ସେଣ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ ଉତ୍ସବ ଉଦଯାପିତ କେନ୍ଦ୍ରାପଡ଼ା,୧୨ା୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଚତୁର୍ଦଶତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ରାଜ୍ୟ…
Day: 12 January 2025
ପଟ୍ଟାମୁଣ୍ଡାଇ କଲେଜରେ ଜାତୀୟ ଯୁବଦିବସ
ପଟ୍ଟାମୁଣ୍ଡାଇ ତା ୧୨/୧-ପଟ୍ଟାମୁଣ୍ଡାଇ କଲେଜ ୟୁଥ ରେଡକ୍ରସ, ଏନ ଏସ ଏସ, ଏନ ସି ସି ଓ ରେଡ ରିବନ କ୍ଲବ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ…
କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ଗଠିତ
କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦର ଏକ ବୈଠକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଛକସ୍ଥିତ ହୋଟେଲ୍ ଚଣ୍ଡିଆ ପ୍ୟାଲେସ୍ ପରିସରରେ ସ୍ତମ୍ଭକାର ଡଃ ସର୍ବେଶ୍ୱର ସେଣଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ମାଟି କଳା, ସାହିତ୍ୟ…
ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ ଶେଷ ସୁପର ଲିଗ୍ ମ୍ୟାଚ୍ରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ବିଜୟୀ
କେନ୍ଦ୍ରାପଡ଼ା,୧୨ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ଶେଷ ସୁପର ଲିଗ୍ ମ୍ୟାଚ୍ରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ବିଜୟୀ ହୋଇଛି। ରବିବାର ଦିନ କେନ୍ଦ୍ରାପଡା…
ସ୍ୱାସ୍ଥ୍ୟରକ୍ଷା ଦିଗରେ ଧର୍ମଗୁରୁ ସଭା
କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଜିଲ୍ଲା ବାରୋଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଏକ ଧର୍ମଗୁରୁ ସଭା ରବିବାର ଆୟୋଜିତ ହୋଇଯାଇଛି । ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର କରିବାକୁ ଧାର୍ମିକ ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବେ ତଥା ଅସୁସ୍ଥ ବ୍ୟକ୍ତିଙ୍କୁ…
ପାଠକଟିଏ ଲେଖକର ଅମ୍ଳଜାନ ସଦୃଶ୍ୟ
ପୁସ୍ତକମେଳାର ସପ୍ତମ ସନ୍ଧ୍ୟା କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୭ମ ଦିବସରେ କେମ୍ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଂଯୋଜନାରେ କଥା…
ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକର ଚଷମାରେ’ ଲୋକାର୍ପିତ
କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍)ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକ ଚଷମାରେ’ ଆଜି ମଧ୍ୟାହ୍ନରେ ପୁସ୍ତକ ମେଳା ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକରେ ବିଗତ ୨୨ବର୍ଷ ଧରି କେମ୍ ଦ୍ୱାରା ପ୍ରକାଶିତ ପୁସ୍ତକମେଳାର ‘କେନ୍ଦ୍ରାପଡା…
ଟ୍ରଷ୍ଟ ପକ୍ଷରୁ ଏଲ. ଏନ. ବିଦ୍ୟାପୀଠରେ ମେଧାବୃତ୍ତି ପ୍ରଦାନ
କେନ୍ଦ୍ରାପଡ଼ା,୧୧ା୧ : ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାୟାବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ମହାକାଳପଡାସ୍ଥିତ ଆଶ୍ରମବାଲିକୁଦାର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ଶନିବାର ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପ୍ରଭାତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ମୁଖ୍ୟ…
ବନ ବିଭାଗ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ , ଧରାପଡିଥିବା ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ
କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ରବିବାର ଦିନ ୨ ଟା ସମୟରେ ବାବୁବାଲି ଠାରୁ…










