କେନ୍ଦ୍ରାପଡା,୧୨ା୨: କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ରାମନଗରପାଟଣାସ୍ଥିତ ମା’ ବନ୍ଧମଙ୍ଗଳାଙ୍କ ତୃତୀୟ ବାର୍ଷିକ ଉତ୍ସବ ଚଳିତ ମାଘ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ରବିବାର ଦିନ ଅଙ୍କୁରାରୋପଣ କରାଯିବା ପରେ ସୋମବାର ଦିନ ଗ୍ରାମବାସୀଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରାରେ ଗୋବରୀ ଘାଟରୁ ପାଣି ଆଣି ମଙ୍ଗଳା ମନ୍ଦିର ପରିସରରେ ଘଟ ସ୍ଥାପନ କରାଯିବା […]










