ଆସନ୍ତା ୩୧ରେ କେନ୍ଦ୍ରାପଡା ଗସ୍ତ କରିବେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ , ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ଦେଖିବେ

ଭୁବନେଶ୍ୱର, ୨୮।୧୨ : ଆସନ୍ତା ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଂଚଳ ପରିଦର୍ଶନ କରିବେ ।…

ନବୀନଙ୍କ ଆଗରେ ବଡ଼ ଆହ୍ୱାନ-କେମିତି ଦଳକୁ ସଂଗଠିତ କରି ପୁଣି ଥରେ ଛିଡ଼ା କରିବେ

ଭୁବନେଶ୍ୱର,୨୮/୧୨- ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି) ସ୍ଥିତି ଫାଟ ଫାଳ ଗଡ଼ବଡ଼ ଅବସ୍ଥା ଦେଇ ଗତି କରୁଛି । ନେତା, କର୍ମୀଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁଠି ଫାଟ ପଦାକୁ ବାହାରିଲାଣି ତ…

ଜିଲା ସ୍ତରିୟ ନବମ ବାର୍ଷିକ ରାଇଜିଂ ସ୍ପିରିଟ୍ ଇଂଟର ସ୍କୁଲ କମ୍ପିଟେସନ

ପଟ୍ଟାମୁଣ୍ଡାଇ ୨୮/୧୨ -ଚଳିତବର୍ଷ ରବିନ୍ଦ୍ର ରାଉତଙ୍କ ମେମୋରିଆଲରେ ନବମ ବାର୍ଷିକ ରାଇଜିଂ ସ୍ପିରିଟ୍ ଇଂଟର ସ୍କୁଲ କମ୍ପିଟେସନ ପଟ୍ଟାମୁଣ୍ଡାଇ କଷଣଅଂଟା ପଂଚାୟତ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୬୨ ସ୍କୁଲର ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେଥି…

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

ପଟ୍ଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଓ କମ୍ପୁଟର ସାଇନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ “ଡ଼ିସ୍କ୍ରିଟ ମାଥା ମାଟିକସ ଆଣ୍ଡ ଆର୍ଟିଫିସିଆଲ ଇଟେଂଲିଜେନ୍ସ ” ରାଜ୍ୟ ସ୍ଥରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ…

କେନ୍ଦ୍ରାପଡା କଲେଜ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ

କେନ୍ଦ୍ରାପଡା,୨୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ ଶନିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନର ଅଧ୍ୟାପକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଅନେକ…

ଜାତିଗତ ନିର୍ଯ୍ୟାତନା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଷ୍କ୍ରିୟ , ଏସପିଙ୍କୁ ଭେଟିଲା ମୂଳନୀବାସୀ ୟୁନାଇଟେଡ଼ ଫୋରମ

କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତିଗତ ନିର୍ଯ୍ୟାତନା ନାବାଳିକା ଦୁଷ୍କର୍ମ ମାମଲା ଓ ବୃଦ୍ଧା ମହିଳାଙ୍କୁ ଯଦୁପୁର ସରପଞ୍ଚ ଓ ଅନ୍ୟ ଆସାମୀମାନେ ଖୁଣ୍ଟିରେ ବାନ୍ଧି ବାଡେଇବା ମାମଲା ଓ ପଳାସପୁର ଦୀପକ ମଲ୍ଲିକ ନିର୍ଯ୍ୟାତନା ମାମଲାରେ ପୁଲିସ ନିଷ୍କ୍ରିୟ ନେଇ ଆଜି ଜିଲ୍ଲା…

ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା,୨୮ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗରପାଟଣାସ୍ଥିତ ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଆଜି ସଦର ଥାନାରେ ମନ୍ଦିର ବନ୍ଧମଙ୍ଗଳା କମିଟିର ସଭାପତି ବଟକୃଷ୍ଣ ମହାରଣା ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମହାରଣା…

ଶ୍ରୀଧର ବେହେରା ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ ୨୮/୧୨-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଧର ବେହେରାଙ୍କୁ ନିଯୁକ୍ତି ଦିଆଯାଇଚ୍ଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସରକାରୀ ଚିଠି ନଂ ୨୫୧/ପିଡବ୍ଲ୍ୟୁଡିସି ତା ୨୩. ୧୨. ୨୪ରିଖ ଅନୁଯାୟୀ ପଟ୍ଟାମୁଣ୍ଡାଇ…

ରାଜ୍ୟ ସ୍ତରୀୟ ନାଟ୍ୟମହୋତ୍ସବର ପ୍ରଥମ ଦିନରେ ଦୁଇଟି ନାଟକ ପରିବେଷଣ

କେନ୍ଦ୍ରାପଡା ୨୮/୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ଆନୁକୁଲ୍ୟରେ ଭୁବନେଶ୍ୱରର ସୁନାମ ଧନ୍ୟ ନାଟ୍‌୍ୟ ସଂସ୍ଥା “ଅଜିତ୍‌’ ର ଲୋକପ୍ରିୟ ନାଟକ ଘଐ୩୧୬ ପରିବେଷଣ ହୋଇଥିଲା । ଏହି ବହୁ ଚର୍ଚ୍ଚିତ ନାଟକ ଜାତୀୟ ରାଜ ପଥରେ ମଧ୍ୟ ରାତ୍ରିରେ…

ଆରକେ ଶିକ୍ଷାନିକେତନରେ ବନ୍ଧୁମିଳନ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୨୮/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାର ଫଳ ପଂଚାୟତ ଗୁଣ୍ଠି -ସଂସାରଫଳ ରାଧାକୃଷ୍ଣ ଉଚ୍ଚବିଦ୍ୟାନିକେତନର ୧୯୮୯ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର…