ପଟ୍ଟାମୁଣ୍ଡାଇ ୮/୧୧ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ “ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନଚର୍ଯ୍ୟା”ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପିକା ଶାନ୍ତି ସିଂହଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଜେକେବିକେ କଲେଜ ପ୍ରଫେସର ଅନନ୍ତକିଶୋର ଜେନା ମୁଖ୍ୟଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ବିଜୟ ଲଷ୍ମୀ ଦାଶ ମୁଖ୍ୟବକ୍ତା, ମଦନପୁର ୟୁକେ ମହାବୀର କଲେଜ […]
Day: 8 December 2024
କେନ୍ଦ୍ରାପଡ଼ା,୮ା୧୨: ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ସ୍ୱର୍ଗତ ଗୁରୁଚରଣ ଦାସଙ୍କ ଚର୍ତୁଦଶତମ ଶ୍ରାଦ୍ଧ ବାର୍ଷିିକୀ ସମାରୋହ ରବିବାର କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ […]
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ର ତୃତୀୟ ଦିବସରେ ବାଲାବାବା କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବାଲାବା କ୍ଲବ କେନ୍ଦ୍ରାପଡା ଟାଇଗର୍ସ କ୍ଲବକୁ ୩୭ରନରେ ପରାସ୍ତ କରିଥିଲା । ବାଲାବାବା କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ୬ ଉଇକେଟ ପତନରେ […]
ପଟ୍ଟାମୁଣ୍ଡାଇ ୮/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଦଳିତସାହିର ଏକ ପୋଖରୀରେ ବୁଡ଼ି ୪ ବର୍ଷର ଶିଶୁ ପୁତ୍ରର ମୁତ୍ୟୁ ହୋଇଛି।ମୃତ ଶିଶୁ ହେଲେ ଶଶିକାନ୍ତ ମଳିକଙ୍କ ଶିଶୁପୁତ୍ର ପ୍ରଭୁପାଦ ମଳିକ (୪) ବୋଲି ଜଣାପଡିଛି ।ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଛି । ପ୍ରକାଶ ଯେ ପ୍ରଭୁପାଦ ରବିବାର ମଧ୍ୟହ୍ନ ଖାଦ୍ୟଘରେ ଖାଇ ସାରିବା ପରେ ବାଡି ପଛ ପଟ୍ଟକୁ ଯାଇଥିଲା । ବାଡ଼ି ପଛକୁ ଯାଇଥିବା […]
ପଟ୍ଟାମୁଣ୍ଡାଇ ୭/୧୨-ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ-୨୦୨୪ ନରସିଂହପୁର ପଂଚାୟତ ଅନ୍ତର୍ଗତ ଅଠରବାଟିଆ ବଜ୍ର ମା କାଳୀ ହାଇସ୍କୁଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସ୍ୱରେ ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ମୁଖ୍ୟଅତିଥି, ଓଷ୍ଟା କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସମ୍ପାଦକ ତପନ କୁମାର ସିଂହ ମୁଖ୍ୟବକ୍ତା, ବଜ୍ର ମା କାଳୀ […]
କେନ୍ଦ୍ରାପଡା ତା୮/୧୨ – ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ଅର୍ଥ ମୋଟ ୩୧୦୦/- ଟଙ୍କା ପ୍ରଦାନ ନିମନ୍ତେ ବରଗଡ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଯାହାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର […]
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସର ଚତୁର୍ଦଶ କ୍ୟାମ୍ପୋରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠରେ ରବିବାର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପୋରୀକୁ ଉଦଘାଟନ କରି ସ୍କାଉଟସ ଓ ଗାଇଡସ୍ ଶିବିରାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ସେବା, ସ୍ୱଛତା, ଶୃଙ୍ଖଳା, ସଂସ୍କୃତି ଓ ପରମ୍ପରା ସହିତ ବିଶ୍ୱ ଭାତୃଭାବ ସୃଷ୍ଟି କରିବା ଉପରେ ପରାମର୍ଶ […]
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡା ସେଣ୍ଟ ଯୋସେଫ ସ୍କୁଲ ପରିସରରେ ବାର୍ଷିକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଫାଦର ନବକିଶୋର ଦିଗଲଙ୍କ ସଭାପତିତ୍ୱରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ଯୋଗଦେଇ ଏହାକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କ ସଫଳ ଭବିଷ୍ୟତ ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପିଲାମାନଙ୍କର ବାଣିଜ୍ୟ ପ୍ରତି ଆଗ୍ରହକୁ ଉତ୍ସାହିତ କରିଥିଲେ । […]