କେନ୍ଦ୍ରାପଡାରୁ ଆରଏମଏସ ସେବା ଉଚ୍ଛେଦ ନିଷ୍ପତ୍ତି , ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଲେ ବିଧାୟକ ଗଣେଶ୍ୱର

କେନ୍ଦ୍ରାପଡ଼ା, ୯ା୧: କେନ୍ଦ୍ରାପଡ଼ା ଜିଲ୍ଲାରୁ ରେଳବାଇ ଡାକସେବା ଉଚ୍ଛେଦ କରିବା ନେଇ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓଡିଶା ସର୍କଲ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ବେହେରା ଚିଠିରେ ଉଲ୍ଲେଖ…

ମଦର୍ସ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରସ୍ଥ ମଦର୍ସ ଇଣ୍ଟ ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୭ଓ ୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ମୁଖ୍ୟ…

ନୂତନ ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ତା ୯/୧-ପଟ୍ଟାମୁଣ୍ଡାଇ ଏ ଡି ଜେ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ତପନ କୁମାର ମିଶ୍ର ଙ୍କ ପୌରହିତ୍ୟରେ…

କେନ୍ଦ୍ରାପଡା ପୁସ୍ତକମେଳାରେ ‘ସୃଜନ ଦିଗନ୍ତ’ର ସାଂସ୍କୃତିକ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,୯ା୧: ଦ୍ୱାବିଂଶତିତମ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ପ୍ରକୃତିବନ୍ଧୁ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସୃଜନ ଦିଗନ୍ତ’ ତରଫରୁ ସାଂସ୍କୃତିକ ବିଚିତ୍ରା ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତଳବାରଙ୍ଗ ଶ୍ରୀ ସତ୍ୟସାଇ…

ଏସଆଇପିଟି ଛାତ୍ରୀଛାତ୍ର , ସଡ଼କ ସୁରକ୍ଷା ପରିବାର ରକ୍ଷାର ଦେଲେ ବାର୍ତା

ପଟ୍ଟାମୁଣ୍ଡାଇ ୯/୧- ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ତରଫରୁ ଗୁରୁବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରାପଡା ଆରଟିଓ ଧିରେନ କୁମାର ନାୟକଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଏସଆଇପିଟି ଅଧ୍ୟକ୍ଷ ଲଷ୍ମୀକାନ୍ତ ବିଶ୍ୱାଳଙ୍କ…

ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟା , ପଞ୍ଚଭାଷା କବି ସମ୍ମିଳନୀରେ ଯୋଗଦେଲେ ୨୦ରୁ ଉର୍ଦ୍ଧ୍ୱ ବରିଷ୍ଠ କବି

କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରର ଟେଲିକମ ଗ୍ରାଉଣ୍ଡରେ କେମ୍ ପକ୍ଷରୁ ଆୟୋଜିତ ୨୨ତମ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୪ର୍ଥ ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ୱତ ଆସର “ପଞ୍ଚଭାଷା କବି ସମ୍ମିଳନୀ”ରେ ରାଜ୍ୟର ୨୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ କବି ଯୋଗଦେଇ ସ୍ୱରଚିତ କବିତା…