କୃଷି ସମସ୍ୟା ନେଇ ସି.ପି.ଆଇ.ର ଜିଲ୍ଲା କମିଟି ବୈଠକରେ ଉଦବେଗ

କେନ୍ଦ୍ରାପଡ଼ା, ୧ା୯: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା କମିଟି ବୈଠକ ଗୋପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଉତ୍ପନ୍ନ ସାମାଜିକ, ରାଜନୈତିକ ଏବଂ ସାଧାରଣ ମଣିଷଙ୍କ ଜୀବନ ଧାରଣ ଅବସ୍ଥା ଉପରେ ପଡିଥିବା କୁ ପ୍ରଭାବ ଉପରେ…

ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ପ୍ରଗତିରେ ସଂସ୍କୃତର ଏକ ବଡ଼ ଭୂମିକା – କେନ୍ଦ୍ରାପଡାରେ ସଂସ୍କୃତ ଦିବସ

କେନ୍ଦ୍ରାପଡା,୧/୯: କେନ୍ଦ୍ରାପଡ଼ା ଜିଲ୍ଲା ଉପକଣ୍ଠ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପଞ୍ଚଦଶ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି। ପଣ୍ଡିତ କାଳୀପ୍ରସନ୍ନ ଶତପଥୀ…

ପଟ୍ଟାମୁଣ୍ଡାଇ ଯୁବଛାତ୍ରବିଜେଡି ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା

ପଟ୍ଟାମୁଣ୍ଡାଇ ୧/୯-ପଟ୍ଟାମୁଣ୍ଡାଇ ନଗର ବିଜୁ ଯୁବଛାତ୍ରଜନତାଦଳ ପକ୍ଷରୁ ସ୍ଥାନୀୟ ଡିଭାଇନ ପ୍ୟାଲେସ ଠାରେ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭାରେ…