷର ଶିଶୁପୁତ୍ର ମୃତ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ମାଳିପୁର ଗାଁରେ । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି […]

ପଟ୍ଟାମୁଣ୍ଡାଇରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ଓ ସ୍ୱଚ୍ଛତା ପାଇଁ ଶପଥ

17 September 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯିବା ସହିତ ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ସ୍ୱଛତା ଶପଥ ନିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ବ୍ଲକ ଓ […]

ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

17 September 2024 kanika odisha 0

କେନ୍ଦ୍ରାପଡ଼ା, ୧୭ା୯: ପବିତ୍ର ବିଶ୍ୱକର୍ମାଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଶ୍ରମ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଭାରତୀୟ ମଜଦୁର ସଂଘ ଜିଲ୍ଲା ସମିତି ଏକ ବୈଠକର ଆୟୋଜନ କରିଥିଲା । ପରମ ପୂଜ୍ୟ ଭାରତ ମାତା, […]